fbpx
Browsing Category

Breaking News

INS ଚିଲିକାକୁ ମିଳିଲା ୟୁନିଟ ପ୍ରଶସ୍ତିପତ୍ର

ଚିଲିକା,୫ ।୧୦(ଓଡିଶା ଭାସ୍କର): ନୌସେନା ପ୍ରଶିକ୍ଷଣ ପ୍ରତିଷ୍ଠାନ INS ଚିଲିକାକୁ ମିଳିଛି ୟୁନିଟ୍ ପ୍ରଶସ୍ତିପତ୍ର । ୨୦୧୯ ପାଇଁ ଏହି ୟୁନିଟ ପ୍ରଶସ୍ତିପତ୍ର ମିଳିଛି । ପ୍ରଶସ୍ତିପତ୍ର ପ୍ରଦାନ କରିଛନ୍ତି ନୌସେନା…

ଅପରେସନ ସମୟରେ ପେଟରୁ ବାହାରିଲା ୩୦ ଲୁହାକଣ୍ଟା, ପେଚକସ୍ ସହ ଛୁଞ୍ଚି

ୟୁପି,୫ ।୧୦: ଉତ୍ତରପ୍ରଦେଶର ଉନ୍ନାୱ ଜିଲ୍ଲାରେ ଗତ ରବିବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଚନ୍ଦ୍ର କୁସୁମ ହସ୍ପିଟାଲକୁ ଜଣେ ବ୍ୟକ୍ତି ପେଟ ଯନ୍ତ୍ରଣା ସମସ୍ୟାକୁ ନେଇ ଆସିଥିଲେ । କିନ୍ତୁ…

ବିଜେଡିରେ ଯୋଗଦେଲେ ତିର୍ତ୍ତୋଲ ଅଞ୍ଚଳର କଂଗ୍ରେସ ନେତା ଓ କର୍ମୀ

ତିର୍ତ୍ତୋଲ,୫ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଏହାରି ମଧ୍ୟରେ ତିର୍ତ୍ତୋଲ ଅଞ୍ଚଳର କଂଗ୍ରେସ ନେତା ଓ କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି ।…

ଋଣ ସୁଝିବା ପାଇଁ ରାଜଧାନୀରେ ବ୍ୟାଙ୍କ ଲୁଟ

ଭୁବନେଶ୍ୱର,୫ ।୧୦(ଓଡିଶା ଭାସ୍କର): ଭୁବନେଶ୍ୱରରେ ୨ଟି ବ୍ୟାଙ୍କ ଲୁଟ ଘଟଣାର ଫର୍ଦ୍ଦାଫାସ ହୋଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ସେ କହିଛନ୍ତି…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ

ନୂଆଦିଲ୍ଲୀ,୫ ।୧୦: ଜେଇଇ ଆଡଭାନ୍ସ ୨୦୨୦ ଫଳାଫଳ ଆଜି ପ୍ରକାଶ ପାଇଛି । ଏହି ପରିକ୍ଷାରେ ସମୁଦାୟ ୧,୫୦,୮୩୮ ପ୍ରାର୍ଥୀ ଅଂଶ ଗ୍ରହଣ କରିଥିଲେ । ପେପର ୧ ଓ ୨ରେ ୪୩, ୨୦୪ ପରୀକ୍ଷାର୍ଥର ଉତ୍ତୀର୍ଣ୍ଣ କରିଛନ୍ତି । ମୋଟ…

ରାଜ୍ୟରେ ୧୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୫ ।୧୦ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୨୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭…

ବଡ ଖବର: ରାଜ୍ୟରୁ ଗୋଟିଏ ଦିନରେ ୨୬୧୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୫ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୬୧୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୨୧ ଜଣ ଓ…