Browsing Category

Breaking News

ଦୁଇ ମିନିଟରେ ଯୁବକ ଖାଇଦେଲେ ଅଢ଼େଇ କେଜି ଲଙ୍କା

ବେଜିଂ, ୨୭ା୨: ଆଜିକାଲି ଦୁନିଆରେ ସମସ୍ତେ କିଛି ଭିନ୍ନ କରି ଦେଖାଇବାର ପ୍ରୟାସରେ ରହିଥାନ୍ତି । ସେହିପରି ପ୍ରସିଦ୍ଧି ଲାଭ କରିବା ପାଇଁ ବେଜିଂର ଜଣେ ଯୁବକ ମାତ୍ର ଦୁଇ ମିନିଟ ମଧ୍ୟରେ ଅଢ଼େଇ କିଲୋ ଲଙ୍କା ଖାଇ…

୩୦୦ ସ୍କୁଲ ଛାତ୍ରୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ଆବୁଜା, ୨୭ା୨: ନାଇଜେରିଆରେ ୩୦୦ ଜଣ ସ୍କୁଲ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଛନ୍ତି । ଏକ ବିଦ୍ୟାଳୟରେ ଏକ ବଡ଼ ବନ୍ଧୁକଧାରୀ ଗ୍ୟାଙ୍ଗ ଚଢ଼ାଉ କରି ଏହି କାଣ୍ଡ ଘଟାଇଛନ୍ତି । ତେବେ ସେନାର ହସ୍ତକ୍ଷେପକୁ…

ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଲୁଟ୍

ବାଲିଗୁଡ଼ା, ୨୭ା୨ (ଓଡିଶା ଭାସ୍କର): କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡ଼ାର ଦୁଇଟି ମନ୍ଦିରରୁ ଲୁଟ୍ ହୋଇଛି । ବାଲିଗୁଡ଼ାର ଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍ କରିଥିବା ବେଳେ ଦକ୍ଷିଣକାଳୀ…

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା ଘର, ୪ ବାଇକ୍

ବ୍ରହ୍ମପୁର, ୨୭ା୨ (ଓଡିଶା ଭାସ୍କର): ବ୍ରହ୍ମପୁରରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ବ୍ରହ୍ମପୁର ଉପକଣ୍ଠ ସାତକୁଟୁଣି ପଞ୍ଚାୟତର ଝାଡ଼ାଙ୍କୁଲି ଗାଁରେ ଏହି ଅଗ୍ନିକାଣ୍ଡ ଘଟିଛି ।…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୨୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୨୭ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୫ ଲକ୍ଷ ୨୮ ହଜାର ୧୦୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୩୯ ଲକ୍ଷ ୬୧ ହଜାର ୫୫୧କୁ…

ହୃଦରୋଗର ଏହି ଗମ୍ଭୀର କାରଣ ବିଷୟରେ ଅନେକଙ୍କୁ ଜଣା ନଥାଏ

ହୃଦରୋଗ ହେଉଛି ବର୍ତ୍ତମାନ ସମୟର ଏକ ମୁଖ୍ୟ ସମସ୍ୟା । ଅତ୍ୟଧିକ ଧୂମ୍ରପାନ କରିବା, ନିୟମିତ ବ୍ୟାୟାମ ନ କରିବା, ଅସ୍ୱାସ୍ଥ୍ୟକର ଖାଦ୍ୟ ସେବନ କରିବା ଆଦି ହେଉଛି ହୃଦରୋଗର ମୁଖ୍ୟ କାରଣ । ଏହି କାରଣଗୁଡ଼ିକ ବ୍ୟତୀତ…

ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର, ଆଜି ୪୦ ଡିଗ୍ରୀ ପାର୍

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢି ଚାଲିଛି । ଲଗାତାର ଭାବେ ରାଜ୍ୟରେ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଆଜି ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ଭୁବନେଶ୍ୱର…

ମାର୍ଚ୍ଚ ୧ରୁ ବଦଳିଲା ସ୍କୁଲ ସମୟ, ଜାଣନ୍ତୁ ଟାଇମ୍ ?

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସ୍କୁଲ ଟାଇମ୍ । ସାରା ରାଜ୍ୟରେ ମାର୍ଚ୍ଚ ୧ରୁ ବଦଳିଯିବ ସ୍କୁଲ ସମୟ । ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଯାଏଁ ସ୍କୁଲ…

ଏଣିକି ଘରୋଇ ମେଡିକାଲରେ ଟିକାକରଣ

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ଏଣିକି ରାଜ୍ୟର ଘରୋଇ ମେଡିକାଲରେ ଦିଆଯିବ କରୋନା ଟିକା । କରୋନା ଟିକାକରଣ ପାଇଁ ୧୮୩ ଘରୋଇ ହସ୍ପିଟାଲକୁ ଅନୁମତି ମିଳିଛି । ବିଏସକେୱାଇରେ ପଞ୍ଜୀକୃତ ହୋଇଥିବା ମେଡିକାଲରେ ଟିକାକରଣ…

ନିର୍ବାଚନ ପାଇଁ ତାରିଖ ଘୋଷଣା: ମେ’ ୨ରେ ରେଜଲ୍ଟ

ନୂଆଦିଲ୍ଲୀ, ୨୬ ।୨: ୪ ରାଜ୍ୟ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା । ୧ କେନ୍ଦ୍ର ଶାସିତ ଓ ୪ ରାଜ୍ୟ…