Browsing Category
ଶିକ୍ଷା
RBIରେ ଗ୍ରେଡ୍ B ପଦବୀ ପାଇଁ ଖୁବ ଶୀଘ୍ର ଆସିବ ବିଜ୍ଞପ୍ତି, ଦରମା ମାସକୁ ୧ ଲକ୍ଷ
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନଙ୍କ ପାଇଁ ଆରବିଆଇରେ ଚାକିରି କରିବାର ଉତ୍ତମ ସୁଯୋଗ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଗ୍ରୁପ୍ ବି ନିଯୁକ୍ତି ପାଇଁ ବିଜ୍ଞପ୍ତି ଖୁବ ଶୀଘ୍ର ପ୍ରକାଶ ପାଇବ…
ୟୁଜିସି ନେଟ୍ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କଲା NTA; ଜାଣନ୍ତୁ କେଉଁ ଦିନ ହେବ ଅନୁଷ୍ଠିତ…
ନୂଆଦିଲ୍ଲୀ: ୟୁଜିସି-ନେଟ୍ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କଲା NTA । ଜୁନ୍ ୧୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା । ଏନେଇ ନୂଆ ତାରିଖ ଘୋଷଣା ହୋଇଛି । ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ…
SSC MTS ନିଯୁକ୍ତି ୨୦୨୪: ୮୩୨୬ ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । କେନ୍ଦ୍ର ସରକାରଙ୍କ କର୍ମଚାରୀ ଚୟନ ଆୟୋଗ (ଏସଏସସି) ତରଫରୁ ମଲ୍ଟି ଟାସ୍କିଂ (ଏମଟିଏସ) (ନନ-ଟେକ୍ନିକାଲ) ଷ୍ଟାଫ ଓ ହାବିଲଦାର (ସିବିଆଇସି…
HCL ରେ ଚାକିରି ପାଇବା ପାଇଁ ଉତ୍ତମ ସୁଯୋଗ: ବାହାରିଛି ବମ୍ପର ପଦବୀ , ଦରମା ୧୨୦୦୦୦ ଟଙ୍କା
ହିନ୍ଦୁସ୍ତାନ କପର ଲିମିଟେଡ୍ (HCL) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ଜୁନିଅର ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ HCL ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି…
NEET MDS କାଉନସେଲିଂର ଶିଡ୍ୟୁଲ ଜାରି ହେଲା: ଜୁଲାଇ ପହିଲାରୁ ଆରମ୍ଭ ହେବ ପଞ୍ଜିକରଣ
ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟୀ କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫର ମାଷ୍ଟର୍ସ ଅଫ୍ ଡେଣ୍ଟଲ ସର୍ଜରୀ (ନୀଟ ଏମଡିଏସ) କୋର୍ସ ପାଇଁ କାଉନସେଲିଂ ଖୁବଶୀଘ୍ର ଆରମ୍ଭ ହେବ । ନୀଟ ଏମଡିଏସ କାଉନସେଲିଂର ସମ୍ପୂର୍ଣ୍ଣ ଶିଡ୍ୟୁଲ…
IBPS RRB ନିଯୁକ୍ତି ୨୦୨୪: ଅନଲାଇନ୍ ପଞ୍ଜିକରଣ ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ)ର ଆବେଦନକୁ ନେଇ ଆସିଛି ଏକ ବଡ଼ ଖବର । ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ରେ ଅଫିସର ସ୍କେଲ-୧, ସ୍କେଲ-୨, ସ୍କେଲ-୩…
ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର! ଚଳିତ ଶିକ୍ଷାବର୍ଷରୁ ମହାବିଦ୍ୟାଳୟରେ ବୃଦ୍ଧି ପାଇବ ସିଟ୍
ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ଅଧୀନରେ ଥିବା ମୋଟ୍ ୮୦ଟି ଯୁକ୍ତ ୨ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ସିଟ୍ ବୃଦ୍ଧି କରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୩୬ଟି…
OPSC ପକ୍ଷରୁ ସୂଚନା: ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀ ଲିଖିତ ପରୀକ୍ଷା ତାରିଖ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀ, ଗ୍ରୁପ-ବି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଜୁଲାଇ ମାସ ୨୧ ତାରିଖ (ରବିବାର) ଦିନ କଟକ ଜୋନରେ ଏହି ପଦ ପାଇଁ ଲିଖିତ…
ଜୁଲାଇ ୧୪ରେ ହେବ ATO ପ୍ରିଲିମିନାରୀ ପରୀକ୍ଷା: ପ୍ରୋଗ୍ରାମ ଜାରି କଲା OSSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ହେଉଥିବା ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁଲାଇ ମାସ ୭ ତାରିଖରେ…
ଜୁଲାଇ ୨୦ରେ ହେବ ସିଷ୍ଟମ ଆସିଷ୍ଟାଣ୍ଟ ମୁଖ୍ୟ ଲିଖିତ ପରୀକ୍ଷା: OSSC ପକ୍ଷରୁ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସୂଚନା ଆୟୋଗରେ ସିଷ୍ଟମ ଆସିଷ୍ଟାଣ୍ଟ ପଦ ପୂରଣ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗତ ଫେବୃଆରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହା ମଧ୍ୟରେ ଏହି…