Browsing Category
ଅପରାଧ
ପୋଷା କୁକୁରକୁ ଖାଇବା ଦେବାରେ ହେଲା ବିଳମ୍ବ: ଭାଇକୁ ମାରିଦେଲା ଯୁବକ
କେରଳ: ଆଜିକାଲି ଦୁନିଆରେ ଅଧିକାଂଶ ଲୋକ ରାଗୀ ସ୍ୱଭାବର ହୋଇଥାନ୍ତି । ଛୋଟ ଛୋଟ କଥାରେ ନିଜ ରାଗକୁ ସମ୍ଭାଳି ପାରନଥାନ୍ତି ଏମାନେ । ଫଳରେ ବିଭିନ୍ନ ଅପରାଧମୂଳକ ଘଟଣା କରି ବସନ୍ତି । ଠିକ ସେହିପରି ଏକ ଘଟଣା ଦେଖିବାକୁ…
ପ୍ରଦର୍ଶନ କରୁଥିବା ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ପୁରୁଷ ପୋଲିସ କର୍ମୀ: ଦେଖନ୍ତୁ Video
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅମ୍ବେଦକର ନଗରରେ ପୋଲିସକର୍ମୀମାନେ ମହିଳାଙ୍କ ଉପରେ ଜବରଦସ୍ତ ଲାଠିଚାର୍ଜ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଆମ୍ବେଦକର ପ୍ରତିମା ଉପରେ କାଳି ଲଗାଇବା ଉପରେ ବିବାଦ ହୋଇଥିଲା । ଏହା…
କୋଟି କୋଟି ଟଙ୍କାର ଜିଏସଟି ଫାଙ୍କିଦେଇଛନ୍ତି ଗାଡି ଶୋ ରୁମ ମାଲିକ
ଭୁବନେଶ୍ୱର: ଦୁର୍ନୀତି ଦିନକୁ ଦିନ ବଢିଚାଲିଥିବା ବେଳେ ଆଜି ରେଡ ପଡିଛି ରାଜଧାନୀରେ । ଏକ ଗାଡି ଶୋରୁମରେ ଜିଏସଟି ରେଡ୍ ପକାଯାଇଛି । ରସୁଲଗଡ ସ୍ଥିତ ଜଳେଶ୍ୱର ମୋଟର୍ସର ପୁରୁଣା ପାର୍ଟ ଶୋରୁମରେ ସେଣ୍ଟ୍ରାଲ ଜିଏସଟି…
ରିପୋର୍ଟରୁ ଆସିଲା ତଥ୍ୟ: ସାରା ଦୁନିଆରେ ବ୍ୟାପିଲା ଭାରତୀୟ ହ୍ୟାକର୍ସଙ୍କ ଜାଲ, ବେଆଇନ ଭାବେ କମାଉଛନ୍ତି କୋଟି କୋଟି ଟଙ୍କା
ନୂଆଦିଲ୍ଲୀ: ଭାରତର ହ୍ୟାକିଂ ଦଳର ପ୍ରାଦୁର୍ଭାବ ସଂପ୍ରତି ସାରା ଦୁନିଆରେ ଦେଖିବାକୁ ମିଳିଛି। ଘରୋଇ ଯାଞ୍ଚକାରୀଙ୍କ ଇସାରାରେ ଏହି ହ୍ୟାକର ଦୁନିଆରେ ସରକାରୀ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଶତାଧିକ ଇମେଲ୍…
ରକ୍ତ ସଂପର୍କରେ ଲାଗିଲା ଲହୁ: ବଡଭାଇ ନେଲା ସାନଭାଇ ଜୀବନ
କଟକ: ପାରିବାରିକ କଳହରେ ବଡଭାଇ ନେଲା ସାନଭାଇ ଜୀବନ । ହତ୍ୟାକାଣ୍ଡଟି ଘଟିଛି କଟକ ଜିଲ୍ଲାର ବାଉଁଶ ଗଳି ଅଂଚଳରେ । ବଡ ଭାଇର ଆକ୍ରମଣରେ ସାନ ଭାଇ ପ୍ରାଣ ହରାଇଛି । ହତ୍ୟାକାଣ୍ଡର କାରଣ ସପୂର୍ଣ୍ଣ ସ୍ପଷ୍ଟ ହୋଇନଥିବା…
ମହିଳା ଭକ୍ତଙ୍କୁ ମାଡ ମାରିବା ଘଟଣାରେ ହାବିଲଦାର ସସପେଣ୍ଡ; ଏସପିଙ୍କ ସୂଚନା
ପୁରୀ:ପୁରୀ ଶ୍ରୀମନ୍ଦିରରେ ମହିଳା ଭକ୍ତଙ୍କୁ ମାଡ ମାରିବା ଘଟଣାରେ ଜଣେ ପୋଲିସ ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି । ଯାହାକୁ ନେଇ ପୁରୀ ଏସପି କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି । ଏସପି ଆହୁରି ମଧ୍ୟ କହିଛନ୍ତି ଯେ,…
ଶ୍ରୀ ମନ୍ଦିରରେ ଅଘଟଣ; ମହିଳା ଭକ୍ତଙ୍କୁ ପୋଲିସର ମାଡ
ପୁରୀ: ଆଜି ପଞ୍ଚୁକର ଚତୁର୍ଥ ଦିନ ଥିବାବେଳେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଯେଉଁଥିପାଇଁ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ଭିଡ ଦେଖିବାକୁ ମିଳିଛି । ତେବେ ଏହାରି ମଧ୍ୟରେ ଶ୍ରୀମନ୍ଦିରରୁ ଏକ…
ପାକିସ୍ତାନ ଗୃହମନ୍ତ୍ରୀଙ୍କ ଦାବି: ଇମ୍ରାନଙ୍କ ଉପରେ ହୋଇନାହିଁ ଗୁଳି ଚାଳନା, ଆହତ ହେବା ଘଟଣା ମିଛ
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସମେତ ତିନି ଜଣଙ୍କୁ ଦାୟୀ କରିଛନ୍ତି । ଶୁକ୍ରବାର ଦିନ ଲାହୋରର ଶୌକତ ଖାନମ୍…
ରାଗିଂର ଶିକାର ହେଲେ ଛାତ୍ରୀ; କାର୍ଯ୍ୟାନୁଷ୍ଠାନ ପାଇଁ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଗୁହାରୀ
ନିମାପଡା: ଦେଶ ତଥା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସିନିୟରମାନଙ୍କ ରାଗିଂ ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଛାତ୍ରୀ ଏହାର ଶିକାର ହେଉଛନ୍ତି । ପୂର୍ବରୁ ଏହିପରି ଘଟଣା ଅନେକ ଦେଖିବାକୁ ମିଳିଥିବା…
ତେଜୁଛି ଭଦ୍ରକ ତିହିଡିର ନିର୍ବାଚନୀ ମାମଲା: ହିଂସାରେ ୨ ଗୁରୁତର
ଭଦ୍ରକ: ଭଦ୍ରକ ତିହିଡିରେ ଏବେ ନିର୍ବାଚନୀ ହିଂସା ବଢିବାରେ ଲାଗିଛି । ଏବେ ମାରପିଟରୁ ଆରମ୍ଭ ହୋଇ ଘଟଣା ଆକ୍ରମଣରେ ପହଞ୍ଚି ସାରିଲାଣି । ଏହ ହିଂସାର ଶିକାର ହୋଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଧାମନଗରରେ ଉପନିର୍ବାଚନ…