Browsing Category

ଅପରାଧ

ପୋଲିସଠୁ ଫୋନ୍ ଛଡ଼ାଇ ନେଲେ ଚୋର; ଆଣିବା ବେଳେ ଫୋଡ଼ିଦେଲେ ନିଶା ଇଞ୍ଜେକ୍ସନ

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କିଛି ଦୁର୍ବୃତ୍ତ ବିଷ ଇଞ୍ଜେକ୍ସନ ଦେବାରୁ ମୁମ୍ବାଇ ପୋଲିସର ଜଣେ କନଷ୍ଟେବଳ ବିଶାଲ ପାୱାର(୩୦)ଙ୍କ ମୃତ୍ୟୁ ଘଟିଛି। ପୋଲିସ ଅଜ୍ଞାତ…

(Video) ଅଟୋରେ ଗୋମାଂସ ନେଲାବେଳେ ମାଡ଼ିବସିଲେ ଲୋକେ; ସୁନ୍ଦରପଦାରେ ଥିଲା ଭୋଜି ଆୟୋଜନ…

ଖୋର୍ଦ୍ଧା: (ଓଡ଼ିଶା ଭାସ୍କର) ଗୋମାଂସ ବୋଝେଇ ଅଟୋ ସହ ୪ ଜଣ ଅଟକ । ଜଟଣୀ ଥାନା କନ୍ତିଆ ଠାରେ ଆଜି ଭୋରରୁ ୪ ଜଣ ଗୋମାଂସ ବେପାରୀ ଏକ ଅଟୋ ପାସେଞ୍ଜର ଯୋଗେ ବସ୍ତାରେ ଗୋରୁ ମାଂସ ନେଇ ଯାଉଥିବା ବେଳେ ସ୍ଥାନୀୟ ଯୁବକ…

(Video) ତରଭୁଜକୁ ଲାଲ ଓ ମିଠା କରିବାପାଇଁ ଏମିତି ଇଞ୍ଜେକ୍ସନରେ ଦିଆଯାଉଛି ବିଷାକ୍ତ ରଙ୍ଗ ..ହେଇଯାନ୍ତୁ ସାବଧାନ

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ଅର୍ଥ ତରଭୁଜ ଋତୁ। ଏହି ଋତୁରେ ଏହି ଫଳ କୁ ବହୁତ ଖାଆଯାଇଥାଏ। ଏହାର ଅନେକ ଫାଇଦା ମଧ୍ୟ ରହିଛି। ଏଥିରେ ୯୨% ପାଣି ଓ ୬% ଚିନି ଥାଏ । ଫାଇବରରେ ଭରପୂର ଥିବାରୁ ଖରାଦିନେ ତରଭୁଜ ଅଧିକ…

କର୍ଣ୍ଣାଟକ: ଦୁଷ୍କର୍ମ ଓ ଅପହରଣ ଅଭିଯୋଗ ପରେ ଅଶ୍ଳୀଳ ଭିଡିଓ ମାମଲାରେ ନୂଆ ମୋଡ଼

ବେଙ୍ଗାଲୁର: କର୍ଣ୍ଣାଟକରେ ଅଶ୍ଳୀଳ ଭିଡିଓ ଏବଂ ମହିଳାଙ୍କୁ ନିର୍ଯାତନା ଦେବା ମାମଲାରେ ଦୁଷ୍କର୍ମ ଓ ଅପହରଣ ର ଦୁଇଟି ନୂଆ ଅଭିଯୋଗ ଜେଡିଏସ୍ ବିଧାୟକ ଏଚ୍ ଡି ରେଭାନ୍ନା ଏବଂ ତାଙ୍କ ସାଂସଦ ପୁଅ ପ୍ରଜ୍ୱଲ ରେଭାନ୍ନାଙ୍କ…

Breaking News; ନେତାଙ୍କ ଉପରକୁ ଜୋତା ଫିଙ୍ଗିଲେ ଭୋଟର: ମଞ୍ଚରେ ନିର୍ବାଚନ ଭାଷଣ ବେଳେ ଆକ୍ରମଣ

ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ଆଗାମୀ ନିର୍ବାଚନକୁ ନେଇ ଖୁବ ପ୍ରଚାର ଜାରି ରଖିଛନ୍ତି ରାଜନୈତିକ ଦଳ ଏବଂ ପ୍ରାର୍ଥୀ । ଅନେକ ସ୍ଥାନରେ ଭୋଟର ପ୍ରାର୍ଥୀଙ୍କୁ ସ୍ୱାଗତ କରୁଥିବା ବେଳେ ଅନେକ ସ୍ଥାନରେ ବିଭିନ୍ନ…

ପାକିସ୍ତାନରେ ସିନ୍ଧୁ ନଦୀରେ ଖସି ପଡ଼ିଥିଲା ବସ୍; ୨୦ ମୃତ, ଅନେକ ଆହତ

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ପାକିସ୍ତାନରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍ ପାହାଡ଼ିଆ ଟ୍ରାକ୍ ରୁ ଖସି ଗଭୀର ଖାଲକୁ ଖସି ପଡ଼ିବାରୁ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ…

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ମୋତେ ବଦନାମ କିରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ସ୍ପଷ୍ଟିକରଣ ଦେଲେ ରାଜ୍ୟପାଳ

କୋଲକାତା: ବର୍ତ୍ତମାନ ନିର୍ବାଚନ ସମୟ । ନାମଙ୍କନ ଦାଖଲ ଏବଂ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ । ଏଥିମଧ୍ୟରେ ପଶ୍ଚିମବଙ୍ଗର ରାଜ୍ୟପାଳ ସି ଭି ଆନନ୍ଦ ବୋଷଙ୍କୁ ନେଇ ଏକ…

ହାତ ଗୋଡ଼ ବାନ୍ଧି ମଳଦ୍ୱାରରେ ପ୍ରେସର ଗନ୍ ରଖି ଷ୍ଟାର୍ଟ୍ କରିଦେଲେ ସାଥୀ କର୍ମଚାରୀ; ଫାଟିଗଲା ଅନ୍ତନଳୀ 

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଉଦୟଗଞ୍ଜ ଅଞ୍ଚଳର ଏକ ହୁଣ୍ଡାଇ ସର୍ଭିସ ସେଣ୍ଟରରେ ଜଣେ ନାବାଳିକା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।…

ମାଲଖାନାରୁ ୭୦ ହଜାର କେଜି ହେରୋଇନ୍ ନିଖୋଜ ଘଟଣାରେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୧୮ରୁ ୨୦୨୦ ମଧ୍ୟରେ ଏକ ମାଲଖାନାରୁ ୭୦,୭୭୨.୪୮ କେଜି ହେରୋଇନ୍ ନିଖୋଜ ହୋଇଥିବା ନେଇ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହିଁଛନ୍ତି। ଜଷ୍ଟିସ୍…

BIG BREAKING…ଦୁଇ ରାଜନୈତିକ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଗୁଳିକାଣ୍ଡ, ହଣାକଟା; ବିଜେଡିର ଜଣେ ସମର୍ଥକ ଗୁରୁତର

ନୟାଗଡ଼: ନୟାଗଡ଼ ବଉଳସାହି ଗାଁ'ରେ ଫୁଟିଲା ଗୁଳି ବୁଲିଲା ଖଣ୍ଡା । ଇଟାମାଟି ଥାନା ଅନ୍ତର୍ଗତ ବଉଳସାହି ଗାଁରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଦୁଇ ରାଜନୈତିକ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ ଗୁଳିକାଣ୍ଡ ,…