Browsing Category

ଶିକ୍ଷା

+୨ ନାମଲେଖା ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଆରମ୍ଭ, ଶୀଘ୍ର କରନ୍ତୁ ଆବେଦନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜରେ ଖାଲିଥିବା ସିଟରେ ତୃତୀୟ ପର୍ଯ୍ୟାୟ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆବେଦନ…

କଏଦୀଙ୍କ ପାଇଁ ନୂଆ Scheme: ପରୀକ୍ଷାରେ ପାସ୍ କଲେ କମ୍ ହେବ ଜେଲ ଦଣ୍ଡ, ୧୪୫ କଏଦୀ ମାରିଲେ ବାଜି

ମୁମ୍ବାଇ: ବର୍ତ୍ତମାନ ଜେଲ କୋଠରୀ ଭିତରେ ବନ୍ଦ ଥିବା କଏଦୀ ପାଠ ପଢିବା ପ୍ରତି ଆଗ୍ରହୀ ହେଉଛନ୍ତି । ସେଥିପାଇଁ ଏକ ବଡ଼ ସ୍କିମ ଏବେ ଲାଗୁ ହୋଇଛି । ପରୀକ୍ଷାରେ ପାସ୍ କରୁଥିବା କଏଦୀମାନଙ୍କୁ ଜେଲ ଦଣ୍ଡରୁ ମୁକ୍ତି…

RBIରେ ଆସିଷ୍ଟାଣ୍ଟ ପଦବୀ ପାଇଁ ବାହାରିଛି ନିଯୁକ୍ତି, ଅନ୍ତିମ ତାରିଖ ପୂର୍ବରୁ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର ରହିଛି । ତେବେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରେ ପଦବୀ ଖାଲି ପଡିଛି । ଦରମା ଏବଂ ସୁବିଧା ଦୃଷ୍ଟିରୁ…

୧୩,୦୦୦ ଲୋକଙ୍କୁ ନିଯୁକ୍ତି ଦେବ ଆଦାନୀ ଗ୍ରୁପ୍, କମ୍ପାନୀ ପ୍ରସ୍ତୁତ କରିଛି ଏହି ପ୍ଲାନ୍

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ନିଜର ବ୍ୟବସାୟ ବିସ୍ତାର ପାଇଁ ପ୍ରତିଦିନ କାମ କରୁଛି । ବର୍ତ୍ତମାନ ଖବର ଆସୁଛି ଯେ, ୨୦୨୭ ସୁଦ୍ଧା ଆଦାନୀ ଗ୍ରୁପ୍ ଆଉ ଏକ ନୂଆ ମାନୁଫାକ୍ଚରିଂ ପ୍ରୋଜେକ୍ଟ ସ୍ଥାପନ କରିବ । ଏଥର ଆଦାନୀ…

ସାବଧାନ୍! ଆପଣଙ୍କ University ଅସଲି ତ? UGC ଜାରି କଲା ନକଲି ବିଶ୍ୱବିଦ୍ୟାଳୟ ତାଲିକା

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ତରଫରୁ ଜାରି କରାଯାଇଛି ନକଲି ବିଶ୍ୱବିଦ୍ୟାଳୟର ତାଲିକା । ଦେଶର ଅନେକ ରାଜ୍ୟରେ ଏକାଧିକ ନକଲି ୟୁନିଭର୍ସିଟି ଖୋଲି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ସହ ଖେଳାଯାଉଛି…

କନିଷ୍ଠ ସହାୟକ ପଦ ପାଇଁ ଜାରି ହେଲା ବିଜ୍ଞପ୍ତି: ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମରେ ନିଯୁକ୍ତି ସୁଯୋଗ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିମିଟେଡ (ଓପିଏଚଡବ୍ଲ୍ୟୁସି) ପକ୍ଷରୁ କନିଷ୍ଠ ସହାୟକ ପଦ ପାଇଁ ବିଜ୍ଞପ୍ତି…

‘ଅଲ୍ ଇଣ୍ଡିଆ ବାର୍’ ପରୀକ୍ଷା ପାଇଁ ବଢ଼ିଲା ରେଜିଷ୍ଟ୍ରେସନ୍ ତାରିଖ, ଏହି ଦିନ ପଯ୍ୟନ୍ତ କରିପାରିବେ ଆପ୍ଲାଏ

ନୂଆଦିଲ୍ଲୀ: ଚଳିତ ବର୍ଷ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ‘ଅଲ୍ ଇଣ୍ଡିଆ ବାର୍ କାଉନସିଲ୍’ ପରୀକ୍ଷାର ୧୮ ତମ ଅଧିବେଶନର କାର୍ଯ୍ୟସୂଚୀ ପ୍ରକାଶ କରିଛି । କାର୍ଯ୍ୟସୂଚୀ ଅନୁଯାୟୀ, ଏହି ପରୀକ୍ଷା ଅକ୍ଟୋବର ମାସରେ କରାଯିବ ।…

ଅକ୍ଟୋବର ୧୬ ତାରିଖରୁ ସ୍କୁଲ ସମୟରେ ହେବ ପରିବର୍ତ୍ତନ: ଆଜିଠୁ ମେଡିକାଲ ଟାଇମ ବଦଳିଲା

ନୂଆଦିଲ୍ଲୀ: ଆଜି ଅକ୍ଟୋବର ପହିଲାରୁ ଦେଶରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଏଥିସହିତ ବଦଳିଯାଇଛି ମେଡିକାଲ ବ୍ୟବସ୍ଥାର ସମୟ । ତେବେ ଆସନ୍ତା ୧୬ ତାରିଖରୁ ସ୍କୁଲଗୁଡ଼ିକରେ ମଧ୍ୟ ଟାଇମିଙ୍ଗ ପରିବର୍ତ୍ତନ ହେବାକୁ…

NCLରେ ଖାଲି ପଡିଛି ୧୧୪୦ରୁ ଅଧିକ ପଦବୀ, ଇଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଓଡିଶା ଭାଷ୍କର : ସରକାରୀ ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଏକ ଖୁସି ଖବର । ନର୍ଦନ କୋଲ୍ଡଫିଲ୍ଡସ ଲିମିଟେଡ(NCL)ରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ, NCL କମ୍ପାନୀ…

UGCର ପରାମର୍ଶ: ଅନଲାଇନ Ph.D ଓ M.Phil ବୈଧ ନୁହେଁ, ନାମ ଲେଖାଇବା ପୂର୍ବରୁ ଯାଞ୍ଚ କରନ୍ତୁ

ନୂଆଦିଲ୍ଲୀ: ଆଜିକାଲି ଅନେକ ଏଡୁଟେକ କମ୍ପାନୀ ଅଧିନରେ ଛାତ୍ରଛାତ୍ରୀ ଅନଲାଇନରେ ଶିକ୍ଷା ଗ୍ରହଣ କରୁଥିବା ଦେଖାଯାଉଛି । ବିଶେଷ କରି କିଛି ଛାତ୍ରଛାତ୍ରୀ ଅନଲାଇନରେ ପିଏଚଡି ଓ ଏମଫିଏଲ ଡିଗ୍ରୀରେ ନାମ ଲେଖାଉଥିବା…