Browsing Category

Breaking News

ଦୁର୍ଘଟଣା: ଟ୍ୟାଙ୍କର ଓ ପୋଲିସ ଭ୍ୟାନ ଓଲଟି ୬ ଆହତ

ଛତ୍ରପୁର, ୧୩ା୧ (ଓଡିଶା ଭାସ୍କର): ଛତ୍ରପୁରରେ ଏକ ପୋଲିସ ଭ୍ୟାନ ଓଲଟି ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ଜଣେ ବାଇକ ଆରୋହୀଙ୍କ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଆହତମାନଙ୍କୁ…

ଭୁବନେଶ୍ୱରରେ ପହଞ୍ଚିଲା କୋଭାକ୍ସିନ ଟିକା

ଭୁବନେଶ୍ୱର, ୧୩ା୧ (ଓଡିଶା ଭାସ୍କର): ଗତକାଲି କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଆଜି କୋଭାକ୍ସିନ ଭୁବନେଶ୍ୱରରେ ପହଞ୍ଚିଛି । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ…

ଛାଡ଼ ହେଲା ମାଟ୍ରିକ୍‌ ଫି

ଭୁବନେଶ୍ୱର,୧୨।୧(ଓଡିଶା ଭାସ୍କର): ରାଜ୍ୟରେ ଛାଡ଼ ହେଲା ମାଟ୍ରିକ୍‌ ଫି। କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ୍‌ ପରୀକ୍ଷା ଫି ଛାଡ଼ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରି କରିବା…

ରାଉରକେଲାର ଗୋଟିଏ ସ୍କୁଲରେ ୩ ଶିକ୍ଷକ ପଜିଟିଭ୍

ରାଉରକେଲା,୧୨ ।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରୁ ଅନେକ ନିୟମକୁ କୋହଳ କରାଯାଇଛି । ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ କୋଭିଡ ନିୟମ ପାଳନ କରିବାକୁ…

ଫ୍ରି ଡୋଜର ଅର୍ଥ ଭରଣା ହେବ କିପରି, ଜାଣନ୍ତୁ କଣ୍ଡୋମ ପ୍ରସ୍ତୁତକାରୀ କମ୍ପାନୀର ଟିକାକରଣ ସହିତ କଣ ରହିଛି ଭୂମିକା

ନୂଆଦିଲ୍ଲୀ, ୧୨ା୧ (ଓଡିଶା ଭାସ୍କର): କେନ୍ଦ୍ର ସରକାର କୋଭିଡ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ଦୁଇଟି କମ୍ପାନୀକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଭାରତ ବାୟୋଟେକ…

୨୯୫ ଟଙ୍କାରେ କୋଭାକ୍ସିନ ଟିକା

ନୂଆଦିଲ୍ଲୀ,୧୨ ।୧: ଭାରତରେ ଆସନ୍ତା ୧୬ ତାରିଖରୁ ଟିକାକରଣ ହେବ ବୋଲି ଘୋଷଣା ହୋଇସାରିଛି । ଏନେଇ ମହାରାଷ୍ଟ୍ର ପୁଣେର ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଦେଶର ବିଭିନ୍ନ ରାଜ୍ୟରେ ପଠାସରିଛି । ଏହାରି ମଧ୍ୟରେ…

କଟକରେ ଆରୋଗ୍ୟ ଭବନ ଲୋକାର୍ପିତ

କଟକ,୧୨ ।୧(ଓଡିଶା ଭାସ୍କର): କଟକ ଜିଲ୍ଲା ଓଲଟପୁରଠାରେ ‘ଆରୋଗ୍ୟ ଭବନ’ ଲୋକାର୍ପିତ ହୋଇଯାଇଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପଣ କରିଛନ୍ତି । ରକ୍ତଦାନ ଶିବିର ଓ ରାଷ୍ଟ୍ରଦୀପର…

ଜାଣନ୍ତୁ ଭାରତର କୋଟିପତି ଭିକାରିଙ୍କ ବିଷୟରେ, ଯେଉଁମାନେ ଭିକମାଗି ହାସଲ କରିଛନ୍ତି ଅଚଳାଚଳ ସମ୍ପତ୍ତି

ଏ ଦୁନିଆରେ ଅନେକ ଧନୀ ଓ ଗରିବ ଉଭୟ ଶ୍ରେଣୀର ଲୋକ ବସବାସ କରନ୍ତି । ବିଜିନେସ ବା ଅନ୍ୟ କୌଣସି କାର୍ଯ୍ୟ କରି ଜଣେ କୋଟିପତି ହୋଇପାରେ । ମାତ୍ର କଣ ଆପଣ ଜାଣିଛନ୍ତି କି ଭିକ ମାଗି ଜଣେ କୋଟିପତି ହୋଇପାରିଛି ବୋଲି ।…

ଖୁସି ଖବର: ଓଡିଶାରେ ପହଞ୍ଚିଲା ଟିକା

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ଆସନ୍ତା ୧୬ରେ ହେବାକୁ ଯାଉଥିବା ଟିକାକରଣକୁ ଦେଖି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ ଆସିଛି ସବୁଠାରୁ ବଡ ଖୁସି ଖବର । ଭୁବନେଶ୍ୱରରେ ଆସି ପହଞ୍ଚିଛି କରୋନା ଟିକା…

ବିବାହ ଶେଭାଯାତ୍ରାକୁ ଅନୁମତି, ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): କରୋନା ଟିିକାକରଣକୁ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ବିବାହ ଶୋଭାଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି ।…