fbpx
Browsing Category

Breaking News

କରୋନା ଭାଇରସ୍ ପାଇଁ ଜଗତସିଂହପୁର, ଗଜପତି ଓ ଭଦ୍ରକ ଜିଲ୍ଲାରେ ଜାରି ହେଲା ୧୪୪ଧାରା

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ଜଗତସିଂହପୁର,…

୧୦ଟାରୁ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): ଆହାର କେନ୍ଦ୍ର ଖୋଲା ରହିବା ସମୟ ଅବଧିକୁ ବଢ଼ାଇଛନ୍ତି ସରକାର । ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର । ଭିଡ଼ ନିୟନ୍ତ୍ରଣ କରିବାକୁ ଆହାର କେନ୍ଦ୍ରର…

କରୋନା ପାଇଁ ପ୍ରତିଷେଧକ ବାହାର କରିଥିବା ଦାବି କଲା ଆମେରିକା

ୱାଶିଂଟନ୍, ୧୭ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗି ପଡ଼ିଛି । କରୋନା ପାଇଁ କୌଣସି ପ୍ରତିଷେଧକ ଏପର୍ଯ୍ୟନ୍ତ ବାହାରିନଥିବାରୁ ପରିସ୍ଥିତି ଅଣଆୟତ ହେବାରେ ଲାଗିଛି । ଏହାରି ମଧ୍ୟରେ କରୋନା…

ଭାରତରେ ତୃତୀୟ କରୋନା ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ, ୧୭ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗି ପଡ଼ିଛି । ଏହାରି ମଧ୍ୟରେ ଭାରତରେ ତୃତୀୟ କରୋନା ରୋଗୀଙ୍କ ଆଜି ମୃତ୍ୟୁ ଘଟିଥିବା ସୂଚନା ମିଳିଛି । କର୍ଣ୍ଣାଟକ ଓ ଦିଲ୍ଲୀ ପରେ ଆଜି…

କରୋନାରେ ସ୍ପେନର ଫୁଟବଲ୍ କୋଚଙ୍କ ମୃତ୍ୟୁ

ସ୍ପେନ୍, ୧୭ା୩: ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗି ପଡ଼ିଛି । ଏହାରି ମଧ୍ୟରେ ଆଜି କରୋନାରେ ସ୍ପେନର ଫୁଟବଲ କୋଚଙ୍କ ପରଲୋକ ହୋଇଛି । କୋଚ୍ ଫ୍ରାନସିକୋ ଗାର୍ସିଆ କରୋନା ଆକ୍ରାନ୍ତ ପରେ…

ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏନେଇ ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟର…

କରୋନା ଭାଇରସ୍, ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦଲ୍ଲୀ, ୧୬ା୩: କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏନେଇ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଛନ୍ତି କେନ୍ଦ୍ର ସରକାର । ଏହାସହ ଜିମ୍, ସିନେମା ହଲ୍, ସଂଗ୍ରହାଳୟ ଓ…