fbpx
Browsing Category

ବାଣିଜ୍ୟ

ବନ୍ଦ ହେବନି ବିମାନ ଚଳାଚଳ

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ରନୱେ ରିକାର୍ପେଟିଙ୍ଗ ପାଇଁ ବନ୍ଦ ହେବନି ବିମାନ ଚଳାଚଳ । ଫେବୃଆରୀ ପ୍ରଥମ ସପ୍ତାହରୁ ଭୁବନେଶ୍ୱର ବିମାନବନ୍ଦରର ରିକାର୍ପେଟିଙ୍ଗ କାମ ଆରମ୍ଭ ହେବ । ୮ରୁ ୧୦ ମାସ ଧରି ଏହି କାମ…

କ’ଣ ୩ ଦିନ ପରେ ବନ୍ଦ ହୋଇଯିବ ଆପଣଙ୍କ ପ୍ୟାନ୍ ଓ ଏଟିଏମ୍ କାର୍ଡ ? ଏପରି କରନ୍ତୁ ଚେକ୍

୨୦୧୯ ମସିହା ଶେଷ ହେବାକୁ ଆଉ ମାତ୍ର ୩ ଦିନ ଅଛି । ବର୍ଷର ଶେଷ ଦିନ ବା ୩୧ ଡିସେମ୍ବର ଭିତରେ ଆପଣଙ୍କୁ ପ୍ୟାନ୍ ଓ ଏଟିଏମ୍ ସମ୍ବନ୍ଧ ସମସ୍ତ ଜରୁରୀ କାମ କରିବାକୁ ପଡିବ । ଯଦି ଏପରି ନ କରନ୍ତ, ତେବେ ଆପଣଙ୍କୁ ବହୁ…

ଜାନୁଆରୀ ୧ରୁ ବଦଳିଯିବ ଏସବିଆଇ ଏଟିଏମର ନିୟମ

ନୂଆଦିଲ୍ଲୀ,୨୭ ।୧୨: ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇର ଏଟିମ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଖାସ୍ ଖବର । ୧ ଜାନୁଆରୀରୁ ଟଙ୍କା ଉଠାଣର ନିୟମରେ ପରିବର୍ତ୍ତନ କରିଛି ଏସବିଆଇ ।…

ସାଧାରଣ ଜନତାଙ୍କ ପାଇଁ ବଡ ଖବର ! ଗ୍ୟାସ୍ ଦର ଶସ୍ତା ପାଇଁ ନିଷ୍ପତ୍ତି ନେଇପାରନ୍ତି ମୋଦୀ ସରକାର

ନୂଆଦିଲ୍ଲୀ,୨୬ ।୧୨:ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନାରେ ପିଏନଜି ସଂଯୋଗ କରି ଆପଣ ବି ସବସିଡିର ଲାଭ ଉଠାଇପାରିବେ । ସୂତ୍ରରୁ ମିଳୁଥିବା ଖବର ମୁତାବକ, ସହରରେ ଥିବା ଗରୀବ ଗ୍ରାହକଙ୍କୁ ପିଏନଜି କନେକ୍ସନ ନେବାରେ ଆର୍ଥିକ…

ନୂଆବର୍ଷରେ ଜିଓର ଦମଦାର ଅଫର

ଭୁବନେଶ୍ୱର, ୨୩ା୧୨(ଓଡ଼ିଶା ଭାସ୍କର): ବଜାରରେ ଜିଓ ଚାହିଦା ବଢ଼ିବାରେ ଲାଗିଛି । ଜିଓର ଗ୍ରାହକଙ୍କୁ ଖୁସି କରିବା ଲାଗି ଏବଂ ନୂଆ ବର୍ଷ ପାଇଁ ଜିଓ ଫୋନ୍ ଓ ସ୍ମାର୍ଟ ଫୋନ୍ ପାଇଁ ଦମଦାର ଅଫର ଆସିଛି । ସ୍ମାର୍ଟ ଫୋନ୍…

ଏଣିକି ସ୍ୱାଭିମାନ ଅଞ୍ଚଳରେ ମିଳିବ ବ୍ୟାଙ୍କିଙ୍ଗ ସେବା

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ୧୫୭ତମ SLBC ବୈଠକ ଉଦଘାଟିତ ହୋଇଯାଇଛି । ଏହାକୁ ଉଦଘାଟିତ କରିଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ଓଡିଶାର ୪୯୨୧ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ…

ଟାଟାକୁ NCLATର ଝଟକା: ପୁନଃ ସାଇରସ୍ ମିସ୍ତ୍ରୀ ହେଲେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ

ନୂଆଦିଲ୍ଳୀ,୧୮ ।୧୨: ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ(NCLAT) ଟାଟା କମ୍ପାନୀକୁ ଝଟକା ଦେଇଛି । କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରେ ପୁନଃ ସାଇରସ୍ ମିସ୍ତ୍ରୀ ଅବସ୍ଥାପିତ ହୋଇଛନ୍ତି । ଏହି ପଦବୀରେ ଏନ୍.ଚନ୍ଦ୍ରଙ୍କ…