Browsing Category
ଶିକ୍ଷା
OSSC ଜାରି କଲା ବିସ୍ତୃତ ସିଲାବସ୍: ଜୁନ୍ ୧୨ରେ ହେବ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ମାସ ୧୨ ତାରିଖରେ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ୨୦୨୩ ପଦର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ କରାଯିବ । ଡାଇରେକ୍ଟୋରେଟ୍ ଅଫ୍ ହେଲଥ ଇଣ୍ଟେଲିଜେନ୍ସ ଆଣ୍ଡ ଭିଟାଲ ଷ୍ଟାଟିଷ୍ଟିକ୍ସ,…
+୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ଜାଣନ୍ତୁ କେବେ ଠାରୁ କରିବେ ଆବେଦନ
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଜୁନ୍ ୩ ତାରିଖରୁ +୩ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛି । +୩ ନାମଲେଖା ପାଇଁ ଆବେଦନ କରିବାକୁ…
ପ୍ରକାଶ ପାଇଲା ବିଜ୍ଞପ୍ତି: ଜୁନ୍ ୩ରୁ UG ନାମଲେଖା ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ୩ରୁ ୟୁଜି ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ୨୦୨୪-୨୫ ଶିକ୍ଷାବର୍ଷରେ ସ୍ନାତକରେ ଆଡମିଶନ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ୩ରେ ପଢ଼ିବାକୁ ଇଚ୍ଛୁକ ଥିବା…
UPSC ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ୩ ଶହରୁ ଅଧିକ ପଦରେ ଦିଆଯିବ ନିଯୁକ୍ତି
ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ତରଫରୁ ୩ ଶହରୁ ଅଧିକ ପଦରେ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ…
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା: ମେ ୧୯ରୁ ଆରମ୍ଭ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତରିଖରୁ ବି.ଏଡ, ବିଏଚଏଡ ଓ ଏମ.ଏଡ ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ ଆରମ୍ଭ ହେବ । ରାଜ୍ୟର ୩୧ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ…
ଭାଙ୍ଗିଲା ବର୍ତ୍ତମାନର ସମସ୍ତ ରେକର୍ଡ: ଏହି ଯୋଜନାରୁ ୨୦,୦୦୦ କର୍ମଚାରୀଙ୍କୁ ଛଟେଇ କଲା ଆଇଟି ସେକ୍ଟର
ନୂଆଦିଲ୍ଲୀ: ୩୧ ବର୍ଷୀୟ ଆକାଶ ସେହି ଦିନକୁ ମନେ ପକାନ୍ତି ଯେତେବେଳେ ତାଙ୍କ ମ୍ୟାନେଜର ଏବଂ ଏଚଆର କାର୍ଯ୍ୟନିର୍ବାହୀ ତାଙ୍କୁ ଏକ ଭର୍ଚୁଆଲ୍ ମିଟିଂରେ ଯୋଗଦେବାକୁ ଇମେଲ୍ ମାଧ୍ୟମରେ କହିଥିଲେ । ଏହି ସଭା ପ୍ରାୟ ୧୫ ରୁ…
ଜୁନ୍ ୯ରେ ହେବ ପ୍ରିଲିମିନାରୀ ପରୀକ୍ଷା: ଜୁନିୟର MVI ଓ ଜୁନିୟର ମାଇନିଂ ଅଫିସର ପରୀକ୍ଷା ତାରିଖ ଘୋଷଣା କଲା OSSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)-୨୦୨୩ ଅଧିନରେ ଜୁନିୟର ଏମଭିଆଇ, ଜୁନିୟର ମାଇନିଂ ଅଫିସର ଓ ଟ୍ରେସର ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ ।…
ଜୁନ୍, ଜୁଲାଇ ଓ ଅଗଷ୍ଟ ମାସ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ଜାରି କଲା OSSC: ୯୦ ଦିନରେ ହେବ ୧୩ଟି ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୩ ମାସ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ଜାରି କରିଛି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) । ଜୁନ୍, ଜୁଲାଇ ଓ ଅଗଷ୍ଟ ମାସରେ ବିଭିନ୍ନ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ…
ଛାତ୍ରୀମାନେ ସାବଧାନ୍! ପରୀକ୍ଷାରେ ପିନ୍ଧନ୍ତୁ ନାହିଁ ଏହି ଅଳଙ୍କାର: ମୁଦି,ବ୍ରେସଲେଟ, ହାରକୁ ମନା
ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ସାରା ଦେଶରେ ଗ୍ରାଜୁଏସନ୍ ଆଡମିଶନ୍ ପାଇଁ CUET(କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ)ପରୀକ୍ଷା ଆୟୋଜନ ହେଉଛି । ତବେ କେବଳ ଦିଲ୍ଲୀରେ ହିଁ ସେଣ୍ଟର୍ସ ପରୀକ୍ଷା ବାକି ରହିଛି ।…
ଆଜି ହିଁ ଓଡ଼ିଶା CHSL ପରୀକ୍ଷା ପାଇଁ କରନ୍ତୁ ଆବେଦନ: 673 ଟି ପଦବୀ ପାଇଁହେବ ପରୀକ୍ଷା, ଜୁଲାଇ ୨୧ରେ ପ୍ରିଲିମ୍ସ
ଭୁବନେଶ୍ୱର :ଓଡ଼ିଶା CHSL ପରୀକ୍ଷା 2024 ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀଙ୍କ ପାଇଁ ଅପଡେଟ । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଦ୍ୱାରା ପରିଚାଳିତ ମିଳିତ ଉଚ୍ଚ ମାଧ୍ୟମିକ (10 + 2) କିମ୍ବା ସମାନ…