fbpx
Browsing Category

Breaking News

ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୫ଜିଲ୍ଲାକୁ ରେଡ଼୍ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ କେଉଁ ଜିଲ୍ଲା

ଭୁବନେଶ୍ୱର, ୨୦ା୯(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୫ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୫ଜିଲ୍ଲା ଗୁଡ଼ିକ ଯାଜପୁର, ଭଦ୍ରକ, ଜଗତସିଂହପୁର,…

ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କୁ କରୋନା

ପାଲଲହଡ଼ା, ୨୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ପାଲଲହଡ଼ା ବିଧାୟକ ମୁକେଶ…

ଆଇଏମଏଫର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ପୁଅ

ନୂଆଦିଲ୍ଲୀ, ୨୦ା୯: ଅନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମଏଫ)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ସୀମାଞ୍ଚଳ ଦାସ । ଇଡ଼ିର ପ୍ରମୁଖ ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ ସୀମାଞ୍ଚଳ ।…

ରାଜ୍ୟସଭାରେ ପାସ୍ ହେଲା କୃଷି ବିଲ୍

ନୂଆଦିଲ୍ଲୀ, ୨୦ା୯: ରାଜ୍ୟସଭାରେ କୃଷି ବିଲ୍ ପାରିତ ହୋଇଛି । ବାଚନିକ ଭୋଟରେ କୃଷି ବିଲ୍ ପାସ ହୋଇଛି । ବିରୋଧୀଙ୍କ ହଙ୍ଗାମା ଭିତରେ ଏହି ବିଲ୍ ପାସ ହୋଇଥିବା ସୂଚନା ମିଳିଛି । ସିଲେକ୍ଟ କମିଟିକୁ ପଠାଇବା ନେଇ…

କୃଷି ବିଲକୁ ବିଜେଡ଼ିର ବିରୋଧ

ଭୁବନେଶ୍ୱର, ୨୦ା୯(ଓଡ଼ିଶା ଭାସ୍କର): ରାଜ୍ୟସଭାରେ କୃଷି ବିଲକୁ ବିଜେଡ଼ି ପକ୍ଷରୁ ବିରୋଧ କରାଯାଇଛି । ଦୁଇଟି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିଜେଡ଼ି ଦାବି କରିଛି । କୃଷି ବିଲ୍ ଉପରେ ତର୍ଜମା କରିବା ପାଇଁ ଦାବି…

ମାସ୍କ ନପିନ୍ଧିଲେ ଓଡ଼ିଶାରେ ହେବ ଭୟଙ୍କର ପରିସ୍ଥିତି, ଦିନକୁ ମରିବେ ୪୦୦ରୁ ଅଧିକ ଆକ୍ରାନ୍ତ!

ଭୁବନେଶ୍ୱର, ୨୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ବର୍ତ୍ତମାନ କ୍ରମାଗତ ଭାବେ ଦିନକୁ ଦିନ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ଦିନକୁ ୪ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ…

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ପୁରୀ, ୨୦ା୯(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ଘଟିଛି । ଆଜି ସକାଳେ ପୁରୀ ମେଡ଼ିକାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ପ୍ରେମାନନ୍ଦ…