Browsing Category

ଅପରାଧ

ବାଲିଗୁଡ଼ାଠାରେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା ହାତୀ, ଶୌଚ ପାଇଁ ଯାଇଥିବାବେଳେ ଘଟିଲା ଏଭଳି ଘଟଣା

କନ୍ଧମାଳ: ଶୌଚ କରିବାକୁ ଯାଇଥିବାବେଳେ ଦନ୍ତା ହାତୀର ଶିକାର ହେଲେ ବୃଦ୍ଧ। ବୃଦ୍ଧଙ୍କୁ କଚାଡ଼ି କଚାଡ଼ି ମାରିଦେଲା ଦନ୍ତା ହାତୀ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିକଟବର୍ତ୍ତୀ ଆଡାସିକୁମା ନିକଟ ପାଙ୍ଗାନାଜୁ ଗାଁରେ…

ଜୋରଜବରଦସ୍ତ ଚୁମା ଦେଇ କୁନିଝିଅକୁ ଦୁଷ୍କର୍ମ! ରାସ୍ତାରେ ଖେଳୁଥିବାବେଳେ ଘଟିଲା ଏଭଳି ଘଟଣା

କସୁର: ଘର ଆଗରେ ଖେଳୁଥିବା ଜଣେ ନାବାଳିକାକୁ ଟେକିନେଇ ଦୁଷ୍କର୍ମ! ପାକିସ୍ତାନର କସୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ ନାବାଳିକା ଝିଅ ତାଙ୍କ ଘର ପାଖରେ ଖେଳୁଥିବା ସମୟରେ ଜଣେ…

ସନ୍ଦେହ ନେଲା ସ୍ତ୍ରୀ ଜୀବନ, ପରକ୍ରୀୟା ପ୍ରୀତି ସନ୍ଦେହରେ ପଥର ଛେଚି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଆନ୍ଧ୍ରପ୍ରଦେଶ: ସାଧାରଣତଃ ସ୍ୱାମୀ ସ୍ତ୍ରୀ ସମ୍ପର୍କ ବିଶ୍ୱାସରେ ବନ୍ଧା ଥାଏ। ଟିକିଏ ଯଦି କାହା ମନରେ ଅନ୍ୟ ପ୍ରତି ଅବିଶ୍ୱାସ କିମ୍ବା ସନ୍ଦେହ ଆସେ ତେବେ ଅଶାନ୍ତି ଲାଗି ରହେବ। ଏମିତି ଏକ ଘଟଣା ଆନ୍ଧ୍ରପ୍ରଦେଶରେ…

ବାହାହେବାକୁ ଚାପ ପକାଇବାରୁ ପ୍ରେମିକାର ଗଳା କାଟି ମାରିଦେଲା ପ୍ରେମିକ

ହରିୟାଣା: ଦଶ ବର୍ଷର ଭଲପାଇବାରେ ପଡିଲା ରକ୍ତ ଛିଟା! ହରିୟାଣାର ଫରିଦାବାଦରେ, 10 ବର୍ଷ ଧରି ସମ୍ପର୍କରେ ଥିବା ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଗଳାକାଟି ହତ୍ୟା କରିଛି। ଅଭିଯୁକ୍ତ ପ୍ରଥମେ ଝିଅଟିକୁ ଭେଟିବା ପାଇଁ…

ପାଗଳ କଲା ପ୍ରେମିକା ପ୍ରେମ, ସ୍ତ୍ରୀ ହେଲା କଣ୍ଟା, ଦ୍ୱିତୀୟ ବିବାହ ପାଇଁ ସ୍ତ୍ରୀକୁ ବିଷ ଦେଇଦେଲା ସ୍ୱାମୀ

ଉତ୍ତରପ୍ରଦେଶ: ସ୍ୱାମୀର ଦ୍ୱିତୀୟ ବିବାହ ସଉକ। ସଉକ ଏତେ ମାତ୍ରାରେ ବଢ଼ି ଯାଇଥିଲା କି ଦ୍ୱିତୀୟ ସ୍ତ୍ରୀକୁ ବିଷ ଦେଇ ମାରିବାକୁ ପଛଘୁଂଚା ଦେଲାନି ସ୍ୱାମୀ। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସ୍ୱାମୀ ସାଜିଲା ସ୍ତ୍ରୀର…

ଛୁଆ କରାଇ ପାରିଲାନି ସ୍ୱାମୀ, ପ୍ରେମିକକୁ ଘରକୁ ଡାକି ସ୍ତ୍ରୀ କଲା…

କର୍ଣ୍ଣାଟକ: ଛୁଆ ଦେଇପାରିଲାନି ବୋଲି ପ୍ରେମିକ ସହ ମିଶି ସ୍ୱାମୀକୁ ମାରିଦେଲା ସ୍ତ୍ରୀ। କର୍ଣ୍ଣାଟକର ଦାଭାନାଗେରେର ଚନ୍ନାଗିରିରେ ଦେଖିବାକୁ ମିଳିଛି ଏହି ଘଟଣା। ଏଠାରେ ଜଣେ ସ୍ତ୍ରୀ ତାଙ୍କ ପ୍ରେମିକଙ୍କ ସହ ମିଶି…

ଲିଭ-ଇନ୍ ପାର୍ଟନର ପ୍ରାଇଭେଟ ପାର୍ଟରେ ବିୟର ବୋତଲ ଭର୍ତ୍ତି କଲା ଡାକ୍ତର, ମାରପିଟ୍ ସହ ଜୀବନରୁ ମାରିଦେବାକୁ ଧମକ

ପଞ୍ଜାବ: ନୃଶଂସତାର ସବୁ ସୀମା ପାର କଲା ଡାକ୍ତର। ଲିଭ ଇନ୍ ପାର୍ଟନରର ପ୍ରାଇଭେଟ ପାର୍ଟରେ ଭର୍ତ୍ତି କଲା ବିୟର ବୋତଲ। ଏହା ସହ ପାର୍ଟନରକୁ ମାଡ଼ ମାରିବା, ଦୁଷ୍କର୍ମ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଲେ ଡାକ୍ତର…

ଚିକିତ୍ସାରେ ଅବହେଳା: ଶୋଇ ରହିଲେ ଡାକ୍ତର, ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଲେ ବ୍ୟକ୍ତି

ମେରଠ: ଡାକ୍ତର ବାବୁ ଗ୍ରାସ କଲେ ନିଦ୍ରା ଦେବୀ। ଏମରଜେନ୍ସି ୱାଡରେ ରହି ଡାକ୍ତର ବାବୁ ପଡ଼ିଲେ ଶୋଇ। ସେପଟେ ଛଟପଟ ହୋଇ ଚାଲିଗଲା ରୋଗୀ ଜୀବନ। ଉତ୍ତରପ୍ରଦେଶ ମେରଠର ଲାଲା ଲାଜପତ ରାୟ ମେମୋରିଆଲ ମେଡିକାଲ କଲେଜରେ ଘଟିଛି…

ଆଖିବୁଜା ଗୁଳିମାଡ଼; 5 ମୃତ

ୱାସିଂଟନ: ଆଖିବୁଜା ଗୁଳିମାଡରେ ଥରିଲା ଆମେରିକା। ନ୍ୟୁୟର୍କରେ ମିଡଟାଉନ ମାନହାଟନରେ ଫାୟାରିଂ ହୋଇଥିବାବେଳେ 5 ଜଣଙ୍କୁ ଗୁଳି କରି ନିର୍ମମ ହତ୍ୟା କରାଯାଇଛି। ଏହି ଗୁଳିମାଡ଼ରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ମଧ୍ୟ…

ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ!

କୋରାପୁଟ: କୋରାପୁଟ ଟାଉନ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଅପହରଣ ପରେ କରାଯାଇଥିଲା ଦୁଷ୍କର୍ମ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ସେହିପରି ରାଉରକେଲା ବ୍ରାହ୍ମଣୀ ଥାନା…