Browsing Category
City News
ଚିକିତ୍ସାଳୟରେ ଚରମ ଅବହେଳା, ଜ୍ବରରେ ଆକ୍ରାନ୍ତ ଶିଶୁକୁ ଦେଲେ କୁକୁର କାମୁଡ଼ା ଇଞ୍ଜେକସନ
ବଣାଇ: ଚିକିତ୍ସାଳୟରେ ଚରମ ଅବହେଳା । ଜ୍ବରରେ ଆକ୍ରାନ୍ତ ଶିଶୁକୁ ଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡାକ୍ତରଖାନାରୁ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ, ଜଣେ ୪ ବର୍ଷର ଶିଶୁକୁ ଜ୍ବର…
ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ମେ’ 1ରୁ ଥିଲା ବନ୍ଦ
ରାଜନଗର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପର୍ଯ୍ୟଟକଙ୍କୁ ସ୍ଵାଗତ କରିବା ଲାଗି ବନ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। କୁମ୍ଭୀର ପ୍ରଜନନ ପାଇଁ ଗତ…
ଆଗାମୀ 24 ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା; 3 ଜିଲ୍ଲାକୁ ୱାର୍ଣ୍ଣିଂ, ବଜ୍ରପାତ ସତର୍କତା
ଭୁବନେଶ୍ବର: ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା । ଆଗାମୀ 24 ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ।
ତିନି…
ବାତିଲ ହେଲା RI, ARI, ଅମିନ, ICDS ପରୀକ୍ଷା; ପରୀକ୍ଷାର୍ଥୀ ଅସନ୍ତୋଷ
ଭୁବନେଶ୍ବର: RI - ଅମିନ ପରୀକ୍ଷା ହେଲା ବାତିଲ। ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରୀକ୍ଷା ଆଉ ଥରେ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି। ୨୮୯୫ ପଦବି ଖାଲି ଥିଲା। ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେବା…
OTET ପ୍ରଶ୍ନପତ୍ର ଲିକ୍ ମାମଲା: ବନ୍ଧା ହେଲେ ୬ ଅଭିଯୁକ୍ତ
ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (OTET) ପ୍ରଶ୍ନପତ୍ର ଲିକ୍ ମାମଲାରେ ଓଡ଼ିଶା ପୋଲିସର କ୍ରାଇମ୍ବ୍ରାଞ୍ଚ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରସମିଟରେ ଏ ନେଇ ସୂଚନା ଦେଲେ କ୍ରାଇମବ୍ରଞ୍ଚ ଡିଜି ।…
ଲାଇଭ୍ ଭିଡିଓ କରି ଅଫିସରେ ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ରାଉରକେଲା: ବନ୍ଦ ଘରେ ଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ । ରାଉରକେଲା ନାରାୟଣପାଟଣା ଥାନା ପଥର ଦେଉଳସାହିରେ ଅଭାବନୀୟ ଘଟଣା । ସୋସିଆଲ ମିଡିଆରେ ପୋଷ୍ଟ କରି MBK ଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ…
ବିଶ୍ୱାସ ବନମହୋତ୍ସବ 2025,”ଏକ୍ ପେଡ୍ ମା’ କେ ନାମ” କାର୍ଯ୍ୟକ୍ରମ
ଖୋର୍ଦ୍ଧା: ମଙ୍ଗଳବାର ଅପରାହ୍ନ 3ଟା ସମୟରେ ବିଶ୍ୱାସ ଶିକ୍ଷାନୁଷ୍ଠାନ ତରଫରୁ ଭାରତ ସରକାରଙ୍କ ଆହ୍ବାନ କ୍ରମେ “ଗୋଟିଏ ଗଛ ମୋ ମା ଙ୍କ ନାମରେ"( ଏକ୍ ପେଡ୍ ମା କେ ନାମ)" ସାମୁହିକ ବୃକ୍ଷ ରୋପଣ ତଥା ବିଶ୍ୱାସ…
31 ଅଗଷ୍ଟ ସୁଦ୍ଧା UAN ଜେନେରେଟ୍ କରନ୍ତୁ, BDA ପକ୍ଷରୁ ସମସ୍ତ ଆବଣ୍ଟନ ପ୍ରପ୍ତକାରୀଙ୍କୁ ନିବେଦନ
ଭୁବନେଶ୍ୱର: ବିଡିଏ ପକ୍ଷରୁ ସମସ୍ତ ଆବଣ୍ଟନ ପ୍ରାପ୍ତକାରୀଙ୍କୁ ୩୧ ଅଗଷ୍ଟ ସୁଦ୍ଧା ଏକ ୟୁନିକ୍ ଆକାଉଣ୍ଟ୍ ନମ୍ବର (ୟୁଏଏନ୍) ଜେନେରେଟ୍ କରିବାକୁ ନିବେଦନ କରାଯାଇଛି। ଏହି ୟୁଏଏନ୍ ବିଭିନ୍ନ ପୂର୍ବ ଓ ପରବର୍ତ୍ତୀ ଆବଣ୍ଟନ…
ଅଭିନେତା ଅର୍ଦ୍ଧେନ୍ଦୁଙ୍କ ଦଶହରା ଭେଟି ନୂଆ ଓଡ଼ିଆ ଚଳଚ୍ଚିତ୍ର “ଚ୍ୟାଲେଞ୍ଜ”
ଭୁବନେଶ୍ବର: ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଚର୍ଚ୍ଚିତ ନାଁ । ଅଭିନୟ ସହିତ ପ୍ରଯୋଜନା କ୍ଷେତ୍ରରେ ପାଦ ରଖି ଓଡ଼ିଆ ଚଳଚ୍ଚିତ୍ର ଜଗତର ଗାରିମାକୁ ସେ ବଢ଼େଇବାରେ ସହାୟ ହୋଇଛନ୍ତି ।…
ଜଘନ୍ୟ ହତ୍ଯାକାଣ୍ଡ…ପତ୍ନୀ, ଶାଶୂଙ୍କୁ ହତ୍ୟା କରି ମୃତଦେହ ଉପରେ ଲଗାଇଦେଲା କଦଳୀ ଗଛ
ବାରିପଦା: ଜଘନ୍ୟ ନୃଶଂସ । ସ୍ତ୍ରୀ ଓ ଶାଶୂକୁ ହତ୍ୟା ପେର ମାଟିରେ ପୋତ ଦେଲା ଅଭିଯୁକ୍ତ । ଆଉ ମୃତଦେହ ପୋତିବା ପରେ ସେଠି ଲଗାଇ ଦେଲା କଦଳୀ ଗଛ ।
ସ୍ତ୍ରୀ, ଶାଶୂକୁ ପଥରରେ ଛେଚି ହତ୍ୟା କଲା ପରେ ମାଟିରେ ପୋତି…