Browsing Category

Breaking News

ବ୍ରିଟେନର ନୂଆ ଷ୍ଟ୍ରେନ୍: ଓଡିଶାରେ ୭ ଚିହ୍ନଟ

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବ୍ରିଟେନରୁ ୧୮୮ ଜଣ ଓଡିଶା ଫେରିଛନ୍ତି ।…

କମିଛି ଶୀତ: ୧୦ ଡିଗ୍ରୀ ତଳେ ରାଜ୍ୟର ୨ ସହର

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ପୂର୍ବ ଅପେକ୍ଷା ସାମାନ୍ୟ କମିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୨ଟି ସହରର ତାପମାତ୍ରା । ଫୁଲବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ ୯.୫ ଡିଗ୍ରୀ…

ଦେଶରେ ୟୁକେ ଭାଇରସ୍ ପଜିଟିଭ୍ ସଂଖ୍ୟା ୨୫କୁ ବୃଦ୍ଧି: ଆଜି ପୁଣି ୫ ଚିହ୍ନଟ

ନୂଆଦିଲ୍ଲୀ,୩୧ ।୧୨: ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ଭାରତରେ ଦେଖିବାକୁ ମିଳୁଛି । ଦେଶରେ ଆଉ ୫ ଜଣଙ୍କରଠାରେ ୟୁକେ ଭାଇରସ୍ ଚିହ୍ନଟ ହୋଇଛି । ଏନଆଇଭି ପୁଣେରୁ ୪ ଓ ଆଇଜିବି ଦିଲ୍ଲୀରେ ଗୋଟିଏ…

ନୂଆବର୍ଷ ପାଇଁ ଦିଲ୍ଲୀରେ ଜାରିହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ, ୩୧ା୧୨: ନୂଆବର୍ଷ ୨୦୨୧କୁ ନେଇ ସମସ୍ତେ ତତ୍ପର ହୋଇଉଠିଥିବା ବେଳେ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ)…

ଦେଶରେ ଦିନକରେ ୨୯୯ ମୃତ, ୨୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩୧ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୯୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୭୩୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୬୬…

ଭିଜିଲାନ୍ସ ଜାଲରେ ଦୁଇଜଣ ବାବୁ

ବଲାଙ୍ଗିର, ୩୧ା୧୨ (ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲାରେ ଭିଜିଲାନ୍ସ ପୁଣି ରେଡ କରିଛି । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଲା ବ୍ଲକ ଭାରପ୍ରାପ୍ତ ଜିପିଓଙ୍କ ଘରେ ଚଢ଼ାଉ କରାଯାଇଛି । ଜିପିଓଙ୍କ ନାମ ବିହାରୀ…

ବଢିଲା ଆୟକର ରିଟର୍ଣ୍ଣର ଅବଧି

ନୂଆଦିଲ୍ଲୀ,୩୦ ।୧୨: ଆୟକର ରିଟର୍ଣ୍ଣ ଦାଖଲର ଅବଧି ବଢାଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୩୧ ଯାଏଁ ଥିବା ସାଧାରଣ ଟିକସଦାତାଙ୍କ ଅବଧି ବୃଦ୍ଧି ହୋଇଛି । ସାଧାରଣ ଟିକସଦାତାଙ୍କ ଆୟକର ରିଟର୍ଣ୍ଣ ଅବଧି ଜାନୁଆରି ୧୦କୁ…

ରାଜ୍ୟରେ ମହିଳା ହିଂସା ରୋକିବାକୁ ସ୍ୱତନ୍ତ୍ର ୱିଙ୍ଗ

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଉଦଯାପନୀ ଉତ୍ସବ ଆଜି ପାଳିତ ହୋଇଯାଇଛି । ଏଥିରେ ଶିଶୁ ଓ ମହିଳାଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ୱତନ୍ତ୍ର ୱିଙ୍ଗ ଗଠନ…

୬ଟି ନୂଆ ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଉଦଯାପନୀ ଉତ୍ସବ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ ୬ଟି ନୂତନ ଥାନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…