CHARIDHAM
Browsing Category

Breaking News

କରୋନା କବଳରେ ଦୁଇ ଦିନର ଶିଶୁ

ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର) : ଦେଶବ୍ୟାପୀ କରୋନା ଦ୍ୱିତୀୟ ଲହରରେ ସଂକମ୍ରଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଆଉ ଏହି ଦ୍ୱିତୀୟ ଲହରରେ ନୁଆ ଭ୍ୟାରିଏଣ୍ଟ ବି.୧.୧.୭ ଏବଂ ବି.୧.୬୧୭ ଛୋଟ ଛୋଟ ମାନଙ୍କୁ ଖୁବ୍…

ଏସସିବିରେ ବଢ଼ିଲା କୋଭିଡ୍ ବେଡ୍ ସଂଖ୍ୟା

କଟକ, ୨୩ା୪ (ଓଡିଶା ଭାସ୍କର) : ଏସସିବି ମେଡିକାଲରେ କୋଭିଡ୍ ବେଡ୍ ସଂଖ୍ୟା ୫୦୦ ରେ ପହଞ୍ଚିଛି । ଏହା ପୁର୍ବରୁ ସେଠାରେ ବେଡ୍ ସଂଖ୍ୟା ୩୧୫ ଥିବା ବେଳେ ବର୍ତ୍ତମାନ ଏହା ୫୦୦ ହୋଇଯାଇଛି । ହସ୍ପିଟାଲର ନୁଆ ମେଡିସିନ୍…

୨ ମାସ ମାଗଣାରେ ମିଳିବ ରାସନ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୨୩ ।୪ (ଓଡିଶା ଭାସ୍କର) :  ମାଗଣାରେ ମିଳିବ ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନୁସାରେ ୨ ମାସ ଦେଶର ଜନତାଙ୍କୁ ମାଗଣା ରାସନ ଦିଆଯିବ । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି ।…

ଦେଶରେ ଆଉ ଏକ କରୋନା ବିରୋଧୀ ଔଷଧକୁ ମିଳିଲା ମଂଜୁରୀ

ନୂଆଦିଲ୍ଲୀ, ୨୩ା୪ (ଓଡିଶା ଭାସ୍କର) : ଦେଶରେ ଆଜି ଆଉ ଏକ ବିଦେଶୀ ଔଷଧକୁ ମଂଜୁରୀ ପ୍ରଦାନ କରିଛନ୍ତି ଡିସିଜିଆଇ । କରୋନା ସମୟରେ ବିଭିନ୍ନ ରାଜ୍ୟରେ ଔଷଧର ଅଭାବ ଦେଖାଦେଇଥିବାରୁ ଆଉ ଏକ ଔଷଧକୁ ମଂଜୁରୀ ମିଳିଛି ।…

ପ୍ରଥମ ଥର ସଲମାନ ଅନସ୍କ୍ରିନ୍ କଲେ ଏପରି କାମ, ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ, ୨୩ା୪ (ଓଡିଶା ଭାସ୍କର) : ବଲିଉଡର ଭାଇଜାନ୍ ସଲମାନ ଖାନଙ୍କ ଫିଲ୍ମ "ରାଧେ"ର ଟ୍ରେଲର୍ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ତେଣୁ ଏବେ ସେ ଫିଲ୍ମ ପ୍ରମୋସନକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ହେଲେ କରୋନା…

ଗ୍ରୀନ ଲେଡି ରାନି: ଦୁଇବର୍ଷ ମଧ୍ୟରେ ଲଗାଇଲେଣି ୪୦୦୦ ଗଛ

ଜାମ୍ମୁ, ୨୩ା୪ (ଓଡିଶା ଭାସ୍କର) : ଜଙ୍ଗଲରେ ଗଛ ଅଭାବରୁ ପରିବେଶର ସୁନ୍ଦରତା ଲୋପ ପାଇବାକୁ ବସିଲାଣି । ଶିଳ୍ପ ସଂସ୍ଥାନ ଏବଂ ବଡ ବଡ ଅଟ୍ଟାଳିକା ତିଆରି କରିବାକୁ ଯାଇ ଲୋକେ ଗଛକୁ କାଟି ଜଙ୍ଗଲ ଖାଲି କରିବାକୁ ବସିଲେଣି…

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା RI

କର୍ଲାମୁଣ୍ଡା, ୨୩ା୪ (ଓଡିଶା ଭାସ୍କର): ଭିଜିଲାନ୍ସରେ ଫଶିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) । କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କର୍ଲାମୁଣ୍ଡାର ଆରଆଇ ରମେଶ ବରାଳ ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି । ସୂଚନା…

ପୁତ୍ର ସାଜିଲା ନର ରାକ୍ଷସ: ମା’ଙ୍କୁ ହତ୍ୟା କରି କୁକୁରକୁ ଖୁଆଇବା ସହ ନିଜେ ଖାଇଲା ମାଂସ

ମାଟ୍ରିଦ, ୨୩ା୪: ସ୍ପେନରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଜଣେ ଯୁବକ ନରରାକ୍ଷସ ସାଜି ନିଜ ମା’ଙ୍କୁ ହତ୍ୟା କରି ମାଂସ ଟୁକୁଡ଼ାକୁ କୁକୁରକୁ ଖୁଆଇବା ସହ ନିଜେ ଭକ୍ଷଣ କରିଛି । ତେବେ ଏହି ଘଟଣାରେ ପୋଲିସ ଉକ୍ତ ଯୁବକକୁ…

ଗଙ୍ଗା ନଦୀକୁ ଜିପ୍ ଓଲଟିବା ଫଳରେ ୯ ଜଣଙ୍କର ମୃତ୍ୟୁ

ବିହାର ୨୩ ।୪ (ଓଡିଶା ଭାସ୍କର) : ଭାରସାମ୍ୟ ହରାଇ ଗଙ୍ଗା ନଦୀକୁ ଓଲଟି ପଡିଲା ଜିପ୍ । ଏଥିରେ ୯ ଜଣ ମୃତ୍ୟୁ ବରଣ କରିଥିବା ବାକି ଲୋକଙ୍କର ପତ୍ତା ମିଳୁନଥିବା ସୂଚନା ରହିଛି । ବିହାର ରାଜଧାନୀ ପାଟନାରେ ଥିବା ପିପା…

ସପ୍ତାହନ୍ତା ସଟଡାଉନରେ ମିଳିବ ଘଣ୍ଟାଏ କୋହଳ

ଭୁବନେଶ୍ୱର ୨୩ ।୪ (ଓଡିଶା ଭାସ୍କର) : ଅସନ୍ତା କଲିଠାରୁ ଆରମ୍ଭ ହେଉଛି ସପ୍ତାହନ୍ତା ସଟଡାଉନ୍ । ଶନିବାର ଓ ରବିବାର ସମସ୍ତ ସହର ସଟଡାଉନ୍ । ଏହି ଦୁଇ ଦିନ ମିଳିବ ଘଣ୍ଟାଏ ଲେଖାଏଁ କୋହଳ । ସକାଳ ୫ ଟାରୁ ୬ଟା ଘଣ୍ଟାଏ…