Browsing Category

ବାଣିଜ୍ୟ

ଅନିଲ ଅମ୍ବାନୀଙ୍କୁ ଲାଗିଲା ବଡ ଝଟକା, ବଞ୍ଚାଇବା ପାରିଲେ ନାହିଁ ନିଜର ଦେବାଳିଆ କମ୍ପାନୀ

ନୂଆଦିଲ୍ଲୀ: ରିଲାୟନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀଙ୍କୁ ଲାଗିଲା ବଡ ଝଟକା। ନିଖିଲ ମର୍ଚ୍ଚାଣ୍ଟଙ୍କ ହେଜଲ ମର୍ଙ୍କେଟାଇଲ-ସ୍ଵାନ ଏନର୍ଜୀ କୋନ୍ସୋର୍ଟିୟମ ଅନିଲ ଅମ୍ବାନୀଙ୍କ ଦେବାଳିଆ ସିପୟାର୍ଡ କମ୍ପାନୀ ରିଲାୟନ୍ସ…

ଖାଇବା ତେଲର ଦାମକୁ ନେଇ ଆସିଲା ବଡ଼ ଅପଡେଟ: ସରକାର ନେଲେ କଠୋର ନିଷ୍ପତ୍ତି

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଖାଇବା ତେଲର ଦାମ୍ ବୃଦ୍ଧି କାରଣରୁ ରୋଷେଇ ବଜେଟ୍ ବିଗିଡ଼ିଯାଇଛି । ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ତେଲ ଦାମକୁ କମ୍ କରିବାକୁ ରାଜ୍ୟଗୁଡ଼ିକ ସହ ଅନେକ…

ଭାରତରେ ଲଞ୍ଚ ହେଲା Redmi 10,  କମ୍ ବଜେଟରେ 6000 mAh ବ୍ୟାଟେରୀ ସହ ମିଳୁଛି 50 MP କ୍ୟାମେରା

ରେଡମୀ ଭାରତରେ ଏହାର ନୂଆ ବଜେଟ ସ୍ମାର୍ଟଫୋନ ଲଞ୍ଚ କରିଛି । କମ୍ପାନୀର ଏହି ନୂଆ ସ୍ମାର୍ଟଫୋନ ହେଉଛି Redmi 10 ସ୍ମାର୍ଟଫୋନକୁ ବଜେଟ୍ ଦାମରେ ଲଞ୍ଚ କରିଛି । ଯାହାକୁ ଆକର୍ଷକ ଫିଚର୍ସ ସହ ଲଞ୍ଚ କରାଯାଇଛି । ଏହି…

ଆର୍‌ବିଆଇର ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ, ୮ ବ୍ୟାଙ୍କୁ ୧୨ଲକ୍ଷ ଟଙ୍କାର ଫାଇନ୍

ନୂଆଦିଲ୍ଲୀ: କେନ୍ଦ୍ରୀୟ ବ୍ୟାଙ୍କର ନିୟମର ଅବମାନନା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଥିପାଇଁ ଆରବିଆଇ ଏକାସଙ୍ଗରେ ଅନେକ ବ୍ୟାଙ୍କ ଉପରେ ଜୋରିମାନା ଲଗାଇଛି । ରିପୋର୍ଟ…

ଏସିଆର ଧନୀ ତାଲିକାରେ ପୁଣି ନଂ ୧ ହେଲେ ଅମ୍ବାନୀ, ସମ୍ପତ୍ତି ବଢ଼ାଇବାରେ ଅଦାନୀ ଆଗୁଆ

ନୂଆଦିଲ୍ଲୀ: ପୁଣି ଏସିଆର ଧନୀ ତାଲିକାର ଶୀର୍ଷକୁ ଯାଇଛନ୍ତି ମୁକେଶ ଅମ୍ବାନୀ । ୧୦୩ ବିଲିଅନ୍ ଡଲାର ସହ ମୁକେଶ ଏସିଆର ସବୁଠାରୁ ବଡ଼ ଧନୀ ହୋଇଛନ୍ତି । ବର୍ଷକ ଭିତରେ ମୁକେଶଙ୍କ ସମ୍ପତ୍ତି ୨୪ ପ୍ରତିଶତ ବଢ଼ିଛି । ଏହା ସହ…

୩୧ ମାର୍ଚ୍ଚ ପୂର୍ବରୁ ସାରିଦିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି । ଏ ବାବଦରେ ବ୍ୟାଙ୍କ ଏକ ଟ୍ୱିଟ୍ କରିଛି । ଟ୍ୱିଟରେ ବ୍ୟାଙ୍କ ନିଜର ଆକାଉଣ୍ଟଧାରୀମାନଙ୍କୁ ୩୧…

ଗରିବଙ୍କ ପାଇଁ ଖୁସିଖବର: ହୋଲି ପରେ ବି ୧୫ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ

ଲଖନଉ: ଉତ୍ତରପ୍ରନେଶରେ ମାଗଣା ରାସନ ବଣ୍ଟନ ଯୋଜନା ଚଳିତ ମାସରେ ବନ୍ଦ ହେବ ନାହିଁ । ଯୋଗୀ ଆଦିତ୍ୟନାଥ ସରକାର ଗରିବଙ୍କୁ ମାଗଣା ରାସନ ଯୋଗାଇବା ଯୋଜନାକୁ ବିସ୍ତାର କରିବାକୁ ଯାଉଛନ୍ତି । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ…

ଆଡଭାନ୍ସ ଟ୍ୟାକ୍ସ ଦେବାର ଆଜି ଶେଷ ସୁଯୋଗ, ଆସନ୍ତା ମାସରୁ ଲାଗିପାରେ ଜରିମାନା

ନୂଆଦିଲ୍ଲୀ: ଯଦି ଆପଣ ବର୍ତ୍ତମାନ ସୁଦ୍ଧ ନିଜର ଆଡଭାନ୍ସ ଟ୍ୟାକ୍ସ ଦେଇନାହାଁନ୍ତି, ତେବେ ଏହା ଆପଣଙ୍କ ପାଇଁ ଶେଷ ସୁଯୋଗ । ଆଜି ଅର୍ଥାତ୍ ୧୫ ମାର୍ଚ୍ଚ ୨୦୨୨ ଆଡଭାନ୍ସ ଟ୍ୟାକ୍ସ ଦେବାର ଡେଡଲାଇନ୍ । ଏହା ପରେ ଆପଣ…

PNB ଆକାଉଣ୍ଟଧାରୀଙ୍କ ପାଇଁ ଖୁସିଖବର! ବ୍ୟାଙ୍କ ମାଗଣାରେ ଦେଉଛି ୮ ଲକ୍ଷ ଟଙ୍କାର ଫାଇଦା, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ଆସିଛି ଖୁସିଖବର । ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ବଡ଼ ଫାଇଦା ଦେଉଛି । ଯଦି ଆପଣ ବି ପିଏନବି ବ୍ୟାଙ୍କର ଗ୍ରାହକ ଓ ଆପଣଙ୍କୁ ଅଚାନକ୍ ଟଙ୍କାର ଆବଶ୍ୟକତା…

ରାସନ କାର୍ଡ ହଜିଯାଇଥିଲେ ଏହି ଉପାୟରେ କରନ୍ତୁ ଡୁପ୍ଲିକେଟ୍ ରାସନ କାର୍ଡ, ଜାଣନ୍ତୁ ପୂରା ପ୍ରକ୍ରିିୟା

ନୂଆଦିଲ୍ଲୀ: ରାସନ କାର୍ଡଧାରକଙ୍କ ପାଇଁ କାମର ଖବର । ବର୍ତ୍ତମାନ ସମୟରେ ଗରିବ ଲୋକ ତଥା ମଧ୍ୟବିତ୍ତଙ୍କ ପାଇଁ ରାସନ କାର୍ଡ ଗୁରୁତ୍ୱପୂର୍ଣ୍ଣ ଜିନିଷ ପାଲଟିଯାଇଛି । ଏହା ମାଧ୍ୟମରେ ଲୋକମାନେ ଫ୍ରୀ ରାସନ ପାଇପାରୁଛନ୍ତି…