Browsing Category

ଅପରାଧ

ପାରିବାରିକ କଳହର କରୁଣ ପରିଣତି, ଛୁଆ ସହ ସ୍ତ୍ରୀକୁ ହତ୍ୟା

ପାଟନା: ପାରିବାରିକ କଳହର କରୁଣ ପରିଣତି । ବିହାରରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଘଟଣା ।  ହିତାହିତ ଜ୍ଞାନ ହରାଇ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲା ରାକ୍ଷାସ ସ୍ବାମୀ । ଅଜିମାବାଦ ଥାନା…

Video; ଯୁବତୀଙ୍କୁ ବାଇକ୍‌ରେ ଘୋଷାଡ଼ି ନେବା ଘଟଣା, ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ, ଅଭିଯୁକ୍ତ ସାଇଜ୍

ଜଳନ୍ଧର: ପଞ୍ଜାବର ଜଳନ୍ଧରରେ ଯୁବତୀଙ୍କୁ ବାଇକ୍‌ରେ ବହୁ ଦୂର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଗଣ୍ଡଗୋଳ କରିଥିଲା। ଏହି ଘଟଣା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ…

ତାମିଲନାଡୁ ରାଜନୀତିରେ ହଟଚମଟ: ଡିଏମକେ ମନ୍ତ୍ରୀଙ୍କ ଡ୍ରାଇଭର ଛାତ୍ରୀଙ୍କୁ କଲା ଦୁଷ୍କର୍ମ, ପୋଲିସ ଅଭିଯୁକ୍ତକୁ ଦେଉଛି ସୁରକ୍ଷା

ଚେନ୍ନାଇ: ତାମିଲନାଡୁରେ ହଟଚମଟ । ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ବିଜେପି ନେତା । ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବା ସହ ଘଟଣାର ଭିଡଓ କରି କରିଛନ୍ତି ବ୍ଲାକମେଲ । ଅଭିଯୋଗ ପରେ ମଧ୍ୟ ପୋଲିସ ନେଉନି ଆକ୍ସନ…

(Video) ରେଲୱେ ଟ୍ରାକରେ ସିଲିଣ୍ଡର, ବାରୁଦ… ଟ୍ରେନ୍ ଉଡ଼ାଇ ଦେବାକୁ ଚାଲିଥିଲା ଷଡ଼ଯନ୍ତ୍ର! ଆସିଲା ଭୟାନକ ତଥ୍ୟ

ନୂଆଦିଲ୍ଲୀ: କାଳିନ୍ଦୀ ଏକ୍ସପ୍ରେସକୁ ଉଡ଼ାଇ ଦେବା ପାଇଁ ଚାଲିଛି ଭୟଙ୍କର ଷଡ଼ଯନ୍ତ୍ର । ଏହା ପଛରେ ଆତଙ୍କବାଦୀ ସଂଗଠନର ହାତ ଥିବା ମଧ୍ୟ ଆଶଙ୍କା କରାଯାଉଛି । ବର୍ତ୍ତମାନ ଏହି ମାମଲାର ତଦନ୍ତ NTS ଏବଂ NIA ହାତରେ…

ନାବାଳିକାଙ୍କୁ ଭାରି ପଡ଼ିଲା ଅନଲାଇନ୍ ବନ୍ଧୁତା; ୨୦ ଦିନ ଧରି ହୋଟେଲ ରୁମରେ ବନ୍ଦ କରି ରଖିଲେ ଯୁବକ

ହାଇଦ୍ରାବାଦ: ଦାରାବାଦରେ ଜଣେ ୧୮ ବର୍ଷୀୟା ଛାତ୍ରୀଙ୍କୁ ଉଦ୍ଧାର କରିଛି 'ସି ଟିମ୍ସ'। ଯାହାଙ୍କୁ ୨୦ ଦିନ ଧରି ହୋଟେଲ ରୁମରେ ବନ୍ଦ କରି ରଖାଯାଇଥିଲା। ଶନିବାର ଏହି ଅପରେସନ କରାଯାଇ ଅଭିଯୁକ୍ତ ୧୯ ବର୍ଷୀୟ…

ରାସ୍ତାରେ ଝିଅଙ୍କୁ କମେଟ କରୁଥିଲା ଲଫଙ୍ଗା, ଟେକା ଫିଙ୍ଗି ଘଉଡେଇଦେଲା ସ୍କୁଲ ଛାତ୍ରୀ

ନୂଆଦିଲ୍ଲୀ: ରୋଡ ରୋମିଓଙ୍କ କାହିଁ କେଉଁ କାଳରୁ ଅଭ୍ୟାସ ରହିଛି, ରାସ୍ତାରେ ଝିଅଙ୍କୁ ଦେଖିଲେ କମେଟ କରିବା, ଶୂନଶାନ ରାସ୍ତାରେ ଏକା ଦେଖିଲେ ହାତ ଟିକେ ମାରିଦେବା ବା ଝିଅଙ୍କୁ ଟଣା ଓଟରା କରିବା । ଆଉ ଝିଅ…

କୋଲକାତା ଅଭୟା କାଣ୍ଡ, ସିବିଆଇକୁ ନୂଆ ଷ୍ଟାଟସ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

କୋଲକାତା: କୋଲକାତା ଅଭୟା ଘଟଣାକୁ ନେଇ ବର୍ତ୍ତମାନ ମଧ୍ୟ ଜାରି ରହିଛି ଆନ୍ଦୋଳନ । ଘଟଣାକୁ ମାସେ ପୁରି ଯଆଇଥିଲେ ସୁଦ୍ଧା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ଅହରହ ଧାରଣାରେ ବସିଛନ୍ତି । ତେବେ ଏନେଇ ଆଜି…

ଲଜ୍ଜାଜନକ; ସ୍ତ୍ରୀକୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ୨ ବର୍ଷର ପୁଅକୁ ବିକି ଦେଲା ବାପା

ନୂଆଦିଲ୍ଲୀ: ଏକ ଲଜ୍ଜାଜନକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ହସ୍ପିଟାଲରେ ବିଲ ଭରିବା ପାଇଁ ଟଙ୍କା ନଥିବାରୁ ଜଣେ ବାପା ନିଜ ଦୁଇ ବର୍ଷୀୟ ପୁଅକୁ ବାଧ୍ୟ ହୋଇ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଛି। ଏହି ବ୍ୟକ୍ତିଙ୍କ…

ଏହି ଗାଁରେ ଜୋତା ଏବଂ ଚପଲ ପିନ୍ଧିବା ଉପରେ ନିଷେଧାଦେଶ, ନମାନିଲେ କଠୋର ଦଣ୍ଡ: ଜାଣନ୍ତୁ ଭାରତର କେଉଁଠି

ଭାରତରେ ଲୋକମାନେ ସାଧାରଣତଃ ଘରେ ଜୋତା ଏବଂ ଚପଲ ବ୍ୟବହାର କରନ୍ତି ନାହିଁ। ଲୋକମାନେ ଘର ଭିତରକୁ ଯିବା ପୂର୍ବରୁ ଜୋତା ଏବଂ ଚପଲ ବାହାର କରିଦିଅନ୍ତି । ଲୋକମାନେ ଘର ଭିତରେ ଖାଲି ପାଦରେ ରୁହନ୍ତି । କିନ୍ତୁ ଭାରତରେ…