fbpx
Browsing Category

Breaking News

ସାବଧାନ୍! ୪ ଜିଲ୍ଲାରେ ପ୍ରବଳ କାଚିବ

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବ ଯୋଗୁଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହି ୪ଟି ଜିଲ୍ଲା ଯଥା- ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

କୋଭିଡକୁ ନେଇ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଗୃହରେ କୋଭିଡ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା । ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଛନ୍ତି । ବିଭାଗୀୟ…

ଆସନ୍ତାକାଲି ୟୁପିଏସସି ପରୀକ୍ଷା, ଜାଣନ୍ତୁ କ’ଣ ରହିଛି ସୁବିଧା?

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଆସନ୍ତାକାଲି ହେବାକୁ ଯାଉଛି ୟୁପିଏସସି ପରୀକ୍ଷା । ୟୁପିଏସସି ପରୀକ୍ଷା ସେଣ୍ଟରକୁ ଯିବାକୁ ପରୀକ୍ଷାର୍ଥୀଙ୍କୁ କୌଣସି ଅସୁବିଧା ହେବନି । କାରଣ ୟୁପିଏସସି ପରୀକ୍ଷାର୍ଥୀଙ୍କ ପାଇଁ…

ପୁଣି ହାଥରସ ଅଭିମୁଖେ ରାହୁଲ ଓ ପ୍ରିୟଙ୍କା

ଲକ୍ଷ୍ନୌ,୩ ।୧୦: ହାଥରସ ଗଣଦୁଷ୍କର୍ମକୁ ନେଇ ଏବେ ସରଗରମ ରାଜନୀତି । ଲକ୍ଷ୍ନୌରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସହରରେ ଏହାର ଝଲକ ଦେଖିବାକୁ ମିଳିଛି । କଂଗ୍ରେସ ଲଗାତାର ଯୋଗୀ ସରକାରଙ୍କ ଉପରେ ଆକ୍ରମଣ କରିବାରେ…

ବାଲେଷ୍ଟିକ କ୍ଷେପଣାସ୍ତ୍ର K-15ର ପରୀକ୍ଷଣ

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ବାଲେଶ୍ବରରେ ବାଲେଷ୍ଟିକ କ୍ଷେପଣାସ୍ତ୍ର K-15ର ପରୀକ୍ଷଣ ହୋଇଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ବାଲେଷ୍ଟିକ କ୍ଷେପଣାସ୍ତ୍ର K-15 । ଚାନ୍ଦିପୁର କ୍ଷେପଣାସ୍ତ୍ର…

କରୋନା ଆକ୍ରାନ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର SOP, ଜାଣନ୍ତୁ କ’ଣ?

ଭୁବନେଶ୍ୱର୩ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଛି । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ କରୋନା ରୋଗୀ ଫାଭିପିରାଭିର କେମିତି ବ୍ୟବହାର କରିବେ? ଫାଭିପିରାଭିର ଟାବଲେଟ ବ୍ୟବହାର ନେଇ…

ଭୁବନେଶ୍ୱର-କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଟ୍ୱିନସିଟିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ରହିଛି ସତର୍କ ସୂଚନା । କଟକ ଓ ଭୁବନେଶ୍ୱରର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।…

ସୁଶାନ୍ତଙ୍କର ଫରେନ୍ସିକ ରିପୋର୍ଟ, ଜାଣନ୍ତୁ ମୃତ୍ୟୁର ସତ୍ୟତା

ମୁମ୍ବାଇ,୩ ।୧୦: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୩ ମାସ ବିତି ସାରିଛି । କିନ୍ତୁ ମୃତ୍ୟୁ ସହ ଜଡିତ କିଛି ପ୍ରଶ୍ନର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ । ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା ନା ସେ…

ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଗୃହରେ ହଙ୍ଗାମା ହୋଇଛି । ହାଥରସ ଗଣଦୁଷ୍କର୍ମ ମାମଲାରେ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ସଦସ୍ୟ । ହଙ୍ଗାମା ପରେ ଅପରାହ୍ନ ୩ଟା ଯାଏ ଗୃହ…

ବିଧାନସଭାରେ ୟୁପି ତାତି: ବିଜେଡି ଦେଲା କଡା ପ୍ରତିକ୍ରିୟା

ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ପ୍ରସଙ୍ଗରେ ଆଜି ଗୃହରେ ଉତ୍ତେଜନା ଦେଖାଦେଇଛି । ହାଥରସ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଏହି ପ୍ରସଙ୍ଗରେ…