Browsing Category

ଅପରାଧ

ୟୁପିର ସବୁଠାରୁ ବଡ ଚୋରି ଘଟଣା, ସାମଗ୍ରୀ ଜବତ ପରେ ବି କେହିନାହିଁ ଦାବିଦାର, ପୋଲିସ କରିବ କଣ?

ନୂଆଦିଲ୍ଲୀ: ସାଧାରଣତଃ ଚୋରି, ରାହାଜାନୀ ପରି ଘଟଣାରେ, ପୋଲିସ ଚୋରକୁ ଧରି ଯେତେବେଳେ ଲୋକଙ୍କୁ ସେମାନଙ୍କ ସାମଗ୍ରୀ ଚିହ୍ନଟ କରି ନେବାକୁ କୁହେ, ଅନେକ ଅଛନ୍ତି ନିଜ ଜିନିଷଠାରୁ ଅଧିକ ମୂଲ୍ୟର ଜିନିଷ ନେଇଯାଆନ୍ତି ।…

ସେଲ୍ଟର୍ ହୋମରେ ଯୌନ ନିର୍ଯାତନା ଅଭିଯୋଗ; ୪୦୨ ନାବାଳିକା ଉଦ୍ଧାର, ୧୭୧ ଜଣ ଗିରଫ

ନୂଆଦିଲ୍ଲୀ: ସେଲ୍ଟର୍ ହୋମରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି । ୪୦୨ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ମାଲେସିଆରେ ପୁଲିସ ବୁଧବାର ୪୦୨ ଜଣ ନାବାଳିକାଙ୍କୁ ସେଲ୍ଟର୍ ହୋମରୁ ଉଦ୍ଧାର କରିଛି । ଏହି ସେଲ୍ଟର୍…

ଟ୍ରେନି ଆର୍ମିଙ୍କ ଠୁ ଲୁଟ୍, ବନ୍ଧୁକ ଦେଖାଇ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଲୋମ ଟାଙ୍କୁରା ଖବର ସାମ୍ନାକୁ ଆସିଛି । ସହର ଠାରୁ 50 କିଲୋମିଟର ଦୂରରେ ଥିବା ଏକ ପିକନିକ ସ୍ଥାନକୁ ବାହାରିଥିଲେ ଟ୍ରେନିଂ ଆର୍ମି ଯବାନ ଏବଂ ତାଙ୍କ ବାନ୍ଧବୀ । ସମସ୍ତେ…

ନିଷ୍ଠୁର କମ୍ପାନୀ, ୧୦୪ ଦିନ ଲଗାତର କାମ କରାଇବାରୁ ଯୁବକଙ୍କ ମୃତ୍ୟୁ, କୋର୍ଟ କଲେ କଡା ଦଣ୍ଡବିଧାନ

ନୂଆଦିଲ୍ଲୀ: କଥାରେ ଅଛି କର୍ମ ହିଁ ପୂଜା । ହୁଏତ ଏହି ଲୋକ କଥାକୁ ଚୀନର ଏକ କମ୍ପାନୀ ଗୁରୁତର ସହ ନେଇଗଲା । ତେଣୁ କର୍ମଚାରୀଙ୍କୁ ୧୦୪ ଦିନର ଲମ୍ବା କାମ କରାଇବା ବେଳେ ଦେଇଥିଲା ମାତ୍ର ଗୋଟିଏ ଦିନର ଛୁଟି । ଫଳ ଏମିତି…

ଆସିଲା ମଲାଇକା ଅରୋରାଙ୍କ ପିତା ଅନିଲ ମେହତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ

ମୁମ୍ବାଇ: ବଲିଉଡ ଆକ୍ଟ୍ରେସ ମଲାଇକା ଅରୋରାଙ୍କ ବାପା ଅନିଲ ମେହତାଙ୍କ ଆତ୍ମହତ୍ୟା ଘଟଣା ପୂରା ସିନେମା ଇଣ୍ଡଷ୍ଟ୍ରୀକୁ ଦୋହଲାଇଦେଇଛି । ବୁଧବାର ଅନିଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆଜି…

ପୁରୀ: ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି; ସୁରକ୍ଷା ବଳୟ ଭାଙ୍ଗି ଗଲେ କିପରି?

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି । ସୁରକ୍ଷା ବଳୟ ଭାଙ୍ଗି କିପରି ଦଧିନଉତି ଉପରକୁ ଚଢ଼ିଲେ ତାହା ଅସ୍ପଷ୍ଟ । ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ । କିପରି ଜାଣି…

ବାପାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମଲାଇକା ଅରୋରା, କହିଲେ- ‘ସେ ଆମର ଭଲ ବନ୍ଧୁ ଥିଲେ’

ମୁମ୍ୱାଇ: ମଲାଇକା ଅରୋରା ତାଙ୍କ ବାପା ଅନିଲ ଅରୋରାଙ୍କ ମୃତ୍ୟୁ ଖବରକୁ ପୋଷ୍ଟ କରି ନିଶ୍ଚିତ କରିଛନ୍ତି । ସେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ପିତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି ଏବଂ…

ଭାଇ, ଭାଉଜ ଓ ପୁତୁରାକୁ କୁରାଢ଼ିରେ ହାଣି ହତ୍ୟା; ହାଣିବା ପରେ ଗଣେଶ ମଣ୍ଡପରେ ଯାଇ ବସିଲା ଅଭିଯୁକ୍ତ

ରାୟଗଡ଼: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ନିଜ ୪୦ ବର୍ଷୀୟ ଭାଇ, ଭାଉଜ ଓ ପୁତୁରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରବିବାର ସକାଳେ କରଜତ ଅଞ୍ଚଳର…

ଶିମଲାରେ ବେଆଇନ ମସଜିଦ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ; ପୋଲିସର ଲାଠିଚାର୍ଜ-ପାଣି ସ୍ପ୍ରେ

ଶିମଲା: ଶିମଲାର ସଞ୍ଜୌଲିରେ ବେଆଇନ ଭାବେ ମସଜିଦ ନିର୍ମାଣ କୁ ବିରୋଧ କରି ହିନ୍ଦୁ ସଂଗଠନଗୁଡ଼ିକର ଆନ୍ଦୋଳନ ତୀବ୍ର ହୋଇଛି। ଜିଲ୍ଲା ପ୍ରଶାସନର ନିଷେଧାଦେଶ ସତ୍ତ୍ୱେ ହଜାର ହଜାର ଲୋକ ଆଜି ରାଜରାସ୍ତାକୁ ଓହ୍ଲାଇ ସୁଖୁ…

ଭାରତ ଏମିତି ଏକ ଦେଶ, ଯେଉଁଠି ଦୁଷ୍କର୍ମକାରୀ ମୁକୁଳିଯାଏ ସହଜରେ, ପୀଡିତା ଭୋଗେ ଅକଥନୀୟ ଯନ୍ତ୍ରଣା

ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲ ରେପ- ମର୍ଡର ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହା ସବୁଠାରୁ ବଡ ବର୍ବରକାଣ୍ଡ ବୋଲି ଲୋକେ କହୁଛନ୍ତି । ଡାକ୍ତରୀ ପେସା ପରି ଏକ ସମ୍ମାନଜନକ ପେସାଧାରୀଙ୍କ ସହ ଏମିତି…