Browsing Category
ବାଣିଜ୍ୟ
ଅନିଲ ଅମ୍ବାନୀଙ୍କୁ ଆଶ୍ୱସ୍ତି: କାନାରା ବ୍ୟାଙ୍କ ହଟାଇଲା ‘ଫ୍ରଡ’ ଟ୍ୟାଗ, ବମ୍ବେ ହାଇକୋର୍ଟରେ ଖୁଲାସା
ମୁମ୍ବାଇ: ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କୁ କେନାରା ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବ୍ୟାଙ୍କ ଗୁରୁବାର ଦିନ ବମ୍ବେ ହାଇକୋର୍ଟକୁ ସୂଚନା ଦେଇଛି ଯେ, ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ କମ୍ୟୁନିକେସନ୍ସ…
ଟିସିଏସ କର୍ମଚାରୀଙ୍କୁ ଝଟକା: ଦରମା ବୃଦ୍ଧି ପୁଣି ଥରେ ଘୁଞ୍ଚିଲା, ଏଚଆର ମୁଖ୍ୟ କହିଲେ – ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ
ଭୁବନେଶ୍ୱର: ଭାରତର ସବୁଠାରୁ ବଡ଼ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ (ଟିସିଏସ) ତା’ର କର୍ମଚାରୀଙ୍କ ପାଇଁ ଦରମା ବୃଦ୍ଧି ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। କମ୍ପାନୀର ମୁଖ୍ୟ ମାନବ ସମ୍ବଳ…
୨୦୩୦ ସୁଦ୍ଧା ୩.୫ ବିଲିୟନ ଡଲାର ହୋଇପାରେ ଲିଥିୟମ୍ ଆୟନ ବ୍ୟାଟେରୀ ରିସାଇକ୍ଲିଂ ବ୍ୟବସାୟ , ୪୧ ହଜାର ଲୋକଙ୍କୁ ମିଳିବ ରୋଜଗାର
ନୂଆଦିଲ୍ଲୀ: ଭାରତରେ ଲିଥିୟମ୍ ଆୟନ ବ୍ୟାଟେରୀ ରିସାଇକ୍ଲିଂ ବ୍ୟବସାୟ ୨୦୩୦ ସୁଦ୍ଧା ୩.୫ ବିଲିୟନ ଡଲାର (ପ୍ରାୟ ୨୯,୦୦୦ କୋଟି ଟଙ୍କା) ମୂଲ୍ୟରେ ପହଞ୍ଚିବ ବୋଲି ଏକ ରିପୋର୍ଟରେ ଆକଳନ କରାଯାଇଛି। ଏହି କ୍ଷେତ୍ର ଦେଶରେ…
ଆଜିଠୁ SIPରେ ଏତିକି ଟଙ୍କା କରନ୍ତୁ ନିବେଶ, ୫୦ ବର୍ଷ ହେଲା ବେଳକୁ ହାସଲ କରିପାରିବେ 2 କୋଟି ଟଙ୍କାର ଟାର୍ଗେଟ୍
ନୂଆଦିଲ୍ଲୀ: ସଞ୍ଚୟର ଅଭ୍ୟାସ ଏବଂ ସ୍ମାର୍ଟ ନିବେଶ ଜୀବନର ଅନେକ ବଡ଼ ବଡ଼ ଲକ୍ଷ୍ୟକୁ ସହଜରେ ପୂରଣ କରିଥାଏ। ଏହାରି ମଧ୍ୟରେ ଯଦି ଆପଣ ୨୬ ବର୍ଷର ତେବେ ଆପଣଙ୍କୁ ୫୦ ବର୍ଷ ହେଲା ବେଳକୁ ୨ କୋଟିର ଫଣ୍ଡ ଯଦି କରିବାକୁ…
ଭାରତକୁ ଆଶ୍ୱସ୍ତି, ଆମେରିକାର ଟାରିଫ ତାଲିକାରୁ ବାହାରିଗଲା, ୨୦ ଦେଶକୁ ପଠାସରିଛି ଚିଠି
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଙ୍କ ପକ୍ଷରୁ ବୁଧବାର ଦିନ ଜାରି କରାଯାଇଥିବା ଟାରିଫ ତାଲିକାରେ ଭାରତକୁ ଏପର୍ଯ୍ୟନ୍ତ ସାମିଲ କରାଯାଇନାହିଁ। ଭାରତ ଆମେରିକା ସହ ଏକ ବ୍ୟବସାୟ ଚୁକ୍ତିନାମା ଉପରେ କଥାବର୍ତ୍ତା କରୁଛି।…
ତୃତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: 6 ଦଫା ଦାବିରେ ଚାଲିଛି ଧର୍ମଘଟ
ଭୁବନେଶ୍ବର: ତୃତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। 6 ଦଫା ଦାବିରେ ଚାଲିଛି ଧର୍ମଘଟ। ଆଜି ବି ଗଡୁନି ବସ କି ଟ୍ରକ୍। ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ପେଟ୍ରୋଲ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ…
ଟାଙ୍କିକୁ ଆସୁନି ତେଲ, କାଲିଠୁ ମିଳିବନି ପେଟ୍ରୋଲ: ଡ୍ରାଇଭର ଆନ୍ଦୋଳନ ପାଇଁ ତୈଳ ପରିବହନ ଠପ୍
ଭୁବନେଶ୍ବର: ଶ୍ରମିକ ସଙ୍ଗଠନର ଭାରତ ବନ୍ଦ ଆନ୍ଦୋଳନ ଯୋଗୁଁ ବନ୍ଦ ରହିଛି ପଟ୍ରୋଲ ପମ୍ପ । ପ୍ରାୟ ୧୨ଟା ଯାଏଁ ବନ୍ଦ ରହିବା ପରେ ପେଟ୍ରୋଲ ପମ୍ପ ଖୋଲିଥିଲେ ବି କାଲିଠାରୁ ତେଲ ସଙ୍କଟ ହେବା ସମ୍ଭାବନା ସୃଷ୍ଟି ହୋଇଛି ।…
50 ଟଙ୍କିଆ କଏନକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…
ନୂଆଦିଲ୍ଲୀ: ଆସୁଛି କି 50 ଟଙ୍କିଆ କଏନ ? ଦିଲ୍ଲୀ ହାଇ କୋର୍ଟରେ କେନ୍ଦ୍ର ସରକାର ଏନେଇ ଏକ ବଡ଼ ଘୋଷଣା କରିଛନ୍ତି । ବହୁତ ଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ବଜାରରେ ୫୦ ଟଙ୍କିଆ ନୂଆ କଏନ୍ ଆସିବାକୁ ଯାଉଛି। ଏହାକୁ…
ମାତ୍ର ୧୨୧ ଟଙ୍କା ନିବେଶ କଲେ, ଝିଅର ବିବାହ ସମୟରେ ମିଳିବ ୨୭ ଲକ୍ଷ!
ନୂଆଦିଲ୍ଲୀ: ଝିଅର ପାଠପଢା ଏବଂ ବିବାହ ସ୍ୱାପ୍ନକୁ ପୂରଣ କରିବା ପାଇଁ ଏବେଠାରୁ ନିବେଶ କରିବା ନିହାତି ଆବଶ୍ୟକ।
ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର କନ୍ୟାଦାନ ପଲିସି ମାଧ୍ୟମରେ ଆପଣ ଦୈନିକ ୧୨୧ ଟଙ୍କାର ନିବେଶରେ…
ଏସ୍ଇବିଆଇ ଖୁଲାସା: ୨୦୨୪-୨୫ରେ ଏଫ୍ଆଣ୍ଡ୍ଓ ଟ୍ରେଡିଂରେ ୯୧% ରିଟେଲ ନିବେଶକଙ୍କୁ ହୋଇଛି ବଡ଼ କ୍ଷତି
ମୁମ୍ବାଇ: ସେକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ଏସ୍ଇବିଆଇ) ର ଏକ ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଫ୍ୟୁଚର୍ସ ଆଣ୍ଡ୍ ଅପ୍ସନ୍ସ (ଏଫ୍ଆଣ୍ଡ୍ଓ) ଟ୍ରେଡିଂରେ ୯୧ ପ୍ରତିଶତ ରିଟେଲ…