Browsing Category
Breaking News
କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗିଲା ଅଙ୍କୁଶ, ପ୍ରୋତ୍ସାହନ କଲେ ଜେଲ୍
ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ବିଧାନସଭାରେ ଅତିଆବଶ୍ୟକ ସେବା ସଂଶୋଧନ ବିଲ୍ ପାରିତ ହୋଇଛି । ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ମିଳିବ ଜେଲଦଣ୍ଡ । ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ…
ଭୁବନେଶ୍ୱରରୁ ଆଜି ପୁଣି ୩୭ ପଜିଟିଭ, ୫୩ ସୁସ୍ଥ
ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଆଜି ରାଜଧାନୀରୁ ମାତ୍ର ୩୭ କରୋନା…
ଅଧିକ ଘନୀଭୂତ ହେଉଛି ଅବପାତ, ଜାଣନ୍ତୁ ଓଡିଶା ଉପରେ କିପରି ରହିବ ପ୍ରଭାବ?
ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ୨୪ ଘଣ୍ଟାରେ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ଅବପାତ । ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବା ପରେ ଉତ୍ତରପୂର୍ବ ଆଡକୁ ଗତି କରିବ । ଏହା ପରେ ପୁଡୁଚେରି ଉପକୂଳ କରାଇକାଲ ଓ…
କମେଡିଆନ ଭାରତୀ ଓ ହର୍ଷଙ୍କୁ ମିଳିଲା ଜାମିନ
ମୁମ୍ବାଇ,୨୩ ।୧୧: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡିଆନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷଙ୍କୁ ଜାମିନ ମିଳିଛି । ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ ମିଳିଛି । ଉଭୟଙ୍କୁ ଜାମିନ ପ୍ରଦାନ…
ସ୍କୁଲ ଫି ହ୍ରାସ ମାମଲାରେ ସରକାରଙ୍କୁ ଜବାବ ତଲବ
ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ଓଡିଶା ହାଇକୋର୍ଟରେ ସ୍କୁଲ ଫି ହ୍ରାସ ମାମଲା । ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି କମାଇ ହେବ, ତାହା…
ଓଡିଶା ଆସିବେ ଜେ.ପି ନଡ୍ଡା
ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର):ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡିଶା ଆସିପାରନ୍ତି । ଡିସେମ୍ବର କିମ୍ବା ଜାନୁଆରୀରେ ଜେ ପି ନଡ୍ଡା ଓଡିଶା ଆସିବା ନେଇ ସୂଚନା ମିଳିଛି । ବିଜେପି ସାଧାରଣ ସମ୍ପାଦକ…
ରାଜ୍ୟର ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି
ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜ୍ୟର ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ୯୩୯ ବରିଷ୍ଠ SES ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି । ବାଲେଶ୍ୱରରେ ସର୍ବାଧିକ ୧୨୩ଟି ସ୍କୁଲରେ…
ରାଜ୍ୟରେ ସାଢେ ୮ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୀମାଭୁକ୍ତ
ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜ୍ୟରେ ୮ଲକ୍ଷ ୬୪ହଜାର ୪୯୯ ହାଇସ୍କୁଲ ଛାତ୍ରଛାତ୍ରୀ ବୀମାଭୁକ୍ତ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ବୀମାଭୁକ୍ତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମୋଟ ୨୧ଲକ୍ଷ ୨୮ହଜାର ୨୪୬…
ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ
ଛତିଶଗଡ,୨୩ ।୧୧ : ଛତିଶଗଡ କାଙ୍କେର ଜିଲ୍ଲା ରାୱାଘାଟ ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ଯବାନ ଓ ନକ୍ସଲ । ଏନକାଉଣ୍ଟରରେ ୩ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ମିଳିଛି । ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା…
ନିଜ ଝିଅ ଦେହରେ ନିଆଁ ଲଗାଇଦେଲା ବାପା
ବଲାଙ୍ଗିର,୨୩ ।୧୧(ଓଡିଶା ଭାସ୍କର) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ନାବାଳିକା ଝିଅକୁ ବାପା ଜାଳିଦେଇଥିବା ଅଭିଯୋଗ ହୋଇଛି । କିରୋସିନି ପକାଇ ପୋଡ଼ି…