Browsing Category

ବାଣିଜ୍ୟ

ଆପଣଙ୍କ Gmail ଆକାଉଣ୍ଟ୍ କିଏ ବ୍ୟବହାର କରୁଛି? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଓଡ଼ିଶା ଭାସ୍କର ବ୍ୟୁରୋ: ଜି-ମେଲ୍ ହେଉଛି ଦୁନିଆରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା ଇ-ମେଲ୍ ସର୍ଭିସ୍ । ଆପଣ ମାନଙ୍କ ପାଖରେ ନିଜର ଜିମେଲ୍ ଆକାଉଣ୍ଟ୍ ରହିଥିବ ନିଶ୍ଚୟ । ତେବେ ଭାରତରେ ସାଇବର୍ ସିକ୍ୟୁରିଟି ଓ…

କଣ ଆପଣ ୮ବର୍ଷ ତଳର ପୁରୁଣା ଗାଡ଼ି ଚଳାଉଛନ୍ତି କି? ଯଦି ହଁ, ତାହେଲେ ପ୍ରତିବର୍ଷ କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ: ୮ ବର୍ଷ ତଳର ପୁରୁଣା ଗାଡ଼ି ଚଳାଉଥିଲେ ପ୍ରତିବର୍ଷ ଆପଣଙ୍କୁ ନିଜ ଗାଡ଼ିର ଫିଟନେସ୍ ଟେଷ୍ଟ୍ କରିବାକୁ ହେବ । କେନ୍ଦ୍ର ସରକାର ପରିବେଷ ଓ ସଡ଼କ ସୁରକ୍ଷା କୁ ଆଖି ଆଗରେ ରଖି ଏହି ନିୟମକୁ ବାଧ୍ୟତାମୂଳକ…

ମାଗଣା ମିଳୁଛି OTT ସବସ୍କ୍ରିପସନ୍: ଜାଣନ୍ତୁ କେମିତି ଉଠାଇ ପାରିବେ ଫାଇଦା

ନୂଆଦିଲ୍ଳୀ: କରୋନା ସମୟରେ ଥିଏଟର ଗୁଡିକରେ ଭିଡ କମଥିବା ବେଳେ ଓଟିଟି ପ୍ଲାଟଫର୍ମର ଚାହିଦା ବଢିବାରେ ଲାଗିଛି । ଏମିତିରେ ଯଦି ଆପଣଙ୍କୁ କୁହାଯିବ କି ଆପଣଙ୍କୁ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ସମ୍ପୂର୍ଣ୍ଣ…

କରୋନା କାଳରେ ଭାରତରେ ବଢିଛି କୋଟିପତିଙ୍କ ସଂଖ୍ୟା, ସବୁଠୁ ଆଗରେ ମୁମ୍ବାଇ

ନୂଆଦିଲ୍ଲୀ: କରୋନା କାଳରେ ଭାରତରେ ବଢିଛି କୋଟିପତିଙ୍କ ସଂଖ୍ୟା। ଏକ ସର୍ଭେକ୍ଷେଣରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇରେ ସବୁଠୁ ଅଧିକ ୨୦,୩୦୦ ଜଣଙ୍କ ପାଖରେ ୭ କୋଟିରୁ ଅଧିକ ସଂପତ୍ତି ରହିଛି। ଏହା ପରେ…

ଆଜି ପୁଣି ମହଙ୍ଗା ହେଲା ସୁନା-ରୁପା; ୫୦ ହଜାର ପାର୍ କଲା ସୁନା ଦର, ଜାଣନ୍ତୁ ରୁପା କେତେ

ନୂଆଦିଲ୍ଲୀ: ଆଜି ସୁନା-ରୁପାର ନୂତନ ଦର ପ୍ରକାଶ ପାଇଛି । ଭାରତୀୟ ବଜାରରେ ସୁନା-ରୁପାର ଦାମ୍ ବଢ଼ିଚାଲିଛି । ଏହି କ୍ରମରେ ପୁଣି ସୁନା ଦର ବୃଦ୍ଧି ପାଇଛି । ୧୦ ଗ୍ରାମ ସୁନାର ମୁଲ୍ୟ ୫୦ ହଜାର ପାର୍ କରିଛି । ସେହିପରି…

ପୁଣି ମହଙ୍ଗା ମାଡ଼: ଦ୍ୱିତୀୟ ଥର ପାଇଁ ବଢ଼ିଲା ସାବୁନ୍-ସର୍ଫ-ପାଉଡର୍ ର ଦାମ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଲଗାତର ଭାବରେ ଦେଶରେ ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ପେଟ୍ରୋଲ୍, ଡିଜେଲ୍, ଖାଇବା ତେଲର ଦାମ୍ ବଢ଼ିବା ପରେ ଏବେ ସାବୁନ୍, ସର୍ଫ, ଡିସୱାଶ୍ ଭଳି ଉତ୍ପାଦର ଦାମ୍ ବଢ଼ିଛି । ଅସଲରେ ଦେଶର…

ଦେଶର ୨୦ଟି ସହରରେ ମିଳିବ Bajaj Chetak ଇଲେକ୍ଟ୍ରିକ୍ ସ୍କୁଟର: ଦେଖନ୍ତୁ ଲିଷ୍ଟରେ ଓଡ଼ିଶାର ସହରର ନାମ ଅଛି କି ନା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଇଲେକ୍ଟ୍ରିକ୍ ସ୍କୁଟରର ଚାହିଦା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବଜାର ଅଟୋ ନିଜର ଇଲେକ୍ଟ୍ରିକ୍ ସ୍କୁଟର ବଜାଜ୍ ଚେତକର ନେଟୱାର୍କକୁ ବଢ଼ାଇଛି । ଏବେ କମ୍ପାନୀ ସ୍କୁଟରକୁ ଦେଶର…

ଜିଏସଟିରେ ହୋଇପାରେ ବଡ଼ ପରିବର୍ତ୍ତନ, ହୋଇପାରେ ଟ୍ୟାକ୍ସ ଛାଡ଼

ନୂଆଦିଲ୍ଲୀ: ରାଜ୍ୟମାନଙ୍କ ଆମଦାନୀ ବଢ଼ାଇବା ଏବଂ ଦରଦାମକୁ ସରଳ କରିବା ପାଇଁ ସରକାର ଜିଏସଟି ବ୍ୟବସ୍ଥାରେ ପରିବର୍ତ୍ତନ କରିପାରନ୍ତି । ୨୦୧୭ ରୁ ଲାଗୁ ହୋଇଥିବା ଜିଏସଟି ବ୍ୟବସ୍ଥା ପରେ ରାଜ୍ୟମାନଙ୍କର ରାଜସ୍ୱରେ…

ଗୋଟିଏ ମୋବାଇଲ ନମ୍ବରରୁ ମଗାଇ ପାରିବେ ସଂପୂର୍ଣ୍ଣ ପରିବାରର ପିଭିସି ଆଧାର କାର୍ଡ, ସହଜରେ କରିପାରିବେ ଆବେଦନ

ନୂଆଦିଲ୍ଲୀ: ପିଭିସି ଆଧାର କାର୍ଡ ପାଇଁ ଅନେକ ସେମାନଙ୍କ ଆଧାର କାର୍ଡର ଖୋଲା ବଜାରରେ ପିଭିସି ତିଆରି କରୁଛନ୍ତି । ଏନେଇ ୟୁଆଇଡିଆଇ ତରଫରୁ ଏକ ଜରୁରୀ ସୂଚନା ଦିଆଯାଇଛି । ଯେଉଁଥିରେ କୁହାଯାଇଛି ଯେ ଖୋଲା ବଜାରରୁ…

ଭଣ୍ଡ ବାବାଙ୍କ କଥାରେ ଚଲାଉଥିଲେ ଶେୟାର ବଜାର: ଘରେ ରେଡ୍ କଲା ଆୟକର ବିଭାଗ

ନୂଆଦିଲ୍ଳୀ: ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପୂର୍ବତନ ମୁଖ୍ୟ ଚିତ୍ରା ରାମକୃଷ୍ଣଙ୍କ ଘରେ ରେଡ କରିଛି ଆୟକର ବିଭାଗ । ଜନୈକ ବାବାଙ୍କ କଥାରେ ପରିଚାଳିତ ହୋଇ ଚିତ୍ରା ମନ ଇଚ୍ଛାରେ ନିଯୁକ୍ତି ଦେଉଥିବା ବେଳେ ଅନେକ…