fbpx
Browsing Category

Breaking News

ବାରିପଦା ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ଆଜି ବାରିପଦା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଡ଼ା ସୁରକ୍ଷା ମଧ୍ୟରେ ସେ ବିମାନ ବନ୍ଦରକୁ ଯାଇଛନ୍ତି । ବାରିପଦାରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ…

ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖାଦେଇଛି । କଟକ, ଭୁବନେଶ୍ୱର, ପୁରୀ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ବ୍ରହ୍ମପୁର, ଜୟପୁର, ଯାଜପୁରରେ ବନ୍ଦର ପ୍ରଭାବ…

ଇରାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ଇରାନ, ୮ା୧: ଇରାନରେ ବଡ଼ ଦୁର୍ଘଟଣା ହୋଇଛି । ଇରାନର ତେହରାନଠାରେ ଏକ ଯାତ୍ରୀବାହି ବିମାନ ଦୁର୍ଘଟଣା ହୋଇଛି । ୟୁକ୍ରେନର ବିମାନ ଖସି ପଡ଼ିଥିବା ସୂଚନା ମିଳିଛି । ସେହି ବିମାନରେ ୧୮୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି ।…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦, ୭ ୱିକେଟରେ ଜିତିଲା ଭାରତ

ଇନ୍ଦୋର, ୭ ।୧: ତିନି ମ୍ୟାଚ ବିଶିଷ୍ଟ ସିରିଜରୁ ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା । ମଙ୍ଗଳବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଭାରତ ୭ ୱିକେଟରେ ବିଜୟ ଲାଭ କରିଛି । ତେବେ ୩ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ଆଗରେ ୧୪୩ ରନ୍ ଟାର୍ଗେଟ

ଇନ୍ଦୋର,୭ା୧: ଇନ୍ଦୋରରେ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇଛି । ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବା ନେଇ ନିଷ୍ପତ୍ତି ନେଇଥିଲା । ବର୍ତ୍ତମାନ ଭାରତ ଆଗରେ ୧୪୩ ରନର ଟାର୍ଗେଟ ରଖିଛି…

ଆଇଏଏସ ବିଜୟ କେତନଙ୍କ ଲାଞ୍ଚ ମାମଲାରେ ଭିଜିଲାନ୍ସ ପାଇଲା ଯଥେଷ୍ଟ ପ୍ରମାଣ

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଆଜି ସେ ୧ଲକ୍ଷ ଟଙ୍କା ଲାଞ୍ଚ ନେବା…

ସମସ୍ତ ବିଭାଗକୁ ଗୃହ ବିଭାଗର ଚିଠି

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ୨୪ଘଣ୍ଟା ଭାରତ ବନ୍ଦ ରହିବ । ଭାରତ ବନ୍ଦକୁ ନେଇ ବିଭିନ୍ନ ବିଭାଗକୁ ଗୃହ ବିଭାଗ ଚିଠି ଲେଖିଛି । ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନକୁ ଚିଠି ଲେଖାଯାଇଛି ।…

ମଦ, ମାଂସମୁକ୍ତ ହେଉ ବଡ଼ଦାଣ୍ଡ: ବିରୋଧୀ ଦଳ ନେତା

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଚିଠି ଲେଖିଛନ୍ତି । ସେ ବଡ଼ଦାଣ୍ଡକୁ ମଦ ଓ ମାଂସମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଚିଠିରେ ଦର୍ଶାଇଛନ୍ତି…

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ, ବୋଲିଂ କରିବ ଭାରତ

ଇନ୍ଦୋର, ୭ା୧: ଇନ୍ଦୋରରେ ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ଫିଲ୍ଡିଂ କରିବା ନେଇ ନିଷ୍ପତ୍ତି ନେଇଛି । ଉଲ୍ଲେଖଯୋଗ୍ୟ ଯେ ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ ବାତିଲ…