CHARIDHAM
Browsing Category

Breaking News

ବିବାହ ଋତୁରେ ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ଦାମ୍

ବିବାହ ଋତୁରେ ଶସ୍ତା ହୋଇଛି ସୁନା-ରୂପାର ଦାମ୍ । ଆଜି ସକାଳୁ ସାରା ଦେଶରେ ସୁନା ମୂଲ୍ୟ ୯୯ ଟଙ୍କା ହ୍ରସ ପାଇଛି । ସୋମବାର ଦିନ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୪୭,୨୭୮ ଟଙ୍କାରେ ବିକ୍ରି ହୋଇଛି । ଏଥି ସହ ୨୩…

ପିଏନବି ଠକେଇ, ତଦନ୍ତ କରିବ ଇଡ଼ି

ଭୁବନେଶ୍ୱର, ୧୫ା୬(ଓଡ଼ିଶା ଭାସ୍କର): ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୩୪କୋଟି ଟଙ୍କା ଠକେଇ ହୋଇଥିଲା । ଏନେଇ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେଣୁ ବେଆଇନ ଅର୍ଥ କାରବାର ଆଇନ ଅନୁସାରେ ଇଡ଼ି ତଦନ୍ତ ଆରମ୍ଭ କରିଛି । ଏହି…

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଭଉଣୀଙ୍କ ଖୁଲାସା, କହିଲେ- ନଥିଲା ଆର୍ଥିକ ସମସ୍ୟା, କିନ୍ତୁ..

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ଖବର ସମସ୍ତଙ୍କୁ ଚକିତ କରିଦେଇଛି । ପାଟନାରୁ ଆସିଥିବା ୩୪ ବର୍ଷୀୟ ସୁଶାନ୍ତ ଦୀର୍ଘ ସମୟ ଧରି ଅସୁବିଧାରେ ଥିଲେ ଓ ଡିପ୍ରେସନର ଚିକତ୍ସା କରାଉଥିଲେ ।…

ଭୁବନେଶ୍ୱରରୁ ୫ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର, ୧୫ା୬(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ରାନ୍ତ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୫ଜଣଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧରୁ ୩ଜଣ ଓ…

ଜିଅନ୍ତା ମାଛକୁ ପାଟିରେ ପୁରାଇ କରୁଥିଲେ ଟିକ୍ ଟକ୍ ଭିଡିଓ, ତଣ୍ଟିରେ ଅଟକିଯିବାରୁ ଉଡିଗଲା ପ୍ରାଣବାୟୁ

ଆଜିକାଲିର ଯୁବପିଢିକୁ ଲାଗିଛି ଟିକ୍ ଟକ୍ର ନିଶା । କେତେ ଯେ ଭିଡିଓ ପ୍ରସ୍ତୁତ କରାବେଳେ ମଲେଣି, ତାର ଠିକଣା ନାହିଁ । ତଥାପି ଲୋକମାନେ ଏଥିରୁ କିଛି ଶିକ୍ଷା ପାଉନାହାନ୍ତି । ସେହିପରି ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି…

ମରିବା ପୂର୍ବରୁ କାହାକୁ ଶେଷ କଲ୍ କରିଥିଲେ ସୁଶାନ୍ତ? ଏବେ ତାଙ୍କ ବୟାନ ନେବ ପୋଲିସ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଛାନଭିନରେ ଲାଗିପଡିଛି ମୁମ୍ବାଇ ପୋଲିସ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ସାମନାକୁ ଆସିନାହିଁ । ଅନ୍ୟପଟେ ସୁଶାନ୍ତଙ୍କ ମୋବାଇଲ…

ଆସିଲା ସୁଶାନ୍ତ ସିଂଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଜାଣନ୍ତୁ କ’ଣ କହିଲେ ଡାକ୍ତର

ମୁମ୍ବାଇ,୧୫ ।୬: ବଲିଉଡ ଜଗତ ପାଇଁ ୨୦୨୦ ମସିହା ବହୁତ ଖରାବ ପ୍ରମାଣିତ ହୋଇଛି । ଋଷି କପୁର, ଇରଫାନ୍ ଖାନ୍, ୱାଜିତ ଖାନ ଓ ସୁଶାନ୍ତ ସିଂ ରାଜପୁତଙ୍କ ଭଳି ସଫଳ ଅଭିନେତାମାନଙ୍କୁ ହରାଇଛି ବଲିଉଡ । ଗତକାଲି ୩୪ ବର୍ଷୀୟ…

ପାକିସ୍ତାନରୁ ୨ ଭାରତୀୟ ଦୂତବାସ ଅଧିକାରୀ ନିଖୋଜ

ନୂଆଦିଲ୍ଲୀ,୧୫ ।୬: ପାକିସ୍ତାନର ରାଜଧାନୀ ଇସଲାମବାଦରୁ ଆଜି ନିଖୋଜ ହୋଇଛନ୍ତି ୨ ଭାରତୀୟ ଦୂତବାସର ଅଧିକାରୀ । ଆଜି ସକାଳୁ ହିଁ ଭାରତୀୟ ଦୂତବାସର ୨ ଅଧିକାରୀ ନିଖୋଜ ହୋଇଥିବା ସୂଚନା ମିଳିଛି । ଏନେଇ ପାକିସ୍ତାନ…

ମୁମ୍ବାଇରେ ଆଜି ହେବ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର, ପାଟନାରୁ ବାହାରି ସାରିଛନ୍ତି ପିତା

ମୁମ୍ବାଇ,୧୫ ।୬: ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଜି ମୁମ୍ବାଇରେ ହେବ ଅନ୍ତମ ସଂସ୍କାର । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ରବିବାର ଦିନ ସେ ବାନ୍ଦା ସ୍ଥିତ ନିଜ ଘରେ ରଶି…