Browsing Category

Budget 2025

Union Budget 2024

ବଦଳିଲା ‘ମେକ୍‌ ଇନ୍‌ ଓଡ଼ିଶା’ ନାଁ; ଏଣିକି ‘ଉତ୍କର୍ଷ ଉତ୍କଳ’ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ଲକ୍ଷ୍ୟ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିଲା 'ମେକ୍‌ ଇନ୍‌ ଓଡ଼ିଶା' ନାଁ । ମେକ୍‌ ଇନ୍‌ ଓଡ଼ିଶା ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ । ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ନେଇ ରଖାଯାଇଛି ଲକ୍ଷ୍ୟ । ୨୦୨୯…

‘ମୋ ସ୍କୁଲ’ ନାଁ ବଦଳି ହେଲା ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’; ସ୍କୁଲରେ ଡ୍ରପ୍‌ ଆଉଟ ରୋକିବାକୁ ନୂଆ ଯୋଜନା…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଦଳିଲା 'ମୋ ସ୍କୁଲ' ନାଁ । 'ମୋ ସ୍କୁଲ' ନାଁ ବଦଳି ହେଲା 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ' । 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ' ଯୋଜନା ପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ।…

ମଧୁବାବୁ ପେନସନଧାରୀଙ୍କ ପାଇଁ ବଡ ଘୋଷଣା: ୩ ହଜାର ୫୦୦ ମିଳିବ ଭତ୍ତା

ଭୁବନେଶ୍ୱର: ରାଜ୍ୟ ବଜେଟରେ ମଧୁବାବୁ ପେନସନ ଯୋଜନାର ଭତ୍ତାର ପରିଣାକୁ ବୃଦ୍ଧି କରାଯାଇଛି । ବଜେଟରେ ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା; ଏଣିକି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମିଳିବ ସେବା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ନୂଆ ଯୋଜନା ଆରମ୍ଭ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କଲେ ସରକାର । ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ।…

ନୂଆ ସରକାରରେ ପ୍ରଥମ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବଜେଟର ମୋଟ୍ ପରିମାଣ ୨ ଲକ୍ଷ ୬୫ ହଜାର କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟର ମୋଟ୍ ପରିମାଣ ପ୍ରାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା । ଏହା ୨୦୨୩-୨୪ ତୁଳନାରେ ୧୫% ଅଧିକ ଅଟେ । ତେବେ ଆସନ୍ତୁ…

ଚଳିତ ବର୍ଷ ୨୦୨୪-୨୫ ପାଇଁ ୧୫ ପ୍ରତିଶତ ବଜେଟ ପରିମାଣ ବୃଦ୍ଧି

ଭୁବନେଶ୍ୱର: ବଜେଟ ଅଭିଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତ ଗଠନ ପାଇଁ ବିକଶିତ ଓଡିଶା ଗଠନ କରିବା ଜରୁରୀ ଅଟେ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ…

ଲଗାତାର ଚତୁର୍ଥ ଦିନ ହ୍ରାସହେବା ପରେ ବନ୍ଦ ହେଲା ଷ୍ଟକ୍ ବଜାର; ଆକ୍ସିସ୍ ବ୍ୟାଙ୍କ ରେଜେଲ୍ଟ୍ ପାଇଁ ନିଫ୍ଟି ବ୍ୟାଙ୍କ ବି ହ୍ରାସ

ମୁମ୍ୱାଇ: ବଜେଟ୍ ଉପସ୍ଥାପିତ ହେବା ପରଠାରୁ ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଥିବା ଗୁରୁବାର କାରବାର ଅଧିବେଶନରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ଆଜିର ଅଧିବେଶନରେ ନିମ୍ନ ସ୍ତରରୁ ବଜାରରେ ସୁଧାର ଦେଖିବାକୁ…

ଖେଲୋ ଇଣ୍ଡିଆକୁ ପୁଣିଥରେ ଖେଳ ବଜେଟରେ ମିଳିଛି ବଡ ଅଂଶ, ଖେଳିବ ଇଣ୍ଡିଆ, କ୍ରୀଡାରେ ବଢିବ ଭାରତ

ଓଡିଶା ଭାସ୍କର: ସରକାର ଗତକିଛି ବର୍ଷ ହେବ ଖେଲୋ ଇଣ୍ଡିଆରେ ବଡଧରଣର ନିବେଶ କରୁଛନ୍ତି । ନିମ୍ନସ୍ତରରରୁ ଖେଳାଳିଙ୍କୁ ଚିହ୍ନଟ କରି ଅନ୍ତର୍ଜାତୀୟସ୍ତରରେ ସେମାନେ ପ୍ରସ୍ଫୁଟିତ ହେବାର ଏକ ସୁନ୍ଦର ପ୍ରୟାସ ହେଉଛି ଏହି…

ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ; ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବଜେଟ ପୂର୍ବରୁ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁସାରେ ଓଡ଼ିଶାରେ ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା । ୨୦୨୩-୨୪ରେ ଓଡ଼ିଶାର ଅଭିବୃଦ୍ଧି ହାର ୮.୫% ରହିବା…

ମହଙ୍ଗା ଓ ଶସ୍ତା ସାମଗ୍ରୀ ଲିଷ୍ଟ: ବଜେଟ ଘୋଷଣା ପରେ କେଉଁ ସାମଗ୍ରୀର ଦାମ୍ କମିଲା ଓ କେଉଁ ସାମଗ୍ରୀର ଦାମ୍ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସଂସଦରେ କେନ୍ଦ୍ର ବଜେଟ ଆଗତ କରିଥିଲେ । ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ଦେଶର କୋଟି ଜନତା, ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଉତ୍ସୁକତାର ସହ ଚାହିଁ…