fbpx
BSKY SKY
BSKY SKY

କଂଗ୍ରେସ ଭବନରେ କଂଗ୍ରେସ କର୍ମୀଙ୍କ ନାରାବାଜି

BSKY

ଭୁବନେଶ୍ୱର: କଂଗ୍ରେସ ଭବନରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କ ନାରାବାଜି । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବାକୁ ନାରାବାଜି । ପିପିଲି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନକୁ ନେଇ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ବିକ୍ଷୋଭ ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ତୁରନ୍ତ ଇସ୍ତଫା ଦାବି ଜୋର ଧରିଛି ।

Get real time updates directly on you device, subscribe now.