Browsing Category
Breaking News
ରାଜ୍ୟରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ
ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଅନଲକ-୧ ନେଇ ସୂଚନା ଦେଇ କହିଛନ୍ତି ଯେ ୩୦ଜୁନ ଯାଏଁ ଓଡ଼ିଶାରେ କଟକଣା ଜାରି ରହିବ ।…
୧୧ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ
ଭୁବନେଶ୍ୱର, ୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅନଲକ-୧ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ…
ଉଡ଼ିଉଡ଼ି ଛତିଶଗଡ଼ରେ ପହଞ୍ଚିଲେ ପଙ୍ଗପାଳ
ଛତିଶଗଡ଼, ୧ା୬: ଛତିଶଗଡ଼ରେ ଉଡ଼ିଉଡ଼ି ପହଞ୍ଚିଲେ ପଙ୍ଗପାଳ । ମଧ୍ୟପ୍ରଦେଶ–ଛତିଶଗଡ଼ ନିକଟବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛନ୍ତି । କୋରିଆ ଜିଲ୍ଲା ଭରତପୁରର ୩ଟି ଗ୍ରାମରେ ପଙ୍ଗପାଳ ପହଞ୍ଚିଥିବା ନେଇ ସୂଚନା ରହିଛି । ତେଣୁ…
“First Bell” -Kerala students to return school in virtual classes
Kerala, 1/6: The Kerala students will return to school on Monday by virtue of "First Bell", the virtual program started by Kerala govt.
In 'First Bell' program classes will be…
ଅନଲକ-୧ର ପ୍ରଥମ ଦିନରେ ବଦଳିଗଲା ସୁନା ଦାମ୍, ରୂପା@ ୫୦,୦୦୦
ଅନଲକର ପ୍ରଥମ ଦିନରେ ସୁନା-ରୂପା ମୂଲ୍ୟରେ ଏକ ବଡ ପରିବର୍ତ୍ତନ ଆସିିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୩୭୭ଟଙ୍କାକୁ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ଏହା ୧୦ ଗ୍ରାମ ପ୍ରତି ୪୬,୯୨୯ ଟଙ୍କାରେ ବିକ୍ରି…
ରାଜ୍ୟରେ ପଙ୍ଗପାଳ ମୁକାବିଲା କରିବା ପାଇଁ ନିୟମାବଳୀ ଜାରି
ଭୁବନେଶ୍ୱର,୧ା୬(ଓଡ଼ିଶା ଭାସ୍କର): ରାଜ୍ୟକୁ ପ୍ରାୟ ୬୦ବର୍ଷ ପରେ ପଙ୍ଗପାଳ ପଶି ଆସିବା ଆଶଙ୍କା ରହିଛି ।ଏନେଇ କୃଷି ଭବନରେ ସମୀକ୍ଷା ବୈଠକ ହୋଇଛି । ଏହି ବୈଠକ ପରେ କୃଷି ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।…
ଏହି ରାଜ୍ୟଗୁଡିକରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଆଜିର ଦାମ୍
ଦେଶରେ ଅନଲକ୍-୧ର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଅନଲକର ପ୍ରଥମ ଦିନରେ ହିଁ ମହାରାଷ୍ଟ୍ର, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ମିଜୋରାମରେ ପେଟ୍ରୋଲ-ଡିଜେଲ ବୃଦ୍ଧି ପାଇଛି । କିନ୍ତୁ ଦିଲ୍ଲୀ ଓ…
ଅବପାତର ରୂପ ନେଲା ଲଘୁଚାପ
ନୂଆଦିଲ୍ଲୀ, ୧ା୬: ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଜି ଅବପାତର ରୂପ ନେଇଛି ।…
କେରଳ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ, ୧ା୬: ଆଜି କେରଳ ଛୁଇଁଛି ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ସକାଳେ ମୌସୁମୀ ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।…
ଦାୟିତ୍ୱ ଗ୍ରହଣ କଲେ IPS ସତ୍ୟଜିତ୍
ଭୁବନେଶ୍ୱର,୧ ।୬(ଓଡିଶା ଭାସ୍କର): ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇପିଏସ୍ ଡକ୍ଟର ସତ୍ୟଜିତ୍ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି…