Browsing Category

ଅପରାଧ

ନବଙ୍କ ସହଯୋଗୀ କୋଇଲା ବ୍ୟବସାୟୀ ସଞ୍ଜୟ ନନ୍ଦଙ୍କ ଘରେ ରେଡ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ନବଙ୍କ ସହଯୋଗୀଙ୍କ ଘରେ ବି ଚଢାଉ । ନବ ଦାସଙ୍କ ସହଯୋଗୀ ସଞ୍ଜୟ ନନ୍ଦଙ୍କ ଘରେ ରେଡ଼ କଲା ଆୟକର ବିଭାଗ । ସଂଜୟଙ୍କ ପରିବହନ ଅଫିସରେ ବି ଚଢାଉ କଲା ଭିଜିଲାନ୍ସ । ସଞ୍ଜୟ ନନ୍ଦ ହେଉଛନ୍ତି ନବ…

କିଏ ଏହି ସଞ୍ଜୟ ବର୍ମା, ଯାହାକୁ ସୋନମ ୧୦୦ରୁ ଅଧିକ ଥର କରିଛନ୍ତି କଲ୍‌, ପୋଲିସର ଆଉ ଏକ ଖୁଲାସା

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ସ୍ୱାମୀ ରାଜା ରଘୁଂବଶୀଙ୍କ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ସୋନମ ରଘୁବଂଶୀଙ୍କର ଆଉ ଏକ ଖୁଲାସା ପୋଲିସ କରିଛି। ସୋନମ ବିବାହ…

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ୍, 20ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଘରେ IT ରେଡ୍ । 20ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢାଉ । ଆୟକର ଫାଙ୍କିବା ଅଭିଯୋଗରେ ଚଢାଉ ହୋଇଥିବା କୁହାଯାଉଛି । ତେବେ ସମ୍ବଲପୁର, ଝାରସୁଗୁଡ଼ା, ଭୁବନେଶ୍ବର…

୧୫୦୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ASI 

ପୁରୀ,୧୮ା୬: ପୁରୀ ଜିଲ୍ଲା ଚନ୍ଦନପୁର ଥାନା ASI  ପ୍ରଭାତ କୁମାର ପ୍ରଧାନ ଲାଞ୍ଚ ନେଇ ଆଜି ଅର୍ଥାତ୍ ବୁଧବାର ଗିରଫ ହୋଇଛନ୍ତି ।  ଏକ ଜମି ବିବାଦ ମାମଲାରେ ଜଣେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ୧୫,୦୦୦ ଟଙ୍କା…

ସ୍ୱାମୀଙ୍କ ହତ୍ୟା ପରେ ହ୍ୱାଟ୍ସଆପ୍ ଆକ୍ଟିଭ୍ କଲେ ସୋନମ, ଏହି ସାମାନ୍ୟ ଭୁଲ୍ ପାଇଁ ପୋଲିସ…

ଶିଲଂ,୧୮ା୬: ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ଚାଲିଛି। ଏହି ସମୟରେ ମେଘାଳୟ ପୋଲିସ ଏକ ବଡ଼ ଖୁଲାସା କରିଛି। ଇନ୍ଦୋରର ନବ ବିବାହିତା ସୋନମ ରଘୁବଂଶୀ ତାଙ୍କ ସ୍ୱାମୀ ରାଜାଙ୍କୁ ତିନି ଜଣ ହତ୍ୟାକାରୀଙ୍କ ସହ ହତ୍ୟା…

ଅର୍ଦ୍ଧନଗ୍ନ ହୋଇ ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ ପଡ଼ିଲା ମହଙ୍ଗା, ଖେଳ ବିଗାଡି ଦେଲା ୟୁପି ପୋଲିସ..ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରାତି ସମୟ ଥିଲା । ଜଣେ ମହିଳା ଆରୋହୀ ବାଇକ୍ ଯୋଗେ ଉତ୍ତରାଖଣ୍ଡ ଯାଉଥିଲେ। ସେତେବେଳେ ତାଙ୍କ ଆଗରେ ଯାଉଥିବା ଏକ କାରର ଝରକାରୁ ଜଣେ ଅର୍ଦ୍ଧନଗ୍ନ ବ୍ୟକ୍ତି ବାହାରି ଆସି ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରି…

ଝିଅ ଜନ୍ମ ଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !

ଜଳେଶ୍ୱର: ଏବେ ବି ଝିଅ ଅଲୋଡ଼ା। ଝିଅ ଜନ୍ମ କରିବା ପାପ। ଏକଥା ମେ କହୁନାହୁଁ ଆଜ୍ଞା ଏପରି ଏକ ଘଟଣା ଓଡ଼ିଶାର ଜଳେଶ୍ୱରରେ ଘଟିଛି। ଝିଅ ଜନ୍ମ କରିବା ଜଣେ ମା' ପାଇଁ ଅଭିଶାପ ପାଲଟିଯାଇଛି। କାରଣ ମାଆ ଟି ଏକ କନ୍ୟା…

ଦିଗପହଣ୍ଡି ଡବଲ ମର୍ଡର ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର: ଦିଗପହଣ୍ଡି ଡବଲ ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବ୍ରହ୍ମପୁର ADJ କୋର୍ଟ । ଦିଗପହଣ୍ଡି ଥାନା ପାଳଝାଡ଼ି ସୌରାପାହାଡ଼ରେ ଏହି ଡବଲ ମର୍ଡର ହୋଇଥିଲା ।…

ବିବାହ ପାଇଁ ବେଙ୍ଗାଲୁରରୁ ଗୋଆରେ ପହଞ୍ଚିଲେ ପ୍ରେମୀଯୁଗଳ, ତଣ୍ଟି କାଟି ଜଙ୍ଗଲରେ ଫିଙ୍ଗିଦେଲା ପ୍ରେମିକ

ବେଙ୍ଗାଲୁରୁ: ଚାଲ ଆମେ ବାହା ହୋଇଯିବା। ପ୍ରମିକର ପ୍ରତିଶୃତିକୁ ସତ ବୋଲି ଭାବି ପ୍ରେମିକା ନିଜ ଘର ଦ୍ୱାର ଛାଡ଼ି ବୟଫ୍ରେଣ୍ଡ ସାଙ୍ଗରେ ବେଙ୍ଗାଲୁରରୁ ଗୋଆ ଚାଲିଆସିଲା। ଆଖିରେ ଆଖିଏ ସ୍ୱପ୍ନ। ହେଲେ ସେ କ'ଣ ଜାଣିଥିଲା…

ବଡ଼ମ୍ବାରେ ବିଷ ପିଇ ଶାଶୁ, ବୋହୂ ମୃତ, ସ୍ୱାମୀ ଗୁରୁତର

ବଡ଼ମ୍ବା: ବିଷ ପିଇ ଶାଶୁ, ବୋହୂ ମୃତ । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା । ବଡ଼ବାରସିଂହ ଗାଁରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପାରିବାରିକ କଳହକୁ କେନ୍ଦ୍ର କରି ବିଷ…