fbpx
Browsing Category

Breaking News

ଆସନ୍ତା ୧୦ରେ ବାୟୁସେନାରେ ସାମିଲ ହେବ ରାଫେଲ

ନୂଆଦିଲ୍ଲୀ, ୭ା୯: ସେପ୍ଟେମ୍ବର ୧୦ତାରିଖ ଦିନ ଭାରତୀୟ ବାୟୁସେନାରେ ରାଫେଲ ବିମାନ ସାମିଲ ହେବ । ହରିୟାଣାର ଅମ୍ବାଲାରେ ଏକ ଉତ୍ସବରେ ରାଫେଲକୁ ସାମିଲ କରାଯିବ । ରାଫେଲ ବିମାନର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ…

ଭୁବନେଶ୍ୱରରୁ ଆଜି ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୭ା୯ (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି…

ରାଜଧାନୀରେ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨.୭୮ ଲକ୍ଷ ଟଙ୍କା ଲୁଟ୍

ଭୁବନେଶ୍ୱର, ୭ା୯(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ଚୋରି, ଡକାୟତି ବଢ଼ିବାରେ ଲାଗିଛି । କହିବାକୁ ଗଲେ ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରର ପଟିଆ ସ୍ଥିତ…

ଆଜିଠାରୁ ୫ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, ଜାଣନ୍ତୁ କେଉଁ ଜିଲ୍ଲା ରହିବେ ସତର୍କ?

ଭୁବନେଶ୍ୱର, ୭ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି । କିନ୍ତୁ ଆଜିଠାରୁ ୫ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୩ ଜିଲ୍ଲା ଓ…

ପର୍ଣ୍ଣ ଭିଡିଓ ସାଇଟରେ କୋଡ୍ ରଖି ନିଜର ସାଥୀମାନଙ୍କ ସହ କଥା ହେଉଥିଲା ଓସାମା ବିନ୍ ଲାଡେନ୍ !

ଅଲକାୟଦାର ପ୍ରତିଷ୍ଠାତା ଓସାମା ବିନ୍ ଲାଡେନ ପର୍ଣ୍ଣ ଭିଡିଓ ସାଇଟରେ ଦିଆଯାଇଥିବା ଏକ ଖାସ୍ ମେସେଜ ସାହାର୍ଯ୍ୟରେ ନିଜ ସାଥୀ ଆତଙ୍କବାଦୀ ସହ ଯୋଗାଯୋଗ କରୁଥିଲା । ନ୍ୟାସନାଲ ଜିଓଗ୍ରାଫିକର ଏକ ନୂଆ ଡକ୍ୟୁମେଣ୍ଟ୍ରୀ…

ବିସ୍ମିତ ଓ ବିଦ୍ୟାଶ୍ରୀଙ୍କ ନାଁରେ ମାମଲା

ବାଲେଶ୍ୱର,୭ ।୯(ଓଡିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ । ବାଲେଶ୍ୱର ଖଇର ଥାନାରେ ମାମଲା ଦାୟର କରିଛନ୍ତି ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର । ଆଇପିସିର ୫ଟି ଦଫାରେ…

ରାଜ୍ୟରେ କରୋନା ସ୍ଥିତି ନେଇ କଣ କହିଲେ ରାଜ୍ୟ ସରକାର? ଜାଣନ୍ତୁ

ଭୁବନେଶ୍ୱର, ୭ା୯(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଏବେ ଦିନକୁ ପ୍ରାୟ ରାଜ୍ୟରେ ପ୍ରାୟ ୩୫୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ…

ମହାମାରୀ କରୋନା ପାଇଁ ଘୁଞ୍ଚିଲା ଓଜେଇଇ ପରୀକ୍ଷା

ଭୁବନେଶ୍ୱର, ୭ା୯(ଓଡ଼ିଶା ଭାସ୍କର): ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଜେଇଇ ଅନଲାଇନ ପରୀକ୍ଷାକୁ ଘୁଞ୍ଚାଯାଇଛି । ଏନେଇ ଦକ୍ଷତା ବିକାଶ ଓ…