fbpx
Browsing Category

Breaking News

ହୋସଲା ବିଜେତାଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଜାତୀୟ ହୋସଲା ପ୍ରତିଯୋଗିତାରେ ସଫଳ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା କରାଯାଇଛି । ସେମାନଙ୍କୁ କଳିଙ୍ଗ ଷ୍ଟାଡ଼ିଅମରେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ମାର୍ଚ୍ଚ ୩୦କୁ ଘୁଞ୍ଚିଲା ବଂଶଧାରା ଶୁଣାଣି

ନୂଆଦିଲ୍ଲୀ, ୧୦ା୧: ବଂଶଧାରା ଟ୍ରିବ୍ୟୁନାଲରେ ଆନ୍ଧ୍ର-ଓଡ଼ିଶା ଜଳ ବିବାଦକୁ ନେଇ ମାମଲା ହୋଇଥିଲା । ସୁପ୍ରିମକୋର୍ଟରେ ଏହି ମାମଲା ବିଚାରଧୀନ ଥିବାରୁ ମାର୍ଚ୍ଚ ୩୦କୁ ଏହି ଶୁଣାଣି ଘୁଞ୍ଚିଛି । ସୁପ୍ରିମକୋର୍ଟରେ…

ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୨ ଯବାନ ସହିଦ

ଜମ୍ମୁ,୧୦ ।୧: ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ପାକିସ୍ତାନର ଗୁଳିମାଡରେ ୨ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଆଉ ୨ ଯବାନ ଗୁରୁତର ଆହତ ହୋଇଛନ୍ତି । ଘଟଣାଟି ପୁଞ୍ଛ…

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ନକ୍ସାରେ ତ୍ରୁଟି

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ଚିଠା ଡିଜାଇନକୁ ନେଇ ବୈଠକ ହୋଇଛି । ନକ୍ସାରେ ଥିବା ତ୍ରୁଟି ସଂଶୋଧନ ପାଇଁ ପ୍ରସ୍ତୁତକାରୀଙ୍କୁ ପରାମର୍ଶ ଦିଆଯାଇଛି । ବେଙ୍ଗଲୁରୁର ଏକ ସଂସ୍ଥା…

ମୁମ୍ବାଇର ୫ଷ୍ଟାର ହେଟେଲରେ ସେକ୍ସ ରାକେଟ ଚଳାଉଥିଲେ ଅରହାନଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୧୦ ।୧: ବିଗ ବସ୍ ପ୍ରତିଯୋଗୀ ଅରହାନ ଖାନଙ୍କ ପୂର୍ବ ପ୍ରେମିକା ଅମୃତା ଧନୋଆ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଗତ ଶୁକ୍ରବାର ଦିନ ଗୋରେଗାଁ ଇଷ୍ଟ ହୋଟେଲରୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ତାଙ୍କୁ…

ବାତିଲ ହେଲା ଗଜପତି ଉତ୍ସବ-୨୦୧୯

ଭୁବନେଶ୍ୱର, ୧୦ା୧(ଓଡ଼ିଶା ଭାସ୍କର): ଆଜିଠୁ ଆରମ୍ଭ ହେବାକୁ ଥିବା ଗଜପତି ଉତ୍ସବ-୨୦୧୯ ବାତିଲ ହୋଇଥିବା ସୂଚନା ମିଳିଛି । ପାରଳା ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଶାସନ ଏହିପରି ନିଷ୍ପତ୍ତି ନେଇଛି । ଆଜି…

କୋରାପୁଟ ଡିଇଓ ପ୍ରମୋଦଙ୍କୁ ଗିରଫ

କଟକ,୧୦ ।୧(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ବା ଡିଇଓ ପ୍ରମୋଦ ପଣ୍ଡା ଆଜି କଟକରୁ ଗିରଫ ହୋଇଛନ୍ତି । କୋରାପୁଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଡିଇଓଙ୍କୁ ଗିରଫ କରିଛି । ତେବେ ଡିଇଓଙ୍କ ବାସଭବନରେ…

ଘୁଞ୍ଚିଲା ପଳାତକ ମାଲ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୦ ।୧: ସୁପ୍ରିମକୋର୍ଟରେ ଘୁଞ୍ଚିଲାପଳାତକ ବିଜୟ ମାଲ୍ୟା ମାମଲାର ଶୁଣାଣି । ସମ୍ପର୍କୀୟମାନଙ୍କ ସମ୍ପତ୍ତି ଜବତ ନକରିବାକୁ ମାଲ୍ୟା ଆବେଦନ କରିଥିଲେ । ମାଲ୍ୟାଙ୍କ ବିରୋଧରେ ଇଡିର ମାମଲା ନେଇ ନିର୍ଦ୍ଦେଶ…

୨୨ରେ ହେବ ସିଏଏ ଶୁଣାଣି

ନୂଆଦିଲ୍ଲୀ,୧୦ ।୧: ଜାନୁଆରୀ ୨୨ରେ ନାଗରିକତା ସଂଶୋଧନ ଆଇନ ବା ସିଏଏ ସମ୍ପର୍କିତ ସବୁ ମାମଲାର ଶୁଣାଣି ହେବ । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଦେଶର ସବୁ ସିଏଏ ମାମଲା…

ଚନ୍ଦ୍ରଗ୍ରହଣ ସମୟରେ ଭୁଲରେ କରନ୍ତୁ ନାହିଁ ଏହି କାମ

ଦେବାଭିଷେକ ପୂର୍ଣ୍ଣିମାରେ ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଆଜି ରାତି ୧୦ଟା ୩୭ମିନିଟରୁ ଆରମ୍ଭ ହୋଇ ୨ଟା ୪୨ ପର୍ଯ୍ୟନ୍ତ ରହିବ ଏହି ଚନ୍ଦ୍ରଗ୍ରହଣ । ଏହା ପୂର୍ଣ୍ଣଗ୍ରହଣ ନହୋଇ ଉପଛାୟା…