Browsing Category

Breaking News

ରାଜ୍ କୁନ୍ଦ୍ରାଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଏବେ ଇଡି କରିବ ଅଶ୍ଳୀଳ ଫିଲ୍ମ ରାକେଟ୍ ର ଯାଞ୍ଚ

ମୁମ୍ବାଇ: ଶିଳ୍ପପତି ରାଜ୍ କୁନ୍ଦ୍ରାଙ୍କ ସହ ଜଡ଼ିତ ଅଶ୍ଳୀଳ ଫିଲ୍ମ ରାକେଟ୍  ମାମଲାର ଯାଞ୍ଚ କରିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡି । ନିକଟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ହାତରେ ଏହି ଖବର ଲାଗିଛି ଅଶ୍ଳୀଳ ଫିଲ୍ମ…

ସେପ୍ଟେମ୍ବରରୁ ଆରମ୍ଭ ହେବ ପିଲାଙ୍କ ଟିକାକରଣ! ପଢ଼ନ୍ତୁ କଣ କହିଲେ ଏମ୍ସର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଗୁଲେରିୟା

ନୂଆଦିଲ୍ଳୀ: କୋଭିଡର ତୃତୀୟ ଲହରର ଆଶଙ୍କା ମଧ୍ୟରେ ଗୋଟିଏ ଆଶ୍ୱସ୍ତିର ଖବର ଆସିଛି । ଏଥିରେ ପିଲାମାନେ ଅଧିକ ପ୍ରଭାବିତ ହେବା ନେଇ ବିଶେଷଜ୍ଞ ମାନେ କହୁଥିବା ବେଳେ ଏବେ ପିଲାମାନଙ୍କ ଟିକାକରଣକୁ ନେଇ ଆଶ୍ୱସ୍ତ କରିବା…

ବଢ଼ୁଛି ଜଳସ୍ତର: ଆଉ ଘଣ୍ଟାଏ ଭିତରେ ଖୋଲିବ ହୀରାକୁଦ ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ବଙ୍ଗୋପସାଗ ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ…

ଅଗଷ୍ଟ ୧ରୁ ଲାଗୁ ହେବ ବେତନ, ପେନସନ୍ ଓ ଇଏମଆଇ ପେମେଣ୍ଟ୍ ର ନୂଆ ନିୟମ! ଆରବିଆଇ ଆଣିଲା ପରିବର୍ତ୍ତନ, ଜାଣନ୍ତୁ କଣ ରହିବ ସୁବିଧା

ନୂଆଦିଲ୍ଲୀ: ଏବେ ଠାରୁ ଆଉ ବେତନ, ପେନସନ୍ ଓ ଇଏମଆଇ ପେମେଣ୍ଟ ଭଳି ଜରୁରୀ କାର୍ଯ୍ୟ ପାଇଁ କାର୍ଯ୍ୟ ଦିବସକୁ ଆଉ ଅପେକ୍ଷା କରିବାକୁ ପଡ଼ିବନି । ଆରବିଆଇ ଏବେ ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରିଂ ହାଉସ୍ (ଏନଏସିଏଚ୍)…

ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନୁ, ଟୋକିଓ ଅଲିମ୍ପିକରେ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ମିଳିଛି । ଏହି ଗୌରବ ହାସଲ କରିଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ସେ ୪୯ କେଜି ବର୍ଗରେ ଏହି ସଫଳତା ପାଇଥିବା ଜଣାପଡ଼ିଛି । ୨୬ ବର୍ଷୀୟା ମୀରାବାଇ…

୨୦୨୨ ବିଧାନସଭା ନିର୍ବାଚନରେ ହରିଶ ରାୱତ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା!

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟର ମୁଖ୍ୟମାନେ ବର୍ତ୍ତମାନ ବଦଳିବାରେ ଲାଗିଛନ୍ତି । ତେବେ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଉତ୍ତରାଖଣ୍ଡ । ଏହି ରାଜ୍ୟରେ କମ୍ ସମୟ ମଧ୍ୟରେ…

ରାଜ୍ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ମାମଲା: ୧୨୧ଟି ଭିଡିଓ ଏତିକି ଡଲାରରେ ହୋଇଥାନ୍ତା ବିକ୍ରି, ହ୍ୱାଟସଆପ୍ ଚାଟ୍ ରୁ ହେଲା ଖୁଲାସା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣ କରି ଆପ୍ ଜରିଆରେ ତାକୁ ପ୍ରସାରିତ କରି ବ୍ୟବସାୟ କରୁଥିବା ରାଜ୍ କୁନ୍ଦ୍ରାଙ୍କୁ ଏବେ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ପୁଲିସ୍ ହେପାଜତରେ ରହିବାକୁ ପଡ଼ିବ । ଏନେଇ ପୁଲିସ୍ ଶୁକ୍ରବାର…

ସବୁଠାରୁ ମହଙ୍ଗା ଆଇସକ୍ରିମ୍, ଗୋଟିଏ ସ୍କୁପର ଦାମରେ କିଣିପାରିବେ ଆଇଫୋନ୍

ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କୁ ଆଇସକ୍ରିମ୍ ଅଧିକ ପସନ୍ଦ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ସୁନାରେ ସଜ୍ଜେଇ ହୋଇ ରହିଥିବା ଆଇସକ୍ରିମର ସ୍ୱାଦ କିପରି ଲାଗିବ? ଯଦି ନାଁ, ତେବେ ଜାଣିରଖନ୍ତୁ ଯେ ମାର୍କେଟରେ…

ସୌମ୍ୟଙ୍କ ମୃତ୍ୟୁ ଘଟଣାରେ କଣ କହିଲେ ରୋଷେୟା…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ରୋଷେୟା ଦେଇଥିବା ବୟାନ: ଜୁଲାଇ ୧୨ ତାରିଖ ସୋମବାର ପ୍ରାୟ ରାତି ସାଢ଼େ ୮ଟାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ରୋଷେଇ ଘରେ ରୋଷେଇ କରୁଥିଲେ ।…

ପାଉଁଶରୁ ତିଆରି ହେବ ଫୁଟପାଥ୍, ଜାଣନ୍ତୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ର ପକ୍ଷରୁ କଣ ମିଳିଛି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଥର୍ମାଲ ପାୱର୍ ପ୍ଲାଣ୍ଟରୁ ବାହାରୁଥିବା ପାଉଁଶର ବ୍ୟବହାର ଜାତୀୟ ରାଜପଥ ନିର୍ମାଣ କରାଯାଉଛି । ବର୍ତ୍ତମାନ ଏହି ପାଉଁଶରୁ ଟାଇଲ୍, ଇଟା ଓ ବ୍ଲକ୍ ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।…