fbpx
Browsing Category

Breaking News

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା

ପୁରୀ, ୨ା୬(ଓଡ଼ିଶା ଭାସ୍କର): ପୁରୀ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଲାଗୁ ହେବ ୧୪୪ଧାରା । ୪ତାରିଖ ରାତି ୧୦ଟାରୁ ୬ ତାରିଖ ଦିନ ୨ଟା ଯାଏଁ ୧୪୪ଧାରା ଲାଗୁ ହେବ । ମାର୍କେଟ ଛକଠାରୁ କାକୁଡ଼ି ଖାଇ ଛକ ଯାଏଁ ଲାଗୁ ହେବ ।…

ନମ୍ବର ୱାନରେ ନବୀନ: ସର୍ଭେ ରିପୋର୍ଟ

ଭୁବନେଶ୍ୱର, ୨ା୬(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ଲୋକପ୍ରିୟତା ନେଇ ସି-ଭୋଟର ଓ ଆଇଏଏନଏସ ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର…

କରୋନା ସଙ୍କଟ ମଧ୍ୟରେ ଆସାମରେ ଭୂ-ସ୍ଖଳନ, ଅତି କମରେ ୨୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲ,୨ ।୬: କରୋନା ସଙ୍କଟ ମଧ୍ୟରେ ଆସାମରେ ଅନେକ ଅଞ୍ଚଳରେ ଭୂ-ସ୍ଖଳନ ଘଟିଛି । ଏଥିରେ ଅତି କମରେ ୨୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ…

ବିନା ଆଧାର କାର୍ଡରେ ଚୁଟି କାଟିବା ମନା

ଏଣିକି ସେଲୁନ୍ ଗଲେ ଦେଖାଇବାକୁ ପଡିବ ଆଧାର କାର୍ଡ । ବିନା ଆଧାର କାର୍ଡରେ ଚୁଟି କାଟିବା ମନା । ଏଭଳି ନିୟମ ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜୁନ୍ ୧ରୁ ତାମିଲନାଡୁରେ ସେଲୁନ୍ ଓ ପାର୍ଲର ଖୋଲିବାକୁ…

ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା, ୮ ଜିଲ୍ଳାକୁ ଆଲର୍ଟ

ଭୁବନେଶ୍ୱର, ୨ା୬(ଓଡ଼ିଶା ଭାସ୍କର): ପଙ୍ଗପାଳ ମୁକାବିଲା ନେଇ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକ ପରେ ସ୍ୱତନ୍ତ୍ର ସଚିବ ଏସ.କେ ବଶିଷ୍ଠ ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଓଡ଼ିଶା…

କରୋନା ସଙ୍କଟ ମଧ୍ୟରେ ଏହି ଦେଶରେ ବ୍ୟାପୁଛି ଆଉ ଏକ ମହାମାରୀ, ୪ ମଲେଣି

କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହାହାକାର ସୃଷ୍ଟି ହୋଇଥିବା ବେଳେ ଆଉ ଏକ ଭୟଙ୍କର ମହାମାରୀ ବ୍ୟାପିବାରେ ଲାଗିଛି । କଙ୍ଗୋ ଦେଶରେ ଏହି ମହାମାରୀ ବ୍ୟାପୁଥିବା ବେଳେ ଏଥିରେ ପ୍ରାୟ ୪ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି…