CHARIDHAM
Browsing Category

Breaking News

ଘରର ଛାତରୁ ପୁଲକୁ ଡେଉଁଥିଲେ ଯୁବତୀ, କିନ୍ତୁ ଘଟିଗଲା କିଛି ଏପରି..

ସୋସିଆଲ ମିଡିଆରେ ବହୁତ ଭିଡିଓ ପ୍ରତ୍ୟେକ ଦିନ ଭାଇରାଲ ହୋଇଥାଏ, ଯେଉଁଥିରେ କିଛିଟା ହୃଦୟକୁ ଦୋହଲାଇବା ଦୃଶ୍ୟ ମଧ୍ୟ ରହିଥାଏ । ସେହିପରି ନିକଟରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ…

କରୋନା ଆତଙ୍କ, ରାଜ୍ୟକୁ ଆସିବ ଆହୁରି ଆଣ୍ଟିଜେନ କିଟ୍

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏନେଇ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ତେଣୁ ଓଡ଼ଶାକୁ ଆହୁରି ଏକ ଲକ୍ଷ ଆଣ୍ଟିଜେନ କିଟ୍ ଆସିବ । ଆଗାମୀ…

ୟୁପିରେ ବିକାଶ ପରେ ଆଉ ଜଣକୁ ଏନକାଉଣ୍ଟର

ଲକ୍ଷ୍ନୌ,୧୦ ।୭: ଉତ୍ତର ପ୍ରଦେଶ ପୋଲିସ ଓ ସ୍ପେଶାଲ ଷ୍ଟାଫ୍ ଫୋର୍ସ ୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ଅପରାଧୀ ବିକାଶ ଦୁବେକୁ ଏନକାଉଣ୍ଟରରେ ନିହତ କରିଛନ୍ତି । ଆଜି ସକାଳେ ବିକାଶ ଦୁବେକୁ ଏନକାଉଣ୍ଟର କରି ମାରିବା ସହ…

ମାଡ ଖାଇଗଲା ଅନଲାଇନ୍ ଅର୍ଡର! ମଗାଇଥିଲେ ସୁନା, ଆସିଲା ପିତ୍ତଳ

ଆଜିକାଲି ଦୁନିଆରେ ଅନଲାଇନରେ ସବୁକିଛି ମିଳିଗଲାଣି । ଲୋକେ ଆଉ ବାହାରକୁ ଯାଇ ଦୋକାନରୁ କିଣିବା ପସନ୍ଦ କରୁନାହାନ୍ତି । କିନ୍ତୁ ଅନେକ ସମୟରେ ଲୋକେ ଅନଲାଇନରେ କିଛି ଅର୍ଡର କରିଥାନ୍ତି, ଡେ଼ଲିଭର ହୁଏ କିଛି ଅଲଗା ।…

କରୋନା ଯୋଦ୍ଧା ପୋଲିସ ଏସଆଇଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ମୁକାବିଲା ନେଇ କାମ କରୁଥିବା କରୋନା ଯୋଦ୍ଧା ପୋଲିସ ଏସଆଇ ବି.ବି ସେଠୀଙ୍କୁ ମୁଖ୍ୟମନ୍ତ୍ରୀ…

ବିଧାନସଭା ସଟଡ଼ାଉନ

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ଗୋଟିଏ ଦିନ ପାଇଁ ବିଧାନସଭା ସଟଡ଼ାଉନ ରହିବା ନେଇ ଜଣାପଡ଼ିଛି । ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପର୍କୀୟ ପଜିଟିଭ ଚିହ୍ନଟ ହେବା ପରେ…

ବଡ଼ ଖବର: ରାଜ୍ୟରେ ଆଉ ୪ ଜୀବନ ନେଲା କରୋନା

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୪ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା…