fbpx
Browsing Category

Breaking News

ବିଜେଡିକୁ ନେଇ ଦାମଙ୍କ ବଡ ବୟାନ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ବରିଷ୍ଠ ନେତା ଦାମ ରାଉତ ପୁଣି ଏକ ବଡ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଦାମ କହିଛନ୍ତି ଯେ, 'ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇ ଆସିଛି । ଜୀବନରେ କେବେ ବି…

ସିଏଏ ଉପରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, ୪ ସପ୍ତାହରେ ଜବାବ ତଲବ

ନୂଆଦିଲ୍ଲୀ,୨୨ ।୧: ନାଗରିକତା ସଂଶୋଧନ ଆଇନ ବା ସିଏଏ ଓ ଏନପିଆର ଉପରେ ଏବେ ରୋକ୍ ଲାଗିବନି । ସିଏଏକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି । ୨ ମାସ ପାଇଁ ସ୍ଥଗିତାଦେଶ ଦେବାକୁ ଦାବି କରିଛନ୍ତି କପିଲ ସିକଲ ।…

ଶ୍ରମିକଙ୍କ ଉପରେ ମାଡିଗଲା କାର୍: ୨ ମୃତ, ୪ ଗୁରୁତର

ସୁନ୍ଦରଗଡ,୨୨ ।୧(ଓଡିଶା ଭାସ୍କର): ସୁନ୍ଦରଗଡ ରାଜଗାଙ୍ଗପୁର ରାମାବାହାଲରେ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଯାଇଛି । କାରକୁ ଧକ୍କା ଦେଇ ଶ୍ରମିକଙ୍କ ଉପରେ ଆଉ ଏକ କାର ମାଡିଯାଇଛି । ଏହି ଦୁର୍ଘଟଣାରେ ସ୍ଥାନୀୟ…

ସେକ୍ସ ରାକେଟ୍ ଘଟଣାରେ ଆଉ ୨ ଦଲାଲ ଗିରଫ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଭୁବନେଶ୍ୱରରୁ ୫ ବାଂଲାଦେଶୀ ଦେହଜୀବୀ ଗିରଫ ହେବା ଘଟଣାରେ ଆଜି ଆଉ ୨ଜଣ ଦଲାଲଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ରାଣୀ ମହୁମାଛିର ମ୍ୟାନେଜର ରାଜୁ ସହିତ ପ୍ରଶାନ୍ତ ପରିଡା ନାମକ…

ଟପ୍ ମାଓନେତା ପାପାରାଓ ମୃତ !

ମାଲକାନଗିରି,୨୨ ।୧(ଓଡିଶା ଭାସ୍କର): ଟପ୍ ମାଓନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ତେବେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିଲା ପାପାରାଓ…

କଟକରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍

କଟକ,୨୨ ।୧(ଓଡିଶା ଭାସ୍କର): ଆଜି ସକାଳୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ କଟକ ବଡ ମେଡିକାଲ ଗସ୍ତ କରିଥିଲେ । ପ୍ରସ୍ତାବିତ ଏସିବିର ଦ୍ୱିତୀୟ କ୍ୟାମ୍ପସ ଓ ମାରିଟାଇମ ମ୍ୟୁଜିୟମ ବୁଲି ଦେଖିଥିଲେ ପାଣ୍ଡିଆନ୍ । ୫ଟି…

ଗିରଫ ହେଲେ ସକିଲର ଆଉ ୨ସହଯୋଗୀ

କଟକ, ୨୧ା୧(ଓଡ଼ିଶା ଭାସ୍କର): କୁଖ୍ୟାତ ଅପରାଧୀ ସକିଲର ଆଉ ୨ସହଯୋଗୀ ଗିରଫ ହୋଇଥିବା ସୂଚନା ମିଳିଛି । ସେହି ଗିରଫଙ୍କ ମଧ୍ୟରେ ଜଣେ ନାବଳକ ଥିବା ଜଣାପଡ଼ିଛି । ଏହି ମାମଲାରେ ଗିରଫ ସଂଖ୍ୟା ୧୫କୁ ବୃଦ୍ଧି ହୋଇଛି ।…

ଆଇଏଏସ ବିଜୟ କେତନଙ୍କ ଆଉ ଜଣେ ସହଯୋଗୀ ଗିରଫ

କଟକ, ୨୧ା୧(ଓଡ଼ିଶା ଭାସ୍କର): ଲାଞ୍ଚ ନେଇଥିବା ଅଭିଯୋଗରେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ଗିରଫ ହୋଇଥିଲେ । ଏହି ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । କୃଷି ନିର୍ଦ୍ଦେଶାଳୟର ଏମଆଇଏସ ପୀତବାସ ପ୍ରଧାନଙ୍କୁ…