Browsing Category

Breaking News

ଓଡ଼ିଶାକୁ କରୋନା ମାଡ଼! ରାଜ୍ୟର ୩୦ଜିଲ୍ଲାରୁ ଆଜି ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୧ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୬୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୬୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୦୨୩ ଜଣ…

ଗାଡ଼ି ଚାଳକ ସାବଧାନ: ଏହି ନିୟମ ନମାନିଲେ ବାତିଲ ହେବ ଡ଼ିଏଲ, ଜାଣି ରଖନ୍ତୁ ନିୟମ ସମ୍ପର୍କରେ

ଭୁବନେଶ୍ୱର, ୨୧ା୮(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହୋଇଛି । ସଡ଼କ ଦୁର୍ଘଟଣାରେ ଜୀବନହାନି କୁ ରୋକିବା ପାଇଁ ସରକାର ନୂଆ ନୂଆ ନିୟମ ଲାଗୁ କରୁଛନ୍ତି । କିନ୍ତୁ କେତେ ଜଣ ଅମାନିଆ ରହିଛନ୍ତି…

ଗୋଟିଏ ଦିନରେ ୬୮,୮୯୮ ଆକ୍ରାନ୍ତ ଚିହ୍ନଟ ଓ ୯୮୩ ଜଣ ମୃତ

ନୂଆଦିଲ୍ଲୀ, ୨୧ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୬୮,୮୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୮୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା…

ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, ୨୧/୮(ଓଡ଼ିଶା ଭାସ୍କର): ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଦିନ ୧୧ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୪ ତାରିଖ ଯାଏଁ ଚାଲିବ । ଏହି ସମୟ ମଧ୍ୟରେ…

ଖୋର୍ଦ୍ଧାରେ ପୁଣି ବୋମାମାଡ଼

ଖୋର୍ଦ୍ଧା,୨୧/୮(ଓଡିଶା ଭାସ୍କର): ଖୋର୍ଦ୍ଧା ସଦର ଥାନା ଦଳେଇପୁଟରେ ପୁଣି ହୋଇଛି ବୋମାମାଡ଼। ପୋଲିସ ଉପସ୍ଥିତିରେ ଟୁକୁନି ସ୍ବାଇଁଙ୍କ ଘରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ପହଞ୍ଚି ସଦର ଥାନା…

ଭୋଜନ ଶେଷରେ କାହିଁକି ଖିଆଯାଏ ମିଠା ? ଜାଣନ୍ତୁ

ଖାଦ୍ୟ ଗ୍ରହଣ ପରେ ଆମକୁ ମିଠା ଖାଇବାକୁ ଦିଆଯାଏ। କୁହାଯାଏ ଯେ ଖାଇବା ପରେ କିଛି ମିଠା ଖାଇବା କଥା। ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବାକୁ କୁହାଯାଏ, ସେ ବିଷୟରେ ହୁଏତ ଖୁବ୍ କମ୍ ଲୋକଙ୍କୁ ଜଣାଥିବ। ଆସନ୍ତୁ…

ଖୁସି ଖବର: ରାଜ୍ୟରେ ଆଜି ୧୬୪୧ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୦ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ହୀରାକୁଦରେ ଖୋଲିଲା ଆଉ ୩ଟି ଗେଟ୍

ସମ୍ବଲପୁର, ୨୦ ।୮(ଓଡିଶା ଭାସ୍କର): ହୀରାକୁଦ ଜଳଭଣ୍ଡାର ବା ଡ୍ୟାମର ଆଉ ୩ଟି ଗୋଟ ଆଜି ଖୋଲାଯାଇଛି । ବର୍ତ୍ତମାନ ୧୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ହୀରାକୁଦର ଜଳସ୍ତର ୬୧୭.୦୭ ଫୁଟ ରହିଛି । ସେକେଣ୍ଡକୁ ୩ଲକ୍ଷ…

ସୁଶାନ୍ତ ରାଉତ ହେଲେ ଭୁବନେଶ୍ୱର ବିଜେଡି ସଭାପତି

ଭୁବନେଶ୍ୱର,୨୦ ।୮(ଓଡିଶା ଭାସ୍କର): ବିଧାୟକ ସୁଶାନ୍ତ ରାଉତ ଆଜି ଭୁବନେଶ୍ୱର ଜିଲ୍ଲା ବିଜେଡିର ସଭାପତି ହୋଇଛନ୍ତି । ସେହିପରି ବିରଞ୍ଚି ନାରାୟଣ ସୁପକାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।…