Browsing Category

Breaking News

ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୧ା୫: ବାତ୍ୟା ଅମ୍ଫନ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ସାହସର ସହ ବାତ୍ୟାକୁ ମୁକାବିଲା କରିଛନ୍ତି ଓଡ଼ିଶାବାସୀ । ତୃଣମୂଳ ସ୍ତରରେ…

ବିନା ଭକ୍ତ ଓ କମ୍ ସେବାୟତରେ ସ୍ନାନ ପୂର୍ଣ୍ଣିମା ନୀତି !

ପୁରୀ, ୨୧ା୫(ଓଡ଼ିଶା ଭାସ୍କର): ମହାପ୍ରଭୁଙ୍କ ସ୍ନାନଯାତ୍ରା ନେଇ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ୧୦ନିଯୋଗ ସହ ବୈଠକରେ ସ୍ନାନଯାତ୍ରା ନେଇ ଆଲୋଚନା…

୨ରୁ ୩ ଦିନ ଭିତରେ ରେଳ ଷ୍ଟେସନରେ ମିଳିବ କାଉଣ୍ଟର ଟିକେଟ

ନୂଆଦିଲ୍ଲୀ, ୨୧ା୫(ଓଡ଼ିଶା ଭାସ୍କର): ଜୁନ୧ରୁ ଦେଶରେ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ପୂର୍ବରୁ ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ଅନଲାଇନ ଟିକେଟ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଥିଲା…

ପାଣିରେ ବେହାଲ କୋଲକାତା ବିମାନ ବନ୍ଦର, ଦେଖନ୍ତୁ ଦୃଶ୍ୟ

ପାଣିରେ ବେହାଲ ହେଲା କୋଲକାତା ବିମାନ ବନ୍ଦର। ଗତକାଲି ବାତ୍ୟା ଅମ୍ପନ୍‌ ପ୍ରଭାବରେ ଲଗାଣ ବର୍ଷା ଯୋଗୁ କୋଲକାତା ବିମାନ ବନ୍ଦର ପାଣିରେ ଉବୁଟୁବୁ ହେଉଥିବାର ଦୃଶ୍ୟ ନଜର ଆସିଥିଲା । ବିମାନ ବନ୍ଦରରେ ପାଣିର ପରିମାଣ…

ଖୁଲାସା: ଶୋଇବା ପୂର୍ବରୁ ଏହି ଅଭିନେତାଙ୍କ ଫଟୋକୁ କିସ୍ କରୁଥିଲେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଚଳଚ୍ଚିତ୍ର ଦୁନିଆର ମସହୂର ଅଭିନେତ୍ରୀ ଥିବା ବେଳେ ନିଜ ଷ୍ଟାଇଲ୍ ପାଇଁ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ଆଜିକାଲି ସେ ନିଜ ପତି ରଣବୀର ସିଂହଙ୍କ ସହ କ୍ୱାରେଣ୍ଟାଇନରେ ଅଛନ୍ତି…

ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ, ୨୧ା୫(ଓଡ଼ିଶା ଭାସ୍କର): ରଥଯାତ୍ରା ବନ୍ଦ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଛି । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରିବାକୁ ଆବେଦନ ହୋଇଛି । କେନ୍ଦ୍ର ଓ ରାଜ୍ୟ ଆଇନ ସଚିବଙ୍କ ସହ…

ବାତ୍ୟା ଅମ୍ଫନରେ ୮୯ବ୍ଲକର ୪୪ଲକ୍ଷ ୮୦ହଜାର ପ୍ରଭାବିତ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ବାତ୍ୟା କ୍ଷୟକ୍ଷତି ନେଇ ଆଜି ସମୀକ୍ଷା ବୈଠକ ହୋଇଛି । ସମୀକ୍ଷା ବୈଠକ ପରେ ବାତ୍ୟା ଅମ୍ଫନର ତାଣ୍ଡବରେ କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର ।…

ବାହାଘରର ୨ ଦିନ ପରେ କନ୍ୟା କରୋନା ପଜିଟିଭ୍: ବର ସହିତ କ୍ୱାରେଣ୍ଟାଇନରେ ୩୨, ଜଣେ ମୃତ

ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଲଗାତାର ବଢି ଚାଲିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୩୫ ଛୁଇଁଥିବା ବେଳେ ୨୬୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାରି ମଧ୍ୟରେ ରାଜଧାନୀ ଭୋପାଳରୁ ଏପରି ଏକ ମାମଲା…

ଟଚ୍ ଫ୍ରି ହେବ ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର, ୨୧ା୫(ଓଡ଼ିଶା ଭାସ୍କର): ଆସନ୍ତା ୨୫ରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ପ୍ରସ୍ତୁତ ଥିବା କହିଛନ୍ତି ନିର୍ଦ୍ଦେଶକ ଭି.ଭି ରାଓ । ବିିମାନ ସେବା ଆରମ୍ଭ ହେବା…

ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡ୍ ଲାଇନ୍

ନୂଆଦିଲ୍ଲୀ,୨୧ ।୫: ଦେଶରେ ମେ ୨୫ରୁ ଘରୋଇ ଉଡାଣ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି ସରକାର । ଭାରତୀୟ ବିମାନପତ୍ତନ ପ୍ରାଧିକରଣ ବା ଏଏଆଇ ଦ୍ୱାରା ଏସଓପି ଜାରି କରାଯାଇଛି । ସବୁ ଯାତ୍ରୀଙ୍କୁ ଏସଓପି ଅନୁସାରେ ନିଜ…