CHARIDHAM
Browsing Category

ଅପରାଧ

Rape ନୁହେଁ Gang Rape! କୋଲାକାତା ମାମଲାରେ ଆସିଲା ନୂଆ ମୋଡ଼: ପୋଷ୍ଟ ମର୍ଟମ ରିପୋର୍ଟକୁ ନେଇ ଉତ୍ତେଜନା

ନୂଆଦିଲ୍ଲୀ: କୋଲକାତାରେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଆସିଛି ଏକ ନୂଆ ମୋଡ଼ । ଏହି ଘଟଣାରେ ପୀଡ଼ିତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଏହାକୁ ନେଇ ପୁଣିଥରେ ଉତ୍ତେଜନା ସୃଷ୍ଟି ହୋଇଛି ।…

Video; ଲୋନ୍ ଆଣି ସୁଝିପାରିଲେନି, ଶେଷରେ ଘର ପରିବାରକୁ ଛାଡ଼ି ଏମିତି କଲେ ସ୍ଵାମୀ-ସ୍ତ୍ରୀ

ହରିଦ୍ୱାର: ଶେଷ ସେଲଫି ନେଇ ଗଙ୍ଗାକୁ ଡେଇଁ ପଡିଲେ ଦମ୍ପତି । ଜୀବନ ହାରିବାକୁ ବାଇକରେ ଆସିଲେ ୮୦ କି.ମି । ନେଲେ ସେଲଫି ଆଉ ଲେଖିଲେ ଚିଠି ‘ମୁଁ ଆଉ ମୋନା ନିଜ ଜୀବନ ଶେଷ କରି ଦେଉଛୁ’ । ମୁଁ ସୌରଭ ବାବର । କରଜ ନେଇ…

ସଂରକ୍ଷଣ ବିରୋଧୀ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟକୁ ଯିବ ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ଜୁଲାଇମାସରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ସମୟରେ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ବିଚାର କରିବେ । ଆଇନ, ନ୍ୟାୟ ଓ ସଂସଦୀୟ…

ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା ପଡ଼ିଲା ମହଙ୍ଗା, ୧୧ ପୋଲିସ କର୍ମଚାରୀ ନିଲମ୍ବିତ

କୋରାପୁଟ: ପୁଣି ଗଞ୍ଜେଇ କାରବାରକୁ ନେଇ ଚର୍ଚ୍ଚା । ଗଞ୍ଜେଇ ଗାଡ଼ି ଜବତ କରିବା ପରେ ମାଫିଆଙ୍କୁ ଛାଡ଼ିଦେବା ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି । ଜବତ ଗାଡ଼ି ଏବଂ ମାଫିଆଙ୍କୁ ଛାଡ଼ିଦେବା ଅଭିଯୋଗରେ ୧୧ ପୁଲିସ…

Video; ବାପଘରକୁ ଯିବା ପଡ଼ିଲା ମହଙ୍ଗା, ସ୍ତ୍ରୀକୁ ବାଇକ୍ ପଛରେ ବାନ୍ଧି ଗାଁରେ ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ

ଜୟପୁର: ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀକୁ ବାଇକ୍ ପଛରେ ବାନ୍ଧି ଗାଁ ରେ ଘୋଷାଡ଼ି ଘୋଷାଡ଼ି ନେଲା ସ୍ୱାମୀ। ଆଶ୍ଚର୍ଯ୍ୟର କଥା ହେଉଛି ଏହି ପୁରା ଘଟଣାର ସୁଟିଂ କରାଯାଇଥିଲା…

ପତଞ୍ଜଳି ମାମଲାରେ ରାମଦେବ ଓ ବାଲକୃଷ୍ଣଙ୍କୁ ଆଶ୍ୱସ୍ତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପତଞ୍ଜଳି ଲିମିଟେଡ୍, ଏହାର ପ୍ରତିଷ୍ଠାତା ବାବା ରାମଦେବ ଓ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ବିରୋଧରେ ଅଦାଲତ ଅବମାନନା ମାମଲାକୁ ସୁପ୍ରିମ୍ କୋର୍ଟ ବନ୍ଦ କରିବା ସହ ଭବିଷ୍ୟତରେ ଆଦେଶର…

SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଡାକ୍ତର; ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ହୋଇଥିଲା ଅଭିଯୋଗ

କଟକ: (ଓଡ଼ିଶା ଭାସ୍କର) SCBରେ ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଡାକ୍ତର ଗିରଫ । କାର୍ଡିଓଲୋଜି ବିଭାଗର ସଂପୃକ୍ତ ଡାକ୍ତରଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ । ଇକୋ ଟେଷ୍ଟ ବେଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା…

ବାଂଲାଦେଶୀ ହିନ୍ଦୁଙ୍କ ଉପରେ ରହିଛି ସମସ୍ତଙ୍କ ନଜର; ଟ୍ରେଣ୍ଡରେ ଅଛି ଏହିସବୁ ହ୍ୟାସଟ୍ୟାଗ୍

ନୂଆଦିଲ୍ଲୀ: ଶେଖ୍ ହସିନାଙ୍କ ହଠାତ୍ ଇସ୍ତଫା ଓ ଦେଶରୁ ବିଦାୟ ପରେ ନୋବେଲ ବିଜେତା ମହମ୍ମଦ ୟୁନୁସ୍ ନୂଆ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସଙ୍କଟ ଆହୁରି ଗମ୍ଭୀର ହୋଇଛି।…

POCSO Act: ପୋକ୍ସୋ ଆକ୍ଟ କେବଳ ପୁରୁଷଙ୍କ ଠାରେ ନୁହେଁ, ମହିଳାଙ୍କ ଉପରେ ମଧ୍ୟ ଲାଗୁହୁଏ, ମହିଳା ଅଭିଯୁକ୍ତଙ୍କ ଭ୍ରମ ଭାଙ୍ଗିଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଜଣେ ଶିଶୁଉପରେ ଯୌନ ନିର୍ଯାତନା ପାଇଁ ଜଣେ ମହିଳା ପୋକ୍ସୋ ଆଇନ ଅଧୀନରେ ଅପରାଧିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରିବେ ଏବଂ ଏହି ଅପରାଧ ପାଇଁ ଅଦାଲତ ପ୍ରକ୍ରିୟା…

କ’ଣ ଘଟିଥିଲା ସେଦିନ? କୋଲକାତା ଦୁଷ୍କର୍ମ ମାମଲାରେ ଖୋଳତାଡ଼ କରିବ CBI: ହାଇକୋର୍ଟଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଲକାତାର ଆର.ଜି ମେଡିକାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ମାମଲାରେ ପୀଡ଼ିତାଙ୍କୁ ଯଥାଶୀଘ୍ର ଉଚିତ୍ ନ୍ୟାୟ ପ୍ରଦାନ ପାଇଁ ବିଭିନ୍ନ…