fbpx
Browsing Category

ଅପରାଧ

ନାବାଳିକାକୁ ବଳପୂର୍ବକ ବିବାହ କରି ଅଡୁଆରେ ବାପା-ମାଆ, ଚାଇଲ୍ଡ ଲାଇନକୁ ଫୋନ କରି ଅଭିଯୋଗ କଲା, ମାଗିଲା ସୁରକ୍ଷା

ପାତ୍ରୁର (ଓଡ଼ିଶା ଭାସ୍କର): ନାବାଳିକା ଝିଅର ଅନିଚ୍ଛା ସତ୍ତେ୍ୱ ବଳପୂର୍ବକ ବିବାହ କରିଥିବା ବାପା, ମାଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପାତ୍ରୁର ବ୍ଲକ୍‌ ତୁମ୍ବା ପଞ୍ଚାୟତ ପୁରିଆ ସାହିରେ । ଏହି…

ମୃତଦେହରୁ କାଢ଼ିନେଲେ କିଡନୀ! ସରକାରୀ ହସ୍ପିଟାଲ୍ ପ୍ରତି ସନ୍ଦେହ

କୋଲକାତା: ସରକାରୀ ହସ୍ପିଟାଲରେ ଚାଲିଛି କିଡନୀ ରାକେଟ୍! ମୃତ ଶରୀରରୁ କାଢ଼ିନେଲେ କିଡ୍ନୀ ।  ଏଭଳି ଏକ ଅଭିଯୋଗ ଆସିଛି ପଶ୍ଚିମବଙ୍ଗରୁ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି ଓ ଘଟଣାର ନିରପେକ୍ଷ ତଦନ୍ତ ଜାବି…

କଶ୍ମୀରରେ ଆତଙ୍କୀ ଆକ୍ରମଣ ଉଦ୍ୟମକୁ ଦମନ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀକୁ ମିଳିଛି ପୁଣି ଏକ ସଫଳତା । ଏକ ବଡ଼ଧରଣର ଆତଙ୍କୀ ହମଲାକୁ ପଣ୍ଡ କରିଛି ସୁରକ୍ଷାବାହିନୀ । ସୂଚନାନୁସାରେ ଦକ୍ଷିଣ କାଶ୍ମୀରର ପଞ୍ଚଗାମ ଗାଁରେ ଆତଙ୍କବାଦୀଙ୍କ ଦ୍ୱାରା ଆଇଇଡି…

ମୃତ ବୟଫ୍ରେଣ୍ଡ ହାତରେ ନାବାଳିକାକୁ ସିନ୍ଦୁର ପିନ୍ଧାଇଲେ ପୁଅଘର ଲୋକେ

କୋଲକାତା: ପରସ୍ପରକୁ ଖୁବ ଭଲପାଉଥିଲେ ପୁଅ-ଝିଅ । ଦୁହେଁ ବିବାହ ମଧ୍ୟ କରିବାକୁ ଚାହୁଥିଲେ । ତେବେ ଏଥିରେ ରାଜି ହୋଇନଥିଲେ ଝିଅର ମା’ । ବାସ୍ ଏହି କାରଣରୁ ମର୍ମାହତ ହୋଇ ଆତ୍ମହତ୍ୟା କରିଦେଲା ପୁଅ । ଏତିକିରେ…

ଛାତ୍ର ସହ ଶାରିରୀକ ସମ୍ପର୍କ ରଖିଲେ ଶିକ୍ଷୟିତ୍ରୀ, ପରିଣାମ କଣ ହେଲା ଜାଣନ୍ତୁ…

ଭୁବନେଶ୍ୱର: ଶିକ୍ଷୟିତ୍ରୀ ପାର୍ କଲେ ସବୁ ସୀମା । ଭୁଲିଗଲେ ସବୁ ନୀତି-ନୈତିକତା । ନିଜ ଛାତ୍ର ସହ ରଖିଲେ ଶାରୀରିକ ସମ୍ପର୍କ । ଆଉ ଏହା ତାଙ୍କୁ ଖୁବ୍ ମହଙ୍ଗା ପଡ଼ିଲା । ସବୁଠି ନିନ୍ଦା ଓ ଚର୍ଚ୍ଚାର କାରଣ ପାଲଟିଲେ ।…

ସ୍ୱାମୀକୁ ହତ୍ୟା କଲା ଦ୍ୱିତୀୟ ସ୍ତ୍ରୀ: ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଥମ ପତ୍ନୀଙ୍କ ୨ପୁଅ….

ବାମରା (ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ରଙ୍ଗିଆଟିକ୍ରା ପଞ୍ଚାୟତ କହପାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ…

ଲକ୍‌ଡାଉନ୍‌ ସମୟରେ ମାତିଲେ ଛେଳିଚୋରୀ ଗ୍ୟାଙ୍ଗ: ଅଧରାତ୍ରରେ ଗୁହାଳ ପଶି କରୁୁଛନ୍ତି ଚୋରୀ, ଚିନ୍ତାରେ ଗରିବ ଚାଷୀ

ନିମାପଡା (ଓଡ଼ିଶା ଭାସ୍କର): ନିମାପଡା ବ୍ଲକ ଚଅଁରପଦା ପଞ୍ଚାୟତରେ ମାତିଛନ୍ତି ଛେଳି ଚୋରୀ ରାକେଟ । ଶତାଧିକ ଛେଳି ଚୋରି ହୋଇଥିବା ବେଳେ ଗରିବ ମାନେ ବାରମ୍ବାର ଥାନାରେ ଅଭିଯୋଗ କଲେ ମଧ୍ୟ ପୋଲିସ ଏହି ଘଟଣାକୁ ହାଲକା…

ସୁଶିଲ କୁମାରଙ୍କ ପାଇଁ ବଢ଼ିଲା ଅଡୁଆ, ଆହୁରି ୪ ଦିନ ବଢ଼ିଲା ରିମାଣ୍ଡ ଅବଧି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ହତ୍ୟା ମାମଲା ନେଇ ଅଡୁଆ ପରିସ୍ଥିତିରେ ଛନ୍ଦି ହୋଇ ପଡିଥିବା ଅଲିମ୍ପିକ୍‌ ପଦକ ବିଜେତା ରେସଲର ସୁଶିଲ କୁମାର ଗିରଫ ହେବା ପରେ ସଂପ୍ରତି ପୋଲିସ ରିମାଣ୍ଡରେ ଅଛନ୍ତି । ତେବେ ପୋଲିସ…

ଭାରତର ‘ର’ କୁ ଫସାଇବାକୁ ଚାହୁଥିଲା ପାକିସ୍ତାନ, କୋର୍ଟରେ ଫସରଫାଟିଲା ଚକ୍ରାନ୍ତ; ଜାଣନ୍ତୁ କେମିତି…

ଆତଙ୍କର ଆଡ୍ଡାସ୍ଥଳ ତଥା ଆତଙ୍କର ବୋସ୍ ବୋଲି କୁହାଯାଉଥିବା ପାକିସ୍ତାନ ସର୍ବଦା ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବା ସହ ସେଭଳି କାର୍ଯ୍ୟକଳାପ କରିଆସୁଛି । କିନ୍ତୁ ସାରା ବିଶ୍ୱ ଜାଣିସାରିଛି ପାକିସ୍ତାନର ଏଭଳି…

ସ୍ୱାମୀ ଆଗରେ ସ୍ତ୍ରୀ ସହ ଗଣଦୁଷ୍କର୍ମ, ଚତୁର୍ଥୀ ରାତିରେ କାଳ ସାଜିଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ହସଖୁସିର ନୂଆ ସଂସାରକୁ ଦଳିଚକଟି ନଷ୍ଟ କରିଦେଲେ ଦୁର୍ବୃତ୍ତ । ଏଥିସହ ବଡ଼ ଅମାନୁଷିକ ଭାବେ ଚତୁର୍ଥୀ ରାତିରେ ସ୍ୱାମୀ ଆଗରେ ସ୍ତ୍ରୀକୁ କଲେ ଗଣଦୁଷ୍କର୍ମ । ସୂଚନା ଅନୁଯାୟୀ ମହମ୍ମଦ ଲତିଫଙ୍କର ବୁଧବାର…