fbpx
Browsing Category

ଅପରାଧ

ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାରେ ଅଭିନେତା ମନୋଜ ଗିରଫ: ୧୩ ବର୍ଷ ପର୍ଯ୍ୟନ୍ତ ସମ୍ପର୍କୀୟଙ୍କୁ ବଳାତ୍କାର

ମୁମ୍ବାଇ: ସମ୍ପର୍କୀୟଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ଆଜି ଜଣେ ଅଭିନେତାଙ୍କ ହାତରେ ହାତକଡ଼ା ଲଗାଇ ଦେଇଛି । ବିବାହର ପ୍ରତିଶ୍ରୁତି ଦେଇ ୧୩ ବର୍ଷରୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଚଳଚ୍ଚିତ୍ର…

ଗିରଫ ହେଲା ହଲଦ୍ୱାନୀ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ: ଦିଲ୍ଲୀରେ ଲୁଚି ବସିଥିଲା ଅବଦୁଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ହଲଦ୍ୱାନୀ ଜିଲ୍ଲାର ବନଭୁଲାପୁରାରେ ଫେବୃଆରୀ ୮ ତାରିଖରେ ହୋଇଥିବା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଏବେ ପୋଲିସ କବଜାରେ ଧରା ପଡ଼ିଛି । ଉତ୍ତରାଖଣ୍ଡ ପୋଲିସର ପ୍ରବକ୍ତା ଆଇଜି ନିଲେଶ ଭାରନେ…

ଜୁଲାଇ ପହିଲାରୁ ଦେଶରେ ନୂଆ ନିୟମ ଲାଗୁ: ବଦଳିବ ବହୁ ପୁରୁଣା ‘IPC’

ନୂଆଦିଲ୍ଲୀ: ଦେଶରେ ଆଗାମୀ ଜୁଲାଇ ପହିଲାରୁ ଭାରତୀୟ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଏବଂ ଭାରତୀୟ ସାକ୍ଷ ଅଧିନିୟମ ଲାଗୁ ହେବାକୁ ଯାଉଛି । ଏ ନେଇ କେନ୍ଦ୍ର ସରକାର ଏକ ନୋଟିଫିକେସନ ଜାରି କରିଛନ୍ତି । ସମସ୍ତ…

ତନ୍ତ୍ର କରି ବାହାଘର କରାଇଥିଲେ; ସ୍ତ୍ରୀ ଅନ୍ୟତ୍ର ପଳାଇବାରୁ ତାନ୍ତ୍ରିକକୁ ହତ୍ୟା କଲେ

ଜୟପୁର: ରାଜସ୍ଥାନର ବାଲୋତ୍ରା ଜିଲ୍ଲାର ସାମଦାରୀରୁ ଜଣେ ତାନ୍ତ୍ରିକର ମୃତଦେହ ଉଦ୍ଧାର କରାଯାଇଛି। ଏବେ ପୋଲିସ ଏହି ଘଟଣାର ସମାଧାନ କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣ ଅଭିଯୁକ୍ତଙ୍କୁ…

ଟିଭି ଆଙ୍କରଙ୍କୁ ଦେଖି ପାଗଳ ହେଲେ ମହିଳା; ବାହା ହେବା ପାଇଁ କଲେ ଅପହରଣ, ଏବେ…

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ମହିଳା ଜଣେ ଟିଭି ଆଙ୍କରଙ୍କୁ ବିବାହ କରିବା ପାଇଁ ତାଙ୍କୁ ଅପହରଣ କରି ନେଇଛନ୍ତି। ଜଣେ ମହିଳା ବ୍ୟବସାୟୀ ଜଣେ ଟିଭି ମ୍ୟୁଜିକ୍ ଚ୍ୟାନେଲ୍ ଆଙ୍କରଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ…

ଗୋଆରେ ୬ ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କଲା ରୁଷ ନାଗରିକ, POCSO ଆକ୍ଟ ଅନୁଯାୟୀ ମାମଲା ରୁଜୁ

ନୂଆଦିଲ୍ଲୀ: ଗୋଆରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ରୁଷର ନାଗରିକ ଏକ ୬ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଫେବୃଆରୀ ୪ ତାରିଖ ରାତିରେ ଘଟିଥିଲା।…

ପାଠପଢା-ପରିବାର-ପରୀକ୍ଷା ଚାପରେ ଜୀବନ ହାରୁଛନ୍ତି ଛାତ୍ରଛାତ୍ରୀ; ଚିନ୍ତାରେ ଅଭିଭାବକ

ଭୁବନେଶ୍ୱର: କିଛିଦିନ ଦିନ ହେବ ଅନେକ ଛାତ୍ରଛାତ୍ରୀ ଜୀବନ ହାରୁଥିବା ଘଟଣା ସାମ୍ନକୁ ଆସୁଛି। ବିଶେଷକରି ଏଥିରେ ଶିକାର ହେଉଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ନଜ ଘର ଛାଡି କ୍ୟାରିୟର କରିବାକୁ ବାହାରକୁ…

୨୦ ଲକ୍ଷ ଟଙ୍କାର ଲୋନ କରି ଗାର୍ଲଫ୍ରେଣ୍ଡକୁ ଦେଲେ ଗିଫ୍ଟ, ଏବେ ଥାନାରେ କହୁଛନ୍ତି- ସେ ଫୋନ ରିସିଭ୍ କରୁନି

ପାଟଣା: ବିହାରର ମୁଜାଫରପୁରରେ ଏକ ଅଦ୍ଭୁତ ପ୍ରେମ କାହାଣୀ ସାମ୍ନାକୁ ଆସିଛି। କାହାଣୀ ଏପରି ଯେ କେବଳ ସାଧାରଣ ଲୋକ ନୁହଁନ୍ତି, ପୋଲିସ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଠାରେ ଜଣେ ଯୁବକ ପୋଲିସ ଷ୍ଟେସନରେ ଅଭିଯୋଗ…

BIG BREAKING…ସନ୍ଦେଶଖାଲି ମାମଲା: ଅଭିଯୁକ୍ତ ଶେଖଙ୍କ ଭାଇଙ୍କ ଘରେ ନିଆଁ ଲଗାଇଦେଲେ ସ୍ଥାନୀୟ ଲୋକେ

କୋଲକାତା: ପଶ୍ଚିମବଙ୍ଗରେ ସନ୍ଦେଶଖାଲି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ଶୁକ୍ରବାର (ଫେବ୍ରୁଆରି ୨୩, ୨୦୨୪) ଦିନ ସେଠାକାର ଲୋକମାନେ ଅଭିଯୁକ୍ତ ତୃଣମୂଳ କଂଗ୍ରେସ (ଟିଏମସି)…

(Video) ମ୍ୟାଟ୍ରିକ ପରୀକ୍ଷାରେ ମାହାଲ ମାଣ୍ଡା! ଏମିତି ଭୁଲ ପାଇଁ ପରୀକ୍ଷା ଦେଇ ପାରିଲେ ନାହିଁ ଛାତ୍ରୀ

ଯାଜପୁର: (ଓଡ଼ିଶା ଭାସ୍କର)୧୦ ପରୀକ୍ଷାରେ ବଡ଼ ତ୍ରୁଟି । ମ୍ୟାଟ୍ରିକ ପରୀକ୍ଷାରେ ବି ମାହାଲ ମାଣ୍ଡା ଭଳି ବଡ଼ ବିଭ୍ରାଟ । ଏମିତି ଭୁଲ ପାଇଁ ଜଣେ ଛାତ୍ରୀ ଆଜି ଦେଇ ପାରି ନାହାଁନ୍ତି ୧୦ମ ଶ୍ରେୀର ପରୀକ୍ଷା । ଭଲ ଛାତ୍ରୀ…