Browsing Category

ବାଣିଜ୍ୟ

ପିଏମ ଆବାସକୁ ନେଇ ସରକାର ଆଣିଲେ ନୂଆ ନିୟମ, ନଜାଣିଲେ ମିଳିବନି ଘର

ନୂଆଦିଲ୍ଲୀ: ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର । ସରକାର ପିଏମ ଆବାସ ଯୋଜନାର ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି । ଯଦି ଆପଣ ନୂଆ ନିୟମକୁ ନଜାଣନ୍ତି, ତେବେ ଆପଣଙ୍କୁ ଘର ନମିଳିବାର ସମ୍ଭାବନା…

Acer କମ୍ପାନୀର ଏହି ଲାପଟପ୍ କିଣିଲେ ୪୮ ହଜାର ଟଙ୍କାର ଡିସକାଉଣ୍ଟ, ଜାଣନ୍ତୁ ଅଫରର ଡିଟେଲ୍ସ

ନୂଆଦିଲ୍ଲୀ: ବର୍ତ୍ତମାନ ଲାପଟପ୍ ଦୈନନ୍ଦିନ ଜୀବନର ଏକ ଜରୁରୀ ଡିଭାଇସ୍ ପାଲଟି ଗଲାଣି । ଏଥିରେ ଅନଲାଇନ କ୍ଲାସ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅଫିସିଆଲ କାର୍ଯ୍ୟ କରିପାରିବେ । ଏଥିସହ ଏହାକୁ ମନୋରଞ୍ଜନ ପାଇଁ ମଧ୍ୟ…

Air India ପରେ ଏବେ ବିକ୍ରି ହୋଇଯିବ CEL: ଟ୍ରାନ୍ସଫର ହେବ ଶତ ପ୍ରତିଶତ ଅଂଶଧନ ଓ ପରିଚାଳନା ନିୟନ୍ତ୍ରଣ କ୍ଷମତା

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଘରୋଇକରଣ ପରେ ଏବେ ସରକାରୀ କମ୍ପାନୀ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ସେଲ)ର ବିକ୍ରି ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି । ଏହି କମ୍ପାନୀର ବିକ୍ରି ପାଇଁ ସରକାର ଫାଇନାନ୍ସିଆଲ ବିଡ୍…

କିଷାନଙ୍କ ପାଇଁ କ୍ୟାବିନେଟର ବଡ଼ ଫଇସଲା, ଫର୍ଟିଲାଇଜର ସବସିଡି ପାଇଁ ୨୮୬୫୫ କୋଟି ଘୋଷଣା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଫାସ୍ଫୋଟିକ ଓ ପୋଟାଶିକ ଫର୍ଟିଲାଇଜର ପାଇଁ ଅତିରିକ୍ତ ୨୮୬୫୫ କୋଟିର ସବସିଡି ଘୋଷଣା…

ଆସୁଛି ଗୋଟିଏ ନୂଆ ବ୍ୟାଙ୍କ, RBI ଦେଲା ଲାଇସେନ୍ସ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସେଣ୍ଟ୍ରାଲ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ ଓ ଭାରତ ପେ’ର କନସୋର୍ଟିୟମକୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ (ଏସଏଫବି) ଭାବେ ଲାଇସେନ୍ସ ପ୍ରଦାନ କରିଛି । ବିଗତ ପ୍ରାୟ ୬…

୨୦୨୨ରେ ୮.୫% ରହିବ ଭାରତର ଆର୍ଥିକ ଅଭିବୃଦ୍ଧି: ଆଇଏମଏଫ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ୨୦୨୧ ମସିହାରେ ଭାରତର ଜିଡିପି ଅଭିବୃଦ୍ଧି ୯.୫% ଏବଂ ୨୦୨୨ରେ ୮.୫% ହେବା ନେଇ ଆକଳନ କରିଛି । ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଆଇଏମ୍ଏଫ୍ ଭାରତର ଅଭିବୃଦ୍ଧି…

ଏଣିକି ଆପଣ ବିଦେଶ ଯିବା ସମୟରେ ନଗଦ ଟଙ୍କା ଦରକାର ନାହିଁ: ଏସବିଆଇ ଲଞ୍ଚ କଲା ମଲ୍ଟି କରେନ୍ସି ଫରେନ୍ ଟ୍ରାଭେଲ୍ କାର୍ଡ

ନୂଆଦିଲ୍ଲୀ: ଯଦି ଆପଣ ବିଦେଶ ଯିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଖରେ ନଗଦ ଟଙ୍କା ନଥିଲେ ଚଳିବ । କାରଣ ଆପଣଙ୍କର ଏହି ସମସ୍ୟା ଦୂର କରିବାକୁ ଯାଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) । ଏସବିଆଇ ତରଫରୁ ମଲ୍ଟି…

IIFL Finance ଲଞ୍ଚ କଲା Whatsapp ଇନଷ୍ଟାଣ୍ଟ ବିଜିନେସ୍ Loan: ୧୦ ମିନିଟରେ ମିଳିପାରିବ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥାଠାରୁ ଲୋନ ପାଇବା ବହୁତ କଷ୍ଟକର ବ୍ୟାପାର । ଡିଜିଟାଲ ଯୁଗରେ ଟେକ୍ନୋଲୋଜିର ବିକାଶ ହୋଇଥିଲେ ମଧ୍ୟ ଅନେକ ସମୟରେ କରଜଧାରୀଙ୍କୁ ଲୋନ ପାଇଁ ଏଣେତେଣେ…

‘Akasa Air’କୁ ମିଳିଲା ମଞ୍ଜୁରୀ, ଏବେ ଟାଟାଙ୍କ ସହ ଝୁନଝୁନୱାଲାଙ୍କ ହେବ ଲଢ଼େଇ

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଏୟାରଲାଇନ୍ସ କମ୍ପାନୀଗୁଡ଼ିକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ତେଣୁ ଆଗାମୀ ଦିନରେ ଏହି ସେକ୍ଟରରେ ଫାଇଦା ମିଳିବ ବୋଲି ବିଶିଷ୍ଟ ଉଦ୍ୟୋଗପତିମାନଙ୍କର ହୃଦବୋଧ ହୋଇଛି । ତେବେ…

ଭଲ Cibil Score ଥିଲେ ଆପଣ ସହଜରେ ପାଇପାରିବେ Loan, ଏହି କଥାଗୁଡ଼ିକୁ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର କ୍ରେଡିଟ ସ୍କୋର ୭୫୦ରୁ କମ୍ ହୋଇଥିବ, ତେବେ ଆପଣଙ୍କର ଲୋନ ଆପିଲିକେସନ ରିଜେକ୍ଟ ହୋଇଯାଇଥାଏ । ସେଥିପାଇଁ କ୍ରେଡିଟ ସ୍କୋର ଭଲ ରହିବା ନିହାତି ଜରୁରୀ । ତେବେ ଏପରି କିଛି ଦିଗ ପ୍ରତି ଧ୍ୟାନ…