fbpx

ପବିତ୍ର ଗଣେଷ ଚତୁର୍ଥୀରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୨ା୮(ଓଡ଼ିଶା ଭାସ୍କର): ପବିତ୍ର ଗଣେଶ ଚତୁର୍ଥୀରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜ୍ଞାନର ଦେବତା, ବିଘ୍ନନାଶନ ପ୍ରଭୁ ଶ୍ରୀ ଗଣେଶଙ୍କ କୃପା ଓ ଆଶୀର୍ବାଦରୁ କୋଭିଡ଼ ଭଳି ସଙ୍କଟ ଶୀଘ୍ର ଦୂର ହେଇଯାଉ । ଏହାସହ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.