Browsing Category

ଅପରାଧ

ପ୍ରେମରେ ଲାଗିଲା କଳଙ୍କ: ପଥରରେ ଛେଚି ପ୍ରେମିକାକୁ ହତ୍ୟା କଲା ଜହ୍ଲାଦ ପ୍ରେମିକ

ମୟୁରଭଞ୍ଜ: ପ୍ରେମିକ ମନରେ ଭରିଗଲା ରାଗ, ଆଉ ଭୁଲିଗଲା ହୃଦୟ ଦେଇ ଭଲ ପାଉଥିବା ସେହି ଝିଅଟିକୁ । ପଥରରେ ଛେଚି ଛେଚି ପ୍ରେମିକାକୁ ବିଭତ୍ସ ଭାବରେ ହତ୍ୟା କରିଛି ଞ୍ଜମୁନୁ । ବୁଲିବାକୁ ଯାଇଥିଲେ ପ୍ରେମୀ ଯୁଗଳ । କିନ୍ତୁ…

ଛାତ୍ରୀକୁ କମେଣ୍ଟ ମାରିବା ପଡିଲା ମହଙ୍ଗା, ଧରାପଡି ଜେଲ୍ ଗଲେ ଯୁବକ

ଡେଲାଙ୍ଗ (ଭାସ୍କର ନ୍ୟୁଜ୍‌):ସ୍କୁଲ ଛାତ୍ରୀକୁ କମେଣ୍ଟ ମାରିବା ଘଟଣା ଜଣେ ଯୁବକକୁ ମହଙ୍ଗା ପଡିଲା । ଶେଷରେ ଡେଲାଙ୍ଗ ପୋଲିସ ଯୁବକକୁ ଗିରଫ କରି ଜେଲ ପଠାଇଛି । ମିଳିଥିବା ପୋଲିସ ସୁଚନା ମୁତାବକ ପ୍ରତ୍ୟେକଦିନ…

ମାଲକାନଗିରି ସୀମାନ୍ତରେ ସର୍ଚ୍ଚ ଅପରେସନ୍ ବେଳେ ଧରାପଡିଲା ମହିଳା ମାଓବାଦୀ, ବିଭିନ୍ନ ଥାନାରେ ମାଓହିଂସାରେ ସାମିଲ ନେଇ ରହିଛି ମାମଲା

ମାଲକାନଗିରି,(ଭାସ୍କର ନ୍ୟୁଜ୍ ) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛାତିଶଗଡର ବିଜାପୁର ଜିଲ୍ଲାରେ ଜଣେ ମହିଳା ମାଓବାଦୀ ପୋଲିସ ଦ୍ୱାର ଗିରଫ । ସୂଚନା ଅନୁଯାୟୀ ଛାତିଶଗଡର ଉସୁର ପୋଲିସ ଷ୍ଟେସନର ମହିଳା ଏବଂ ପୁରୁଷ…

ଯୁବକଙ୍କୁ କଲେ ଅପହରଣ: ଟଙ୍କା ପାଇଁ ପରିବାରକୁ ଭିଡିଓ କଲ କରି ଯୁବକଙ୍କୁ ମାଡ଼ (See Video)

ଯୁବକଙ୍କ ମୁଣ୍ଡକୁ ଗୋଡରେ ଚାପି ଗଡ଼ାଇ ତଡ଼ାଇ ମାରିଲେ ମାଡ଼ । ଖାଲି ସେତିକି ନୁହେଁ ଉଲଗ୍ନ କରି ଭିଡିଓ କଲେ ଘର ଲୋକଙ୍କୁ ମଗାଯାଇଥିଲା ଟଙ୍କା । ଭୁବନେଶ୍ୱରରେ ଏଭଳି ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାରେ…

ଛାତିକୁ ହର୍ଟ କଲା ନବମ ଶ୍ରେଣୀ ଛାତ୍ରୀ: ପ୍ରେମ ନିବେଦନ କରି ଥାନାରେ ପ୍ରଧାନ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନବମ ଶ୍ରେଣୀ ଝିଅଟା ଛାତିକୁ ମୋ ହର୍ଟ କରୁଛି । ଏହି ଗୀତତ ଆପଣ ନିଶ୍ଚିତ ଭାବରେ ଶୁଣିଥିବେ । ତେବେ ଏହି ଓଡ଼ିଆ ଆଲବମ ଗୀତକୁ ଟିକିଏ ଗମ୍ଭୀରତାର ସହିତ ନେଇ ଯାଇଥିଲେ ଶିକ୍ଷକ । ଆଉ କଳଙ୍କିତ…

ଜଟଣୀରୁ ଜବତ ହେଲା ୧.୩୨ କୋଟିର ବ୍ରାଉନ ସୁଗାର: ୩ ଜଣଙ୍କୁ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କାୟା ମେଲାଇବାରେ ଲାଗିଛି ନିଶା କାରବାର । ଖୋର୍ଦ୍ଧାରୁ ଜବତ ହୋଇଛି ବିପୁଳ ପରିମାଣର ବ୍ରାଉନ୍ ସୁଗାର । ପ୍ରାୟ ୧.୩୨୦ କିଗ୍ରା ଡ୍ରଗ୍ସ ଜବତ କରିଛି ଏସ୍ଟିଏଫ୍ ।…

ମହଙ୍ଗା ପଡିଲା ଫେସବୁକ ବନ୍ଧୁତା: ଅଶ୍ଲୀଳ ଭିଡ଼ିଓ କରି ଏବେ ଯୁବତୀ କରୁଛନ୍ତି ….

ନୂଆଦିଲ୍ଲୀ: ଆଜିକାଲି କୋଟି କୋଟି ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାର ବଢ଼ୁଥିବା ସହ ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । ଏପରି ଏକ ମାମଲା ନୋଏଡାର ସେକ୍ଟର ୪୧ରୁ ସାମ୍ନାକୁ ଆସିଛି,…

ମାଛ ମାର୍କେଟରେ ହଣାକଟା, ୨ ଭାଇଙ୍କୁ ମାଛ କଟା ପନିକିରେ ହାଣିଲା ଅନ୍ୟ ଜଣେ ବେପାରୀ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର  ୟୁନିଟ୍-୪ ନମ୍ବର ମାଛ ମାର୍କେଟରେ ୨ ବ୍ୟବସାୟୀଙ୍କ ମଧ୍ୟରେ ଝଗଡା ଯୋଗୁଁ ହଣାହଟା ହୋଇଛି । ଏଥିରେ ୨ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେମାନଙ୍କ ନାମ ଜିତେନ୍ଦ୍ର ବେହେରା…

ବିବାହ ପୂର୍ବରୁ ଯୁବକଙ୍କୁ ଉଠାଇ ନେଲା କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ, ଏବେ ଅଞ୍ଚଳରେ ଚର୍ଚ୍ଚା

ସଇଁତଳା, (ଭାସ୍କର ନ୍ୟୁଜ): ରେଳ ଟିକଟ କଳାବଜାର କରୁଥିବା ଅଭିଯୋଗରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଅଧିନସ୍ଥ ନାରୀକଟା ଗ୍ରାମର ବୁଲୁ କୁମ୍ଭାରଙ୍କୁ ଉଠେଇ…

ମହଙ୍ଗା ପଡିବ ମାଗଣା WiFi: ଏମିତି ଟାର୍ଗେଟ କରିପାରନ୍ତି ସାଇବର ଲୁଟେରା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶ ଡିଜିଟାଲ ଯୁଗ ଆଡ଼କୁ ଗତି କରୁଛି । ଆଜି କାଲି ପ୍ରତିଟି କାମ ମୋବାଇଲ୍ ଫୋନ୍ ସାହାଯ୍ୟରେ ହୋଇଯାଉଛି । ଖାଇବା ଅର୍ଡର୍ କରିବା ଠାରୁ ଆରମ୍ଭ କରି ହେୟାର୍ କଟ୍ ପର୍ଯ୍ୟନ୍ତ ସବୁ କାମ ମୋବାଇଲ୍…