
Browsing Category
Breaking News
ଆଜି ରାତି ୯ଟାରୁ ପଞ୍ଜାବରେ ଲାଗୁ ହେବ ନାଇଟ୍ ର୍କଫ୍ୟୁ
ପଞ୍ଜାବ ୭ା୪ (ଓଡିଶା ଭାସ୍କର): ଆଜିଠୁ ସମଗ୍ର ପଞ୍ଜାବରେ ଲାଗୁ ହେଲା ନାଇଟ୍ ର୍କଫ୍ୟୁ । ରାତି ୯ଟାରୁ ସକାଳ ୫ଟା ଯାଏ ବଳବତ୍ତର ରହିବ ନାଇଟ୍ ର୍କଫ୍ୟୁ ।ଏହି ର୍କଫ୍ୟୁ ଏପ୍ରିଲ ୩୦ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରିବା…
୭ ବର୍ଷୀୟ ବାଳକର ସାହସିକତା: ପୋଖରୀରେ ବୁଡ଼ି ଯାଉଥିବା ବେଳେ ବଞ୍ଚାଇଲା ବୃଦ୍ଧଙ୍କ ଜୀବନ
ରଘୁନାଥପୁର, ୭ା୪ (ଓଡିଶା ଭାସ୍କର): ଗୋଟିଏ ୭ ବର୍ଷର ବାଳକର ଉପସ୍ଥିତି ବୁଦ୍ଧି ଯୋଗୁଁ ଜଣେ ବୃଦ୍ଧଙ୍କର ଜୀବନ ବଞ୍ଚି ଯାଇଛି । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରେ ଏହି ଘଟଣାଟି ଘଟିଛି । ଜଣେ ୭୫ ବର୍ଷୀୟ ବୃଦ୍ଧ…
ପିପିଲି ଉପନିର୍ବାଚନ : ଆସନ୍ତା ୧୩ ରୁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର ୭ା୪ (ଓଡିଶା ଭାସ୍କର): ଆସନ୍ତା ୧୩ ତାରିଖରୁ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ଧର୍ମେନ୍ଦ୍ର…
ସିଆରପିଏଫ୍ ଯବାନ ମାନେ ମତଦାତାମାନଙ୍କୁ ଅମିତ୍ ଶାହଙ୍କ ଇସାରାରେ ହଇରାଣ କରୁଛନ୍ତି : ମମତା ବାନାର୍ଜୀ
ନୁଆଦିଲ୍ଲୀ, ୭ା୪ (ଓଡିଶା ଭାସ୍କର) : ପଶ୍ଚିମବଙ୍ଗରେ ବର୍ତ୍ତମାନ ରାଜନୈତିକ ମାହୋଲ ଜାରି ରହିଛି । ସେଠାରେ ଏବେ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି । ଫଳାଫଳର ଦିନ ଯେତେ ଯେତେ ପାଖକୁ ଆସୁଛି ବିଜେପି ଏବଂ ଟିଏମସି…
ମାସ୍କ ପିନ୍ଧି ନଥିବାରୁ ଯୁବକଙ୍କୁ ଅକଥନୀୟ ମାଡ଼: ସସପେଣ୍ଡ ହେଲେ ଦୁଇ କନେଷ୍ଟବଳ
ଇନ୍ଦୋର, ୭ା୪: ମାସ୍କ ପିନ୍ଧି ନଥିବାରୁ ଜଣେ ଯୁବକଙ୍କୁ ପୋଲିସ ଅକଥନୀୟ ମାଡ଼ ମାରିଛି । ତେବେ ଏହି ଘଟଣାରେ ଦୁଇଜଣ କନେଷ୍ଟବଳ ସସପେଣ୍ଡ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏନେଇ ଯାଞ୍ଚ…
ଦିଲ୍ଲୀ ହେଉଛି ଦୁଷ୍କର୍ମର ରାଜଧାନୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍
ନୁଆଦିଲ୍ଲୀ, ୭ା୪ (ଓଡିଶା ଭାସ୍କର) : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ନିଜ ଦେଶରେ ବଢ଼ୁଥିବା ଯୌନ ଉତ୍ପୀଡନ ଏବଂ ହିଂସାର କାରଣ ପଶ୍ଚିମ ଦେଶର ସଂସ୍କୃତିକୁ ସୁଚାଇଛନ୍ତି । ଲୋକମାନଙ୍କ ସହ ଇମରାନ୍ ୨ ଘଣ୍ଟା…
ଆପଣ ପ୍ରଥମ ଥର ଟିକା ନେଉଛନ୍ତି କି, ଜାଣନ୍ତୁ କ’ଣ କରିବେ ଓ କ’ଣ କରିବେ ନାହିଁ
ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରୀ ଦେଶରେ ମାଡ଼ି ଚାଲିଛି । ତେବେ ଜନସାଧାରଣଙ୍କୁ ସରକାର ଆବଶ୍ୟକ ମୁତାବକ ଟିକା ଯୋଗାଉ ଦେଉଛନ୍ତି । ଟିକା ଗ୍ରହଣ କରୁଥିବା ବ୍ୟକ୍ତିମାନେ ଏପରି କିଛି ଦିଗ ପ୍ରତି ନିଶ୍ଚିତ ଭାବେ ଧ୍ୟାନ…
ଏଣିକି ଏକୁଟିଆ କାର ଚଳାଉଥିଲେ ବି ମାସ୍କ ବାଧ୍ୟତାମୂଳକ, ନ ମାନିଲେ ଗଣିବେ ଫାଇନ୍
ନୂଆଦିଲ୍ଲୀ, ୭ା୪: ଏଣିକି ପ୍ରତ୍ୟେକ ବ୍ୟକ୍ତି ଏକୁଟିଆ କାର ଚଳାଉଥିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦିଲ୍ଲୀ ସରକାରଙ୍କ ନିୟମକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଏହି ରାୟ…
ଯୁବତୀଙ୍କ ସୁନ୍ଦର ଚେହେରା ଦେଖି ଚାଲାଣ କାଟିଲେ ପୋଲିସବାବୁ, ଜାଣନ୍ତୁ ଆଗକୁ କ’ଣ ଘଟିଲା
ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ ଟ୍ରାଫିକ ପୋଲିସ ଚାଲାଣ କାଟିଥାନ୍ତି । ମଦ୍ୟପାନ କରି ଗାଡ଼ି ଚଳାଇବା, ସିଟ୍ ବେଲ୍ଟ ନ ପିନ୍ଧିବା, ଫୋନରେ କଥା ହୋଇ ଗାଡ଼ି ଚଳାଇବା ସମୟରେ ଧରାପଡ଼ିଲେ ମୋଟା ଅଙ୍କର ଜରିମାନା…
ଋଷ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ପୁତିନଙ୍କ ଯାତ୍ରା ନେଇ ପ୍ରସ୍ତୁତି ଉପରେ ଚର୍ଚ୍ଚା
ନୁଆଦିଲ୍ଲୀ, ୭ା୪ (ଓଡିଶା ଭାସ୍କର) :, ସୋମବାର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଋୁଷ ସମ୍ମିଳନୀକୁ ନେଇ ଋୁଷ୍ ବିଦେଶ ମନ୍ତ୍ରୀ ସର୍ଗେ ଲାବରୋବଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।ବିଦେଶ ମନ୍ତ୍ରୀ…