fbpx
Browsing Category

Breaking News

ମାସ୍କ ବଦଳରେ ମୁହଁରେ ଗୁଡାଇଦେଲେ ସାପ

କରୋନା ଭାଇରସ୍ ଯୋଗୁଁ ଲୋକମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି । ମାସ୍କ ଦ୍ୱାରା କରୋନାକୁ ନିୟନ୍ତ୍ରଣ କରାଯାଉଥିବା ବେଳେ ଏହାକୁ ନେଇ ଏକ ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଏପରି ଜଣେ…

ନୂଆବର୍ଷରୁ ଦେଶରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ,୧୭ ।୯: କରୋନା ମହାମାରୀ ମାଡି ମାଡି ଚାଲିଥିବା ବେଳେ ନୂଆବର୍ଷ ୨୦୨୧ ଆରମ୍ଭରେ ଭାରତକୁ ମିଳିବାକୁ ଯାଉଛି କରୋନା ଟୀକା । ଏନେଇ ଆଜି ରାଜ୍ୟସଭାରେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା…

ଚୀନକୁ ରାଜନାଥଙ୍କ କଡା ଜବାବ୍

ନୂଆଦିଲ୍ଲୀ,୧୭ ।୯(ଓଡିଆ ଭାସ୍କର): ଏଲଏସିରେ ଭାରତ-ଚୀନ୍ ସୀମା ବାବଦ ମାମଲାରେ ରାଜ୍ୟସଭାରେ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ସିଂହ କହିଛନ୍ତି ଯେ, ‘ବାରମ୍ବାର ସୀମା ନିୟମ ଉଲ୍ଲଙ୍ଘନ…

ମାଆକୁ ପିଟି ପିଟି ହତ୍ୟା କଲେ ୨ ପୁଅ

ଭୁବନେଶ୍ୱର,୧୭ ।୯(ଓଡିଶା ଭାସ୍କର): ଆଜିକାଲିର ଜୀବନରେ ସମ୍ପର୍କକୁ ତୁଚ୍ଛ ଭାବୁଛନ୍ତି ଲୋକ । ନିଜ ଜନ୍ମ କଲା ମା’ ବାପାଙ୍କୁ ବି ମାରିବାକୁ ପଛାଉ ନାହାନ୍ତି ସନ୍ତାନ । ସେହିପରି ଆଜି ଜଣେ ମା’ପୁ ପିଟି ପିଟି ହତ୍ୟା…

ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

କଟକ,୧୭ ।୯(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ବିଜେପିର ଜଣେ ବରିଷ୍ଠ ନେତା ଅଶୋକ ସାହୁଙ୍କ ପରଲୋକ ଘଟିଛି । କଟକ ସିଡିଏ ସ୍ଥିତ ବାସଭବନରେ ଅଶୋକ ସାହୁଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ…

ରାଜ୍ୟରେ ୧୩ ଜୀବନ ନେଲା କରୋନା

ଭୁବନେଶ୍ୱର,୧୭ ।୯ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୪୨୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩…

ବଡ ଖବର: ପୁଣି ରାଜ୍ୟରୁ ବାହାରିଲେ ୪୨୪୧ ପଜିଟିଭ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୭ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୪୨୪୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୦୨ ଜଣ ଓ…

ଏନକାଉଣ୍ଟରରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର,୧୭ ।୯: ଜମ୍ମୁ-କାଶ୍ମୀର ବଟମାଲୁ ଅଞ୍ଚଳରେ ଆଜି ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସେନାଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଆତଙ୍କବାଦୀଙ୍କ ସହ ପୋଲିସ ଓ…

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୮୩ ହଜାର ୧୯୮କୁ ବୃଦ୍ଧି

ନୂଆଦିଲ୍ଲୀ,୧୭ ।୯:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୮୩ ହଜାର ୧୯୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୨ ଜଣ…