Browsing Category
Breaking News
ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କୁ ହତ୍ୟାକାଣ୍ଡ ଘଟଣା: ୧୫ ଦିନ ପରେ ବି ପୋଲିସ୍ ହାତ ଖାଲି
ନିମାପଡା (ଭାସ୍କର ନ୍ୟୁଜ୍): ନିମାପଡା ପ୍ରେମବ୍ୟାପାରକୁ କେନ୍ଦ୍ର କରି ଜଣେ ଯୁବକକୁ ହତ୍ୟା କରାଯାଇଥିବା ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିବାରେ ବିଳମ୍ବକୁ ନେଇ ହତ୍ୟାର ଶୀକାର ହୋଇଥିବା…
କୁଆଖାଇ ନଦୀପଠାରୁ ମୃତଦେହ ମିଳିବା ଘଟଣା: ମୃତକଙ୍କ ସୂଚନା ପାଇଁ ପୋଲିସ୍ ମାରିଲା ପୋଷ୍ଟର, ଚିହ୍ନଟ କଲେ ମିଳିବ ପୁରସ୍କାର
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କୁଆଖାଇ ନଦୀ ପଠାରୁ ମିଳିଥିବା ମୃତଦେହର ପରିଚୟ ପାଇବା ପାଇଁ ପୋଷ୍ଟର ଜାରି କରିଛି କମିଶନରେଟ ପୋଲିସ ।
ଜାରି ହୋଇଥିବା ପୋଷ୍ଟରରେ ପୋଲିସ…
୨୮ରେ ଆଉ ଏକ ଲଘୁଚାପ, ଆଗାମୀ ୫ଦିନ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆସନ୍ତା ୨୮ ତାରିଖ ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ ୫ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି ।…
ଆଜିଠୁ ରାଷ୍ଟ୍ରପତିଙ୍କ ୪ଦିନିଆ ଜମ୍ମୁ-କଶ୍ମୀର ଗସ୍ତ, କାର୍ଗିଲ ବିଜୟ ଦିବସ କାର୍ଯ୍ୟକ୍ରମରେ ହେବ ସାମିଲ୍
ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍):ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାରଠାରୁ ଜାମ୍ମୁ-କାଶ୍ମୀର ଓ ଲଦାଖ ୪ ଦିନିଆ ଗସ୍ତରେ ଯିବେ । ଏହି ଅବସରରେ ରାଷ୍ଟ୍ରପତି କାରଗିଲ୍ ବିଜୟ ଦିବସ ଓ କାଶ୍ମୀର ବିଶ୍ୱବିଦ୍ୟାଳୟର…
ଲୁଚିକି ମଜା ଦେଖୁଛି ସାଇକୋ ବୟଫ୍ରେଣ୍ଡ୍, ମୋହିତ-ସୋନାଲିଙ୍କୁ କନ୍ଦାଇ ସାରିଲାଣି
ଭୁବନେଶ୍ଵର(ଓଡ଼ିଶା ଭାସ୍କର): ପର୍ଭଟ ପ୍ରେମିକର ପ୍ୟାସନ୍ ବାହାଘର ପୂର୍ବରୁ ବି ଥିଲା; ଆଉ ପ୍ରେମିକା ବାହାଘର ପରେ ବି ତାକୁ ଶାନ୍ତିରେ ବଞ୍ଚିବାକୁ ଦେଉନି , ଏହି ପୋଜେସିଭ ପ୍ରେମିକ । ଟାଟୁ ଗାର୍ଲ୍ ନାଁ ରେ ଦୁର୍ନାମ…
ପୁଲିସ୍ ଛାଉଣିରେ ଗ୍ୟାଙ୍ଗଷ୍ଟରର ଗାଁ
କଟକ: କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍ ର ମୃତ୍ୟୁ ପରେ ତାର ଗାଁକୁ ପୁଲିସ୍ ଛାଉଣି କରାଯାଇଛି । ପୁଲିସ୍ ର କଡ଼ା ପହରା ଭିତରେ ଏବେ ତାର ଗାଁ ରହିଛି । ଯେପରି କୌଣସି ଉତ୍ତେଜନା ହେବ ନାହିଁ ସେନେଇ ପୁଲିସ୍ ସଚେତନ ରହିଛି…
ପଡ଼ୋଶୀ ଦେଶକୁ ସହାୟତାର ହାତ ବଢ଼ାଇଲା ଭାରତ, ଅକ୍ସିଜେନ୍ ଏକ୍ସପ୍ରେସ୍ ଜରିଆରେ ପଠାଇଲା ୨୦୦ ଟନ୍ ମେଡିକାଲ୍ ଅକ୍ସିଜେନ୍
ନୂଆଦିଲ୍ଲୀ: ଭାରତ ବଢ଼ାଇଲା ପଡ଼ୋଶୀ ଦେଶକୁ ସହାୟତାର ହାତ । କରୋନା ମହାମାରୀ ଭଳି ଘଡିସନ୍ଧି ମୁହୁର୍ତ୍ତରେ ପଡ଼ୋଶୀ ଦେଶ ବାଂଲାଦେଶକୁ ସହାୟତାର ହାତ ବଢ଼ାଇଛି ଭାରତ । ଏହି ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଅକ୍ସିଜେନ୍…
ଏନକାଉଣ୍ଟରରେ କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍ ମୃତ
କଟକ: ଆଖି ବୁଜିଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍ । ଆଜି ହାଇଦର୍ କୁ ଚୌଦ୍ୱାରରୁ ବାରିପଦା ଜେଲ୍ କୁ ନିଆଯାଉଥିବା ବେଳେ ଏନକାଉଣ୍ଟର୍ ହୋଇଥିଲା । ଏନେଇ ପୁଲିସ୍ ସୂଚନା ଦେଇଛି । ଏନକାଉଣ୍ଟର ପରେ ଚିକିତ୍ସା ପାଇଁ…
ଗୁଜରାଟ ଏଲପିଜି ସିଲିଣ୍ଡର୍ ବ୍ଲାଷ୍ଟ: ୪ ପିଲାଙ୍କ ସମେତ ୯ଜଣଙ୍କ ମୃତ
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ସହରରେ ଏଲପିଜି ସିଲିଣ୍ଡର୍ ବ୍ଲାଷ୍ଟ୍ ହେବା ଫଳରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ୟାସ୍ ଲିକ୍ ପରେ ସିଲିଣ୍ଡର୍ ବ୍ଲାଷ୍ଟ୍ ହେବା କାରଣରୁ ୯ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ୪ ଜଣ…
ସ୍ତ୍ରୀକୁ ପ୍ରେମିକ ହାତକୁ ଟେକିଦେଲା ସ୍ୱାମୀ, ବିବାହକୁ ମାତ୍ର ହୋଇଥିଲା ୧୭ ଦିନ; ଏପରି କରିବା ପରେ ଚୁକ୍ତିପତ୍ରରେ ଲେଖିଲେ ଏହିକଥା
ରାଞ୍ଚି: ବିବାହ ବିଚ୍ଛେଦ ହେଉ କିମ୍ବା କଳହ ସବୁକିଛି କୌଣସି ନା କୌଣସି କାରଣ ପାଇଁ ହୋଇଥାଏ । ପ୍ରେମ ପ୍ରଣୟରେ ବେଳେ ବେଳେ କିଛି ଏଭଳି ଘଟଣା ଦେଖିବାକୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଏ । ଏଭଳି ଏକ ଘଟଣା…