Browsing Category
Breaking News
ରେଳ ଟିକେଟ୍ ବୁକ୍ କରିବା ପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ! IRCTC ପକ୍ଷରୁ ଚାଲିଛି ପ୍ରସ୍ତୁତି
ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ବର୍ତ୍ତମାନ ସୁଦ୍ଧା ଆପଣ IRCTC ଆକାଉଣ୍ଟରୁ ମାସରେ ୬ ଟିକେଟ୍ ବୁକ୍ କରିପାରିବେ, ଅଧିକ ଟିକେଟ୍ ବୁକ୍ କରିବା ପାଇଁ ଆପଣଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ଲିଙ୍କ…
ଏବେ ହ୍ୱାଟସଆପ୍ ଜରିଆରେ ବି କରିପାରିବେ ଭାକସିନ୍ ସ୍ଲଟ୍ ବୁକିଂ, ଜାଣନ୍ତୁ ପୂରା ପ୍ରକ୍ରିିୟା
ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ୱାଟସଆପ୍ ଆଣିଲା ନୂଆ ଫିଚର୍ । ଯାହା ଦ୍ୱାରା ଆପଣ ମାନେ ସେଥିରେ କୋଭିଡ୍ ଟିକାକରଣ କେନ୍ଦ୍ରର ଠିକଣା ପାଇପାରିବେ ଏବଂ ସ୍ଲଟ୍ ବି ଖୁବ୍ ସହଜରେ ବୁକ୍ କରିପାରିବେ । ବର୍ତ୍ତମାନ ସରକାରଙ୍କ…
ଖୁସିଖବର: ୪ ସପ୍ତାହ ପରେ ପିଲାମାନଙ୍କୁ ଦିଆଯିବ ଜାଇଡସ୍ କାଡିଲା ଭାକସିନ୍
ନୂଆଦିଲ୍ଲୀ: କରୋନା ତୃତୀୟ ଲହରକୁ ନେଇ ଏବେ ଭୟ ଓ ଆଶଙ୍କା ଜାରି ରହିଛି । ଇତି ମଧ୍ୟରେ ଟିକାକରଣ ଉପରେ ଫୋକସ୍ କରାଯାଉଛି । ବିଶେଷଜ୍ଞ ମାନେ ତୃତୀୟ ଲହରରେ ପିଲାମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ମତ ପ୍ରକାଶ…
ମାଡି ଆସୁଛି ୩ୟ ଲହର! ଶିଶୁଙ୍କ ଉପରେ ଫୋକସ୍
ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ବିପଦ ସମ୍ପୂର୍ଣ୍ଣ ଶେଷ ହୋଇନି । ଆସନ୍ତା ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ଥିବା ବିଶେଷଜ୍ଞମାନେ କହିଛନ୍ତି । ଏହାରି ମଧ୍ୟରେ ୩ୟ…
ସୋନୁ ସୁଦଙ୍କୁ ତାଙ୍କ ଫ୍ୟାନ୍ ମାଗିଲେ ୧ କୋଟି ଟଙ୍କା, ଅଭିନେତା ଦେଲେ ମଜାଦାର୍ ଉତ୍ତର
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ୍ ଯିଏକି କୋଭିଡ୍ ସମୟରେ ଲୋକମାନଙ୍କ ପାଖରେ ଭଗବାନ ହୋଇ ଠିଆ ହୋଇଥିଲେ । ଘରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଆର୍ଥିକ ସହାୟତା ଯାଏଁ ସବୁ ପ୍ରକାରର ସାହାଯ୍ୟ କରିଥିଲେ ସୋନୁ । ତେଣୁ…
ମହିଳା ୟୁଟ୍ୟୁବରଙ୍କ ସହ ଅସଦାଚରଣ ମାମଲାରେ ଏଯାବତ୍ ଗିରଫ ହେଲେଣି ୧୨୬
ନୂଆଦିଲ୍ଲୀ: ପାକିସ୍ତାନରେ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ମୀନାର୍-ଏ-ପାକିସ୍ତାନରେ ଜଣେ ଯୁବତୀଙ୍କ ସହିତ କିଛି ଦୁର୍ବୁତ୍ତ ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ଏଯାବତ୍ ୧୨୬ ଜଣ ଗିରଫ ହେଲେଣି । ତେବେ ଏହି ଘଟଣା…
ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀ ମୃତ
ଛତିଶଗଡ଼: ଛତିଶଗଡ଼ରେ ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସୁକମା କହ୍ନାଇଗୁଡ଼ାରେ ପୋଲିସ-ମାଓବାଦୀଙ୍କ ଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟରରେ କୋଣ୍ଟା ଏରିଆ କମାଣ୍ଡର କୱାସି ହୁଙ୍ଗାର ମୃତ୍ୟୁ…
ଉଦ୍ଧବ ଠାକେରଙ୍କ ଉପରେ ବିବାଦୀୟ ବୟାନ ଦେଇ ଫସିଲେ କେନ୍ଦ୍ରମନ୍ତ୍ରୀ, ଗିରଫ କରିବାକୁ ନିର୍ଦ୍ଦେଶ ଦେଲା ପୋଲିସ
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ଯାହାକୁ ନେଇ ଏବେ ରାଜନୀତି ତୀବ୍ର ହେବାରେ ଲାଗିଛି ଓ ଶିବସେନା…
ନେଲ୍ ପଲିସ୍ ଲଗାଇଲେ ମହିଳାଙ୍କ ଆଙ୍ଗୁଠି କାଟିବ ତାଲିବାନ୍, ଜିନ୍ସ ପିନ୍ଧିଲେ…
କାବୁଲ: ଆଫଗାନିସ୍ତାନରୁ ପ୍ରତିଦିନ ତାଲିବାନର ଅତ୍ୟାଚାର ଖବର ସାମ୍ନାକୁ ଆସୁଛି । ନିଜକୁ ‘ପରିବର୍ତ୍ତନ’ କହୁଥିବା ତାଲିବାନ୍ ପୁରୁଣା ମାନସିକତାରେ ପୀଡିତ ଥିବା ବେଳେ ସେମାନେ ଆଫଗାନ ଲୋକଙ୍କୁ ହଇରାଣ କରୁଛନ୍ତି ।…
ରାଜ୍ୟରୁ ପୁଣି ୬୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଯେତେ ସଚେତନ ରହିଲେ ବି ରାଜ୍ୟରେ ମୃତ୍ୟୁସଂଖ୍ୟା କମିବାରେ ନାଁ ଧରୁନାହିଁ । ପ୍ରତିଦିନ ୬୦ ଉପରକୁ ଜୀବନ ନେଇଛୁ କରୋନା ମହାମାରୀ । ଲକଡାଉନ୍, ସଟଡାଉନ୍…