Browsing Category
ଅପରାଧ
ବୁର୍ଲାରେ ଆଖି ବୁଜିଲେ ସକାଳେ ଆତ୍ମାହୁତି ଦେଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ
ସମ୍ୱଲପୁର: ବଞ୍ଚେଇ ପାରିଲେନି ଡାକ୍ତର। ସକାଳେ ଅଧା ଜଳିଥିଲେ ଆଉ ହସ୍ପିଟାଲରେ ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ନାବାଳିକା। ହଁ ଆଜ୍ଞା ଆମେ କହୁଛୁ ବରଗଡ଼ରେ ଆଜି ସକାଳେ ପେଟ୍ରୋଲ ଢ଼ାଳିହୋଇ ଜଳି ଯାଇଥିବା ଅଷ୍ଟମ ଶ୍ରେଣୀ…
ମା’-ଝିଅଙ୍କୁ ଖଣ୍ଡାରେ ହାଣିପକାଇଲେ ଦୁର୍ବୁତ୍ତ, ଘଟଣାସ୍ଥଳରେ ମା’ର ମୃତ୍ୟୁ
ବ୍ରହ୍ମପୁର: ବ୍ରହ୍ମପୁରରେ ଚାଞ୍ଚଲ୍ୟ; ମା' ଓ ଝିଅଙ୍କୁ ଖଣ୍ଡାରେ ହାଣିଦେଲେ ଦୁର୍ବୁତ୍ତ। ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳରେ ଘଟିଯାଇଛି ଏଭଳି ହତ୍ୟାକାଣ୍ଡ। ଏହି ଆକ୍ରମଣ ପରେ ମା'ର ମୃତ୍ୟୁ ହୋଇଥିବାବେଳେ ଝିଅ…
୧୫ ମାସର ଝିଅକୁ ନିର୍ଯ୍ୟାତନା, ଚାପୁଡ଼ା ମାରିଲେ, ବେଲ୍ଟରେ ପିଟିଲେ, ମନ ଶାନ୍ତି ହେଲାନି ଯେ କାମୁଡ଼ିକି ରକ୍ତାକ୍ତ କରିଦେଲେ
ଉତ୍ତରପ୍ରଦେଶ: ୧୫ ମାସର ଶିଶୁ କନ୍ୟା ସହ ଡେ କେୟାର ସେଣ୍ଟରରେ ବର୍ବରତା। ସିସିଟିଭିରେ କଏଦ ହେଲା ଡେ କେୟାର ସେଣ୍ଟରର ଚାକରାଣୀର ଅମାନୁଷିକ କାର୍ଯ୍ୟ।
କୁନି ଝିଅକୁ ପ୍ରଥମେ ଚାପୁଡ଼ା ପରେ ଚାପୁଡ଼ା ମାରିଲା। …
ଭୁବନେଶ୍ୱରରେ ଚାଞ୍ଚଲ୍ୟ: ବ୍ୟବସାୟୀଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ
ଭୁବନେଶ୍ୱର: ବ୍ୟବସାୟୀଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ । ବାହାଦଲପୁର କେନାଲ ବନ୍ଧରୁ ମୃତଦେହ ଉଦ୍ଧାର କରିଛି ପୋଲିସ ।
ଯୁବକଙ୍କ ରକ୍ତାକ୍ତ ମୃତଦେହ ପୋଲିସ ଜବତ କରିଥିବାବେଳେ ମୃତଦେହକୁ ଦେଖି ହତ୍ୟା ସାନ୍ଦେହ…
“ମୋତେ ନିଅ ଜଲଦି…” ନାବାଳିକାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ଆଉ ଜଣେ ଝିଅ, ବୁର୍ଲାରେ ହେବ ଚିକିତ୍ସା
ବରଗଡ଼: ବରଗଡ଼ ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ନାବାଳିକା ଆତ୍ମାହୁତି ଘଟଣାରେ ବଡ଼ ଖବର ଏବେ ସାମ୍ନାକୁ ଆସିଛି ।
ରେକର୍ଡ ହୋଇଛି ନାବାଳିକାଙ୍କ ଜମାନବନ୍ଦୀ । ଯେଉଁଥିରେ ପୀଡ଼ିତା ଦେଇଛନ୍ତି ବଡ଼ ବୟାନ । ୮ମ…
ହେଡ଼ସାରଙ୍କର ବାହାରିଲା ଆଳୁଦୋଷ, ଛାତ୍ରୀଙ୍କୁ ଖରାପ ଭିଡ଼ିଓ ଦେଖାଇ ପ୍ରାଇଭେଟ ପାର୍ଟରେ…
ଛତିଶଗଡ଼: ଛତିଶଗଡ଼ର ରାଜନନ୍ଦଗାଓଁରେ ପ୍ରାଥମିକ ବିଦ୍ୟାଳୟର ଝିଅମାନଙ୍କ ସହିତ ଅଶାଳୀନ ବ୍ୟବହାରର ଏକ ମାମଲା ସାମ୍ନାକୁ ଆସିଛି। ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଅଫିସକୁ ଡାକି ଫୋନରେ ସେମାନଙ୍କୁ ଖରାପ ଭିଡ଼ିଓ…
(Video) ରାସ୍ତା ମଝିରେ ସ୍ୱାମୀକୁ ଦରମଲା କଲା ସ୍ତ୍ରୀ, ୧୫ ଟା ଚାପୁଡ଼ା ସାଙ୍ଗକୁ ଚୁଟି ଭିଡ଼ି ସବୁ ଛିଣ୍ଡେଇଦେଲା
ଉତ୍ତରପ୍ରଦେଶ: ରାସ୍ତା ମଝିରେ ହାଇଭୋଲଟେଜ୍ ଡ୍ରାମା। ସ୍ୱାମୀଙ୍କୁ ୧୫ ଥର ଚାପୁଡ଼ା ମାରିଲା ସ୍ତ୍ରୀ। ଉତ୍ତର ପ୍ରଦେଶର ଲଳିତପୁର ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସ୍ୱାମୀଙ୍କ ନିର୍ଯାତନା ଦେଖି…
‘ସାର.. ଉଠନ୍ତୁ, ଆମକୁ ପଢ଼େଇବେନି କି..,’ ମାତାଲ ହୋଇ ସ୍କୁଲ ବାରଣ୍ଡାରେ ଗଡ଼ିଲେ ଶିକ୍ଷକ, ଭିଡ଼ିଓ ହେଲା ଭାଇରାଲ
କେନ୍ଦୁଝର: କେନ୍ଦୁଝର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଶିକ୍ଷକଙ୍କୁ ସ୍କୁଲର ବାରଣ୍ଡାରେ ମଦ୍ୟପ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି।
ଏହି ସମୟ ମଧ୍ୟରେ ଛାତ୍ରମାନେ…
ଭାପୁର ବଜାର ଉପକଣ୍ଠରେ ଘରେ ପଶି ମହିଳାଙ୍କ ବେକ କାଟିଦେଲେ ଦୁର୍ବୁତ୍ତ
ଭାପୁର: ଧାରୁଆ ଅସ୍ତ୍ରରେ ମହିଳାଙ୍କ ବେକ କାଟିଦେଲେ ଦୁର୍ବୁତ୍ତ। ଭାପୁର ବଜାର ଉପକଣ୍ଠରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଦୁଇ ଶିଶୁଙ୍କୁ ଧରି ଘରେ ଶୋଇଥିବାବେଳେ କବାଟ ବାଡ଼େଇଥିଲେ ଦୁର୍ବୁତ୍ତ।
ମହିଳା ଜଣଙ୍କ କବାଟ…
ବେକରେ ପଡିଛି ଜୁଆଳି, ଗାଁ ଦାଣ୍ଡରେ ହଳ କରୁଛନ୍ତି ସ୍ୱାମୀ-ସ୍ତ୍ରୀ, ପୁଣି ଦେଖିବାକୁ ମିଳିଲା ବଳଦ ଦଣ୍ଡ
କୋରାପୁଟ: ପୁଣି ଗାଁ ଦାଣ୍ଡରେ ବଳଦ ସାଜିଲେ ଯୁବକ ଯୁବତୀ। ବିବାହ କରିବା ପଡ଼ିଲା ମହଙ୍ଗା। ଯୁବକ-ଯୁବତୀ ଭୋଗିଲେ ବଳଦ ଦଣ୍ଡ। ସମ୍ପର୍କୀୟ ଭାଇ-ଭଉଣୀ ବାହା ହେଲେ ବୋଲି ଶୁଦ୍ଧି ନାଁରେ ଗ୍ରାମବାସୀ ଦେଲେ ଶାସ୍ତି।…