Browsing Category

ବାଣିଜ୍ୟ

ସରକାରଙ୍କ ନୂଆ ସୁବିଧା: ଏବେ ଘରେ ବସି ବସି ପ୍ରସ୍ତୁତ କରନ୍ତୁ ରାସନ କାର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ଗହମ ଓ ଚାଉଳ ରାସନ କାର୍ଡ ମାଧ୍ୟମରେ ଯୋଗାଇ ଦିଆଯାଉଛି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ମାଗଣା ରାସନ…

Digital Rupee ପାଇଁ ଭବିଷ୍ୟତରେ ବନ୍ଦ ହୋଇପାରେ ନୋଟ୍: କ’ଣ ରହିଛି RBI ଯୋଜନା

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ କରେନ୍ସି (ଇ-ରୁପୀ)ର ଯୁଗ ଆରମ୍ଭ ହୋଇଯାଇଛି । ଡିଜିଟାଲ ମୁଦ୍ରା ବିଶ୍ୱର ଅର୍ଥବ୍ୟବସ୍ଥାକୁ ମଜବୁତ କରିବ ବୋଲି କୁହାଯାଉଛି । ୨୦୨୨ ବଜେଟର ଘୋଷଣା ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ…

ଖୁସିଖବର! ବଢ଼ିପାରେ Retirement ର ବୟସ ଓ Pensionର ଅବଧି

ନୂଆଦିଲ୍ଲୀ: କର୍ମଚାରୀମାନଙ୍କୁ ଖୁବଶୀଘ୍ର ଖୁସି ଖବର ଦେଇପାରନ୍ତି କେନ୍ଦ୍ର ସରକାର । କର୍ମଚାରୀଙ୍କ ଅବସର ବୟସ ଏବଂ ପେନସନ୍ ରାଶି ବଢ଼ାଯାଇପାରେ । ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟି ଦ୍ୱାରା ଏହି…

ଟୁଇଟର ପଇସାରେ ତ ଖଣି କିଣି ଦିଅନ୍ତି…’ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ କାର୍ଯ୍ୟକ୍ଷମ ନେଇ ଏମିତି କହିଲେ ମସ୍କ

ନୂଆଦିଲ୍ଲୀ: କଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ଵିଟର ପୁଣି ଥରେ କାର୍ଯ୍ୟକ୍ଷମ କରାଯିବ ? ଏଲନ ମସ୍କ ଟ୍ଵିଟରର ମାଲିକ ହେବା ପରଠୁ ଏହି ପ୍ରଶ୍ନ ବାରମ୍ଵାର ଉଠା ଯାଉଛି। ଆଉ ଏବେ ଏହାର ଜବାବ…

Smart Lunch Box : ଗ୍ୟାସ ବ୍ୟବହାରରୁ ମିଳିବ ମୁକ୍ତି ,ଏଥର କଥା କହିଲେ ହେବ ଖାଇବା ଗରମ

ନୂଆଦିଲ୍ଲୀ : ଦିନକୁ ଦିନ ନୂଆ ନୂଆ ସାମଗ୍ରୀର ଚାହିଦା ବଢିବା ସହିତ ନୂଆ ସାମଗ୍ରୀ ଉଦ୍ଭାବନ ମଧ୍ୟ ହେଉଛି । ଭାରତରେ ୫ଜି ସେବା ଆରମ୍ଭ କରାଯାଇଛି। ଏହା ସହିତ ଅନେକ ଉପକରଣ ମଧ୍ୟ ସ୍ମାର୍ଟ ହୋଇଯାଇଛି । ତେବେ ତୁମର…

DA ବଢ଼ିଥିଲା, ଏବେ HRA ବଢ଼ିବ! କେନ୍ଦ୍ର କର୍ମଚାରୀଙ୍କୁ ପୁଣି ମିଳିବାକୁ ଯାଉଛି ଏକ ବଡ଼ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିଥିବା ବେଳେ ଏବେ ପୁଣି ଦେବାକୁ ଯାଉଛନ୍ତି ଏକ ବଡ଼ ଉପହାର । ସୂଚନା ମୁତାବକ, କେନ୍ଦ୍ର ସରକାର…

ପରାଗ ଅଗ୍ରଓ୍ଵାଲଙ୍କୁ ହଟାଇବା ପରେ ଏଲନ ମସ୍କ ହେବେ ଟ୍ଵିଟରର ସିଇଓ

ନୂଆଦିଲ୍ଲୀ: ନିକଟରେ ମାଇକ୍ରୋବ୍ଲୋଙ୍ଗିଂ ସାଇଟ୍ ଟ୍ଵିଟରକୁ କିଣିବା ପରେ ଏଲନ ମସ୍କ ଏବେ କମ୍ପାନିର ସିଇଓ ପଦଭାର ସମ୍ଭାଳିବେ। ଏହାର ସୂଚନା ଖୋଦ୍ ଦେଇଛନ୍ତି ଏଲନ ମସ୍କ। ସୋମବାର ବଜାରକୁ ସୂଚନା ଦେବା ସମୟରେ ମସ୍କ…

ନଭେମ୍ବର ପହିଲାରୁ ଲାଗୁ ହେଲା ସାତଟି ବଡ଼ ନିୟମ: LPG, ବୀମା, ବିଜୁଳି, OTP, GST, ପେନସନ, WhatsApp ସେବା ବଦଳିଗଲା

ନୂଆଦିଲ୍ଲୀ: ପ୍ରତ୍ୟେକ ମାସର ପହିଲାରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ତେବେ ଆଜିଠାରୁ ମଧ୍ୟ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନଭେମ୍ବର ୧ ତାରିଖରୁ ବଦଳିବାକୁ ଯାଉଥିବା ନିୟମ ଦ୍ୱାରା ସାଧାରଣ…

୨୪ ଘଣ୍ଟା ନଯାଉଣୁ ବଦଳିଲା ନିଷ୍ପତ୍ତି, ଶସ୍ତା ହେବନି ପେଟ୍ରୋଲ-ଡିଜେଲ୍ ଦାମ

ନୂଆଦିଲ୍ଲୀ: ସୋମବାର ନିଷ୍ପତ୍ତି ହୋଇଥିଲା ଯେ, ମଙ୍ଗଳବାର ଠୁ ପେଟ୍ରୋଲ ଏବଂ ଡିଜେଲ୍ ଦାମ କମିବ। ସେ ପୁଣି ଲିଟର ପିଛା ୪୦ ପଇସା କମିବ ପାଞ୍ଚ ଦିନ ପର୍ଯ୍ୟନ୍ତ। ଜନତାଙ୍କ ପାଇଁ ନିଶ୍ଚିତ ଭାବେ ଏହା ଆଶ୍ଵସ୍ତିକର ଖବର…

Digital Rupee କ’ଣ ? ଏଥିରୁ ଲୋକଙ୍କୁ ମିଳିବ କେଉଁ ଫାଇଦା ,ଜାଣନ୍ତୁ…

ନୂଆଦିଲ୍ଲୀ :ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଖୁଚୁରା ଗ୍ରାହକଙ୍କ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା 'ଡିଜିଟାଲ୍ ରୂପୀ'ର ପାଇଲଟ୍ ପରୀକ୍ଷା ଆରମ୍ଭ କରିପାରେ। ଆରବିଆଇ ଏକ ବିବୃତ୍ତିରେ ଏହି ସୂଚନା…