Browsing Category
Breaking News
ଆର୍ପିଏଫ୍ କନଷ୍ଟେବଳଙ୍କ ମାଡ଼ରେ ମହିଳା ଇଞ୍ଜିନିୟରଙ୍କ ଫାଟିଲା ମୁଣ୍ଡ, ଟିକେଟ୍ ଦେଖାଇବାକୁ ନେଇ ହୋଇଥିଲା ଯୁକ୍ତତର୍କ
ରାଉରକେଲା, (ଭାସ୍କର ନ୍ୟୁଜ୍): ରାଉରକେଲାରେ ଅଜିତ କୁମାର ନାଏକ ନାମକ ଜଣେ ଆରପିଏଫ୍ କନଷ୍ଟେବଳଙ୍କ ମାଡ଼ରେ ଅନିତା ରାଜ୍ ନାମକ ଜଣେ ମହିଳା ଇଞ୍ଜିନିୟରଙ୍କ ମୁଣ୍ଡ ଫାଟି ଯାଇଥିବା ରାଉରକେଲା ଜିଆର୍ପି ଥାନାରେ…
ବନ୍ଧୁକ ମୁନରେ ୧ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଲେ ୨ ହାଇଓ୍ବ ଲୁଟେରା, ଛାନ୍ଭିନ୍ ଆରମ୍ଭ କଲା ପୋଲିସ
ଖୋର୍ଦ୍ଧା,(ଭାସ୍କର ନ୍ୟୁଜ୍): ଖୋର୍ଦ୍ଧା ନିକଟସ୍ଥ ବାଘମାରୀଠାରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୪୬ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍ର ଶିକାର ହୋଇଥିବା…
ପିପିିଲି ଉପନିର୍ବାଚନ: ଆଜି ସିଲ୍ ଇଭିଏମ୍ରୁ ଖୋଲିବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ, ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି
ଭୁବନେଶ୍ୱର/ପିିପିଲି,(ଭାସ୍କର ନ୍ୟୁଜ୍): ଆଜି ଖୋଲିବ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ। ପିିପିଲି ବାସୀ ପାଇବେ ନୂଆ ବିଧାୟକ।ସେପ୍ଟେମ୍ବର ୩୦ରେ ମତଦାନ ହୋଇଥିବା ବେଳେ ଆଜି ସକାଳ ୮ରୁ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଭୋଟ୍…
ବିଏସଏଫ ଯବାନଙ୍କ ଆତ୍ମହତ୍ୟା
ଉମରକୋଟ: ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ବିଏସଏଫ ଯବାନଙ୍କ ଆତ୍ମହତ୍ୟା । ରାଇଘର ଥାନା ଅନ୍ତର୍ଗତ ବିଏସଏଫ କ୍ୟାମ୍ପର ଯବାନ ଡି. ଗୋବର୍ଦ୍ଧନଙ୍କ ଆତ୍ମହତ୍ୟା । ମୃତ ଯବାନଙ୍କ ଘର ତେଲେଙ୍ଗାନାରେ ସୂଚନା ।…
ବିଧବାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ!
ସୁନ୍ଦରଗଡ଼ ତଳସରାରେ ବିଧବା ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ଦୁର୍ବୁତ୍ତ ହତ୍ୟା କରି ଡମକୁଡା ନଦୀରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେବେ ଘଟଣାରେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଅଟକ ରଖି…
ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର: ଓଡ଼ିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ । ଦିଲୀପ ପଟ୍ଟନାୟକଙ୍କୁ ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ କରାଯାଇଛି । ପ୍ରଥମ ଓଡ଼ିଆ ଭାବେ ଏହି…
ବନ୍ଧୁକ ଦେଖାଇ ଝାମ୍ପିନେଲେ ୧.୪୭ ଲକ୍ଷ ଟଙ୍କା
ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଝାମ୍ପିନେଲେ ୧.୪୭ ଲକ୍ଷ ଟଙ୍କା । ଖୋର୍ଦ୍ଧା ବାଘମାରୀ ସିମୋରରେ କଳା ପଲସର୍ରେ ଆସି ଲୁଟିଲେ ୨ ଦୁର୍ବୁତ୍ତ । ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଇ ଫେରୁଥିବାବେଳେ ଲଟ୍…
‘ପଦ ରହୁ କି ନରହୁ, ରାହୁଲ-ପ୍ରିୟଙ୍କାଙ୍କ ସହ ସବୁଦିନ ରହିବି: ସିଦ୍ଧୁ
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ପଦରେ ରୁହେ କି ନ ରୁହେ, କିନ୍ତୁ ରାହୁଲ ଗାନ୍ଧୀ ଓ…
ପାର୍ବଣ ପାଇଁ ଗାଇଡଲାଇନ୍, ସପିଂ ମଲରେ ରହିବ ସ୍ୱତନ୍ତ୍ର ସ୍କ୍ୱାଡ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାର୍ବଣ ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ । ଭିଡ଼ ବଢ଼ିଲେ ସଂକ୍ରମଣ ବଢ଼ିପାରେ, ସେଥିପାଇଁ ପୂର୍ବ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ।…
ମଡେଲିଂ ନାଁରେ ଠକେଇ: ଏକାଧିକ ଯୁବକ-ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲିଂ ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଆଜି ଜଣେ ଯୁବତୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ନିର୍ଦ୍ଦେଶକ ଅବିନାଶ ରାଉତ ଲକ୍ଷେ ଟଙ୍କା ଠକି ନେଇଥିବା ଅଭିଯୋଗ…