Browsing Category

Breaking News

ମହିଳା ଦିବସରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, ୮ା୧୩: ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ । ଚଳିତବର୍ଷ ମଧ୍ୟ ଆଜିର ଦିନକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି । ଏନେଇ ରାଷ୍ଟ୍ରପତି ରାମନାଥ…

ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ, ୮ା୧୩: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁର ଗିରଫ ହୋଇଥିବା ସୂଚନା ମିଳିଛି । ବେଆଇନ ଅର୍ଥ କାରବାର ମାମଲାରେ ଇଡ଼ି ତାଙ୍କୁ ଗିରଫ କରିଛି । ଗତକାଲି ତାଙ୍କ ବାସଭବନରେ ଇଡ଼ି ପକ୍ଷରୁ ଚଢ଼ାଉ ହୋଇଥିଲା ।…

୧୦୩୮ ଡାକ୍ତରଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର, ୭ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଗୋଟିଏ ଦିନରେ ୧୦୩୮ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ…

ଦେଶରେ କରୋନା ସଂଖ୍ୟା ୩୪କୁ ବୃଦ୍ଧି

ନୂଆଦିଲ୍ଲୀ, ୭ା୩: କରୋନା ଭାଇରସକୁ ନେଇ ସାରା ବିଶ୍ୱର ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଏହି ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ…

କଳାଧନ ପ୍ରସଙ୍ଗ, ୨ ମାସରେ ସପ୍ତମ ଅନ୍ତରୀଣ ରିପୋର୍ଟ

କଟକ, ୭ା୩(ଓଡ଼ିଶା ଭାସ୍କର): କଟକରେ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଶେଷ ହୋଇଛି । ବୈଠକ ଶେଷ ହେବା ପରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦୁଇ ମାସରେ…

କରୋନା ଭାଇରସରୁ ବଞ୍ଚିବାକୁ ଚାଁହୁଥିଲେ ଯମରାଜଙ୍କୁ ଖୁସି କର !

ଆଗ୍ରା,୭ ।୩: ତାଜ୍ ସହର ଆଗ୍ରାର ପ୍ରସିଦ୍ଧ ଜ୍ୟୋତିଷ ତଥା ପରିବେଶ ସୁରକ୍ଷାକାରୀଙ୍କଠାରୁ ଏକ ଚମତ୍କାର ବିବୃତ୍ତି ଶୁଣିବାକୁ ମିଳିଛି । ସେମାନଙ୍କ ମତରେ, କରୋନା ଭାଇରସର ବିସ୍ତାରକୁ ରୋକିବା ପାଇଁ ଭଗବାନଙ୍କୁ…

ମହିଳା ପର୍ଯ୍ୟଟକଙ୍କ ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ, ୭ା୩: ମହିଳା ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ମହିଳାଙ୍କ ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏକ ଘୋଷଣା କରିଛନ୍ତି । ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସରେ…

୧୦୩ ବର୍ଷର ବରକୁ ୩୭ ବର୍ଷିୟା କନିଆ, ଯୌତୁକ ଦାମ୍ ଶୁଣିଲେ ହୋଇଯିବେ ବେହୋସ୍

ଇଣ୍ଡୋନେସିଆରେ ୧୦୩ ବର୍ଷ ବୟସର ଜଣେ ବର ନିଜଠାରୁ ୬୬ ବର୍ଷ ସାନ ମହିଳାଙ୍କ ସହ ବିବାହ ରଚି ଚର୍ଚ୍ଚାକୁ ଆସିଛନ୍ତି । ତେବେ ୧୦୩ ବର୍ଷିୟ ପୁଆଙ୍ଗ କଟ୍ଟେ ୩୭ ବର୍ଷିୟ ଇଣ୍ଡୋ ଆଲାଙ୍ଗଙ୍କୁ ବିବାହ କରିଛନ୍ତି । ଫେସବୁକ୍ ଓ…

ବିଶ୍ୱରେ କରୋନା ଭାଇରସ ଯୋଗୁଁ ଦେଢ କୋଟି ଲୋକଙ୍କ ମୃତ୍ୟୁ ହେବ !

କରୋନ ଜୀବାଣୁ ଯୋଗୁଁ ସାରା ବିଶ୍ୱରେ ଦେଢ କୋଟି ଲୋକଙ୍କ ମୁତ୍ୟୃ ହୋଇପାରେ । ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭରସିଟି ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏନେଇ ଦାବି କରାଯାଇଛି । ମହାମାରୀର ପ୍ରଥମ ବର୍ଷରେ ଦେଢ କୋଟି ଲୋକଙ୍କ…

ରାମ ମନ୍ଦିର ନିର୍ମାଣ ପାଇଁ ୧କୋଟିର ଅନୁଦାନ ଘୋଷଣା କଲେ ଉଦ୍ଧବ ଠାକରେ

ଅଯୋଧ୍ୟା, ୭ା୩: ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଯୋଧ୍ୟା ଯାଇଛନ୍ତି । ସେଠାରେ ସେ ପହଞ୍ଚି ରାମ ମନ୍ଦିର ନିର୍ମାଣ ପାଇଁ ୧କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବା ସୂଚନା ମିଳିଛି ।…